ରଥଯାତ୍ରା ପାଇଁ ବସ୍‌ ଧର୍ମଘଟ ସ୍ଥଗିତ, ଦାବି ପୂରଣ ପାଇଁ ସରକାରଙ୍କୁ ଏକ ମାସ ସମୟ ଦେଲେ ବସ୍‌ ମାଲିକ ସଂଘ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ବିଭିନ୍ନ ଦାବି ନେଇ ଜୁଲାଇ ୧ ତାରିଖରୁ ବସ୍‌ ଧର୍ମଘଟ ଡାକରା ଦେଇଥିବା ଓଡ଼ିଶା ବସ୍‌ ମାଲିକ ସଂଘ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ବସ୍‌ ଧର୍ମଘଟ ଜୁଲାଇ ୩୧ ତାରିଖ…

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ରେଳ ଚଳାଚଳ ବ୍ୟବସ୍ଥା: ଚାଲିବ ୨୦୫ ଟେନ୍ 

ପୁରୀ: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ଆଉ ରହିଛି ଦିନ କେଇଟା । ଏଥିପାଇଁ ଉତ୍ସବ ମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର । ରଥଯାତ୍ରାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି…

ଗୋଟିଏ ପରିବାରର ୯ ଜଣ ଆତ୍ମହତ୍ୟା କରିନଥିଲେ, ଗୁପ୍ତଧନ ଲୋଭରେ ସମସ୍ତଙ୍କୁ ବିଷଦେଇ କରାଯାଇଥିଲା ହତ୍ୟା

ନୂଆଦିଲ୍ଲୀ: ଗତ ୨୦ ତାରିଖରେ ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାରେ ଏକ ଭୟଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ଗୋଟିଏ ପରିବାରର ୯ ଜଣ ସଦସ୍ୟ ଏକାସଙ୍ଗେ ଆତ୍ମହତ୍ୟା କରିଥିଲେ । ତେବେ ଉକ୍ତ ଘଟଣାରେ ଏବେ ଆସିଛି ନୂଆ…

#instagramdown: Instagram ସର୍ଭର ଡାଉନ ହେବା ପରେ ଭାଇରାଲ ହେଲା ୟୁଜର୍ସଙ୍କ Funny Memes & Tweets

ନୂଆଦିଲ୍ଲୀ: ଆଜି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମର ସର୍ଭର ଡାଉନ ଦେଖିବାକୁ ମିଳିଥିଲା । ତେବେ ଏହାର ପ୍ରତିକ୍ରିୟା ୟୁଜର୍ସମାନେ ଦେଇଛନ୍ତି । ଏନେଇ ହ୍ୟାସଟ୍ୟାଗ ଇନଷ୍ଟାଗ୍ରାମଡାଉନ ୱିଟରରେ ଟ୍ରେଣ୍ଡିଂ…

ସାଇନ୍ସ ଗ୍ରାଜୁଏଟଙ୍କ ପାଇଁ ଭଲ ସୁଯୋଗ, AAI ରେ ରହିଛି ୪୦୦ ଭ୍ୟାକେନ୍ସୀ, ଜାଣନ୍ତୁ ଡିଟେଲ୍

ନୂଆଦିଲ୍ଲୀ: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(ଏଏଆଇ)ରେ ଜୁନିୟର ଏକ୍ସିକ୍ୟୁଟିଭ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରେ ୪୦୦ ପଦବୀରେ ନିଯୁକ୍ତି ସୁଯୋଗ ରହିଛି । ଏହି ସବୁ ଖାଲି ପଦବୀରେ ଆବେଦନ କରିବା ପାଇଁ ୧୪ ଜୁଲାଇ ଶେଷ…

(Video) ଷ୍ଟେଜରେ ଥିଲେ ଅନେକ ନେତା, ମୋଦୀଙ୍କୁ ଖୋଜୁଥିଲେ ବାଇଡେନ୍, ଦେଖନ୍ତୁ ଭିଡିଓ….

ନୂଆଦିଲ୍ଲୀ: ଜର୍ମାନୀରେ ଆୟୋଜିତ ଜି୭ ସମ୍ମିଳନୀରେ ବିଶ୍ୱର ଅନେକ ତୁଙ୍ଗ ନେତାମାନେ ଏକାଠି ହୋଇଛନ୍ତି । ସବୁ ନେତାମାନେ ପରସ୍ପରକୁ ଭେଟ ହେଉଛନ୍ତି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ନରେନ୍ଦ୍ର…

ମୋତେ କ’ଣ ଭାବିଛ କି, ମୁଁ ଜଣେ ଅଟୋବାଲା: ନା…ନା…ନା… ମୁଁ ଟୁଙ୍ଗୁରୁ ଭୋଳ କରିବି ଖେଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମାନ୍ୟ ଅଟୋ ଡ୍ରାଇଭରକୁ ରାତାରାତି ହିରୋ ପାଲଟି ଯାଇଥିବା ଟୁଙ୍ଗୁରୁ ଭୋଳ ବିଷୟରେ ଆଜି କିଏ ବା ନ ଜାଣେ । ଏମ୍ସ ମେଡିକାଲକୁ ଅଟୋ ନେଇ ଯାଉଥିବା ସମୟରେ ଟୁଙ୍ଗୁରୁଙ୍କର ଦେଖା ହୁଏ ବର୍ଷା…

ଦେଶର ଶ୍ରେଷ୍ଠ ମେଡିକାଲ କଲେଜ, ରାଙ୍କ୍ ୨୦ ରେ ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର । ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ…

(Video) ପାହାଡ଼ ମଧ୍ୟରେ ଫସିଲା ଟ୍ରକ୍, ତା’ପରେ ହେଲା ଏମିତି…

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ବି ହୋଇପାରେ, ଦୁର୍ଘଟଣା ଯୋଗୁଁ ଅନେକ ସମୟରେ ପ୍ରାଣ ମଧ୍ୟ ହାରଇଥାନ୍ତି । ଖାସକରି ପାହାଡ଼ିଆ ଘାଟି ଅଞ୍ଚଳରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଥାଏ । ଏଠାରେ ଟିକେ ଅସାବଧାନତା ବଡ଼…

୪୫ ଦିନ ପାଇଁ ଅସୁବିଧା କରିପାରେ ମଙ୍ଗଳ ରାହୁ ଅଙ୍ଗାରକ ଯୋଗ, ଏହି ୫ ରାଶି ରୁହନ୍ତୁ ସାବଧାନ

ଗ୍ରହମାନଙ୍କର ସେନାପତି ମଙ୍ଗଳ ୨୭ ଜୁନରେ ମେଷ ରାଶିରେ ଅବସ୍ଥାପିତ ହୋଇଛନ୍ତି । ମଙ୍ଗଳ ଏବେ ପୂରା ଦେଢ଼ ମାସ (୪୫) ଦିନ ଏହି ରାଶିରେ ରହିବେ । ୧୦ ଅଗଷ୍ଟରେ ମଙ୍ଗଳ ବୃଷ ରାଶିକୁ ଗୋଚର କରିବେ । ଯେହେତେୁ ମେଷ ରାଶିରେ…