ଦେଶ ଖୁବ୍ଶୀଘ୍ର ଲାଗୁ ହେବ ନୂଆ ଲେବର କୋର୍ଡ, ଦିନକୁ ୧୨ ଘଣ୍ଟା କାମ କରିବାକୁ ପଡିବ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍ଶୀଘ୍ର ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି । ଜୁଲାଇ ୧ତାରିଖରୁ ସାରା ଦେଶରେ ନୂଆ ଲେବର କୋର୍ଡ ପ୍ରଚଳନ କରାଯିବାର ଥିଲା । କିନ୍ତୁ କିଛି…