ଟ୍ରମ୍ପଙ୍କ କାଉଣ୍ଟର ପଲିଟିକ୍ସ: ମସ୍କଙ୍କୁ ଟକ୍କର ଦେବେ ଫେସବୁକ ମାଲିକ ଜୁକରବର୍ଗ, ଟ୍ରମ୍ପ ଦେଲେ ବଡ଼ ସଙ୍କେତ

ୱାଶିଂଟନ: ଆମେରିକାର ରାଜନୀତିରେ ପ୍ରବେଶ କରିପାରନ୍ତି ଫେସବୁକ ମାଲିକ । ଟ୍ରମ୍ପ ଦେଲେ ବଡ଼ ସୂଚନା । ଶୁକ୍ରବାର ହ୍ୱାଇଟ୍ ହାଉସରେ ଟେକ୍ ଜାଏଣ୍ଟମାନଙ୍କ ଡିନର ପାର୍ଟିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ…

କେଉଁ ଗ୍ରହ ଜଣେ ବ୍ୟକ୍ତିକୁ କରେ ସଫଳ ଶିକ୍ଷକ ? ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ର କ’ଣ କହେ…

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କୁଣ୍ଡଳୀରେ ଉପସ୍ଥିତ ଗ୍ରହଗୁଡ଼ିକ କେବଳ ଆପଣଙ୍କ ସ୍ୱଭାବ ବିଷୟରେ ସୂଚନା ଦେଇନଥାଏ ବରଂ ଆପଣଙ୍କ କ୍ୟାରିଅର ବିଷୟରେ ଅନେକ ଗୁପ୍ତ କଥା ମଧ୍ୟ ପ୍ରକାଶ କରିଥାଏ। ସେହିପରି,…

ରାଜ୍ୟକୁ ନାହିଁ ବନ୍ୟା ବିପଦ, ଆଗାମୀ ୪ ଦିନ ରାଜ୍ୟରେ ନାହିଁ ବଡ଼ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୪ ଦିନ ବଡ଼ ବର୍ଷାର ସମ୍ଭାବନା ନାହିଁ । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ଏ ନେଇ ଦେଲେ ସୂଚନା । କାଲି ୧୫ ଜିଲ୍ଲାରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି ।…

ଭିଣୋଇକୁ କିଡନାପ କରୁଥିଲେ ଶଳା, ଅଧାବାଟରେ ଓଗାଳିଲା ପୋଲିସ୍‌, ଡିକିରୁ ହାତ-ଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର

ଉତ୍ତରପ୍ରଦେଶ: ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ତିନି ଜଣ ଭାଇ ତାଙ୍କ ଭିଣୋଇଙ୍କୁ ଫିଲ୍ମୀ ଷ୍ଟାଇଲରେ ଅପହରଣ କରିଥିଲେ। ସେମାନେ ଭିଣୋଇର ହାତ ଏବଂ ଗୋଡକୁ ରଶିରେ ବାନ୍ଧି ତାଙ୍କ ମୁହଁରେ…

ନିଜ ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି କି! ଦେଖନ୍ତୁ ବଲିଉଡର ଏହି ୫ଟି ଫଲ୍ମ

ମୁମ୍ବାଇ: ବଲିଉଡରେ ଏପରି ଅନେକ ଫିଲ୍ମ ନିର୍ମିତ ହୋଇଛି ଯାହା କେବଳ ଲୋକଙ୍କୁ ମନୋରଞ୍ଜନ କରିନାହିଁ ବରଂ ସେମାନଙ୍କ ଜୀବନକୁ ନୂଆ ଦିଶା ଦେଇଛି। ଆପଣ ଏହି ଫିଲ୍ମଗୁଡ଼ିକୁ ଆପଣଙ୍କ ଜୀବନରେ ଥରେ ଦେଖିବା ଉଚିତ। ଶିକ୍ଷକ…

ଏସିଆ କପ୍ ୨୦୨୫ ପୂର୍ବରୁ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ନୂଆ ଲୁକ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଆରମ୍ଭ ହେବାକୁ ଆଉ ବେଶୀ ଦିନ ବାକି ନାହିଁ। ଯେଉଁଥିରେ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ଏହାର ପ୍ରଥମ ମ୍ୟାଚ୍ ୧୦ ସେପ୍ଟେମ୍ବରରେ ଦୁବାଇ…

ବଦଳିଲା ପାଗ: ଭୁବନେଶ୍ବର ଏୟାରପୋର୍ଟରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ବିମାନ

ଭୁବନେଶ୍ବର: କୋଲକାତା ଅଭିମୁଖେ ଗଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିମାନ । ଭୁବନେଶ୍ବରରେ ପ୍ରବଳ ବର୍ଷା ଯୋଗୁଁ  ଅବତରଣ କରିପାରିଲାନି ବିମାନ। ଦିଲ୍ଲୀରୁ ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ । ପାଗ ଖରାପ…

କିଏ ହେବ ଟିମ୍ ଇଣ୍ଡିଆର ନୂଆ ସ୍ପନ୍ସର, ୪୦୦ କୋଟି ଇନକମ୍ ଆଶା ରଖିଛି BCCI

ନୂଆଦିଲ୍ଲୀ: ଡ୍ରିମ୧୧ ସହିତ ଚୁକ୍ତି ଶେଷ ହେବା ପରେ, ବିସିସିଆଇ ଭାରତୀୟ କ୍ରିକେଟ ଦଳର ଟାଇଟଲ୍ ପ୍ରାୟୋଜକ ଖୋଜୁଛି। ପୂର୍ବରୁ, ବୋର୍ଡ ଜର୍ସି ପ୍ରାୟୋଜନର ମୂଳ ମୂଲ୍ୟ ବୃଦ୍ଧି କରିଛି। ରିପୋର୍ଟ ଅନୁଯାୟୀ,…

ଦିଅର ହାତରେ ଭାଉଜ ଟାଟୁ, ସହିପାରିଲାନି ସ୍ୱାମୀ, କରିଦେଲା ଏମିତି କାଣ୍ଡ…

ମଧ୍ୟପ୍ରଦେଶ: ସ୍ୱାମୀ ଏବଂ ସ୍ତ୍ରୀଙ୍କ ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ। ଯାହା ଥରେ ଭାଙ୍ଗିଲେ ଆଉ ତାକୁ ଯୋଡ଼ିବା ବୋହୁତ କଷ୍ଟକର ହୋଇପଡେ। ତେଣୁ ଏହି ବିଶ୍ୱାସକୁ ସବୁବେଳେ ବଜାୟ ରଖିବା ଦମ୍ପତ୍ତିଙ୍କର ପ୍ରକୃତ…

ମୋଦିଙ୍କ ଟିମରେ ସବୁ କୋଟିପତି ମନ୍ତ୍ରୀ , ଭରତର ୪୭% ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚୀ

ନୂଆଦିଲ୍ଲୀ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ର ରିପୋର୍ଟ ଅନୁଯାୟୀ, ଦେଶର 643 ମନ୍ତ୍ରୀଙ୍କ ମଧ୍ୟରୁ 302 ଅର୍ଥାତ୍ ପ୍ରାୟ 47 ପ୍ରତିଶତ ମନ୍ତ୍ରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ହୋଇଛି,…