Breaking News ଏହି ମାସରେ ଝଡ଼ିଥାଏ ଅଧିକ କେଶ! ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ Sushreejyoti Routray Aug 3, 2022 ନୂଆଦିଲ୍ଲୀ: ସମଗ୍ର ଦେଶରେ ମୌସୁମୀ ଏଣ୍ଟ୍ରି ମାରିସାରିଛି । ଏହି ବର୍ଷା ପାଗରେ ଅନେକ ରୋଗର ଆଶଙ୍କା ଅଧିକ ବଢ଼ିଯାଇଛି । ଏହା ସହ ଆଉ ଏକ ସମସ୍ୟା ଅଧିକ ବଢ଼ିଯାଇଛି, ତାହା ହେଉଛି କେଶ ଝଡ଼ିବା । ଏହି ଋତୁରେ ଏପରି ସମସ୍ୟା…
Breaking News (Video) ପୁଣି ଦେଖିବାକୁ ମିଳିଛି ଅଜଣା ଜନ୍ତୁର ପାଦଚିହ୍ନ: ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ Sushreejyoti Routray Aug 3, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ନିଆଳିରେ ଅଜଣା ଜନ୍ତୁର ଆତଙ୍କ ପରେ ପୁଣି ସାମ୍ନାକୁ ଆସିଛି ଏପରି ଏକ ଭୟଙ୍କର ଘଟଣା । ଲୋକଙ୍କୁ ପୁଣି ଘାରିଛି ଅଜଣା ଜନ୍ତୁର ଆତଙ୍କ । ଗଡ଼ିଆ କୂଳରେ ପଡ଼ିଛି ଅଜଣା ଜନ୍ତୁର ପାଦଚିହ୍ନ ।…
Breaking News ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ସହର: ଜାଣନ୍ତୁ କାହିଁକି Sushreejyoti Routray Aug 3, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ଖଡ଼ିଆଳ ବନ୍ଦ ଡାକରା ଦିଆଯାଇଛି । ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଦାବି କରି ବନ୍ଦ ଡାକରା ଦିଆଯାଉଛି । ବନ୍ଦ ଡାକରା ଯୋଗୁଁ ସହରର…
Breaking News ମିଳିତ ଜାତିସଂଘରେ ଭାରତର ପ୍ରଥମ ମହିଳା Abinash Kumar Dhal Aug 3, 2022 ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତର ନୂତନ ସ୍ଥାୟୀ ପ୍ରତିନିଧୀ ଭାବେ ଦାଇତ୍ୱ ଗ୍ରହଣ କରିବା ପରେ ବରିଷ୍ଠ କୂଟନୀତିଜ୍ଞ ରୁଚିରା କାମ୍ବୋଜ ଜାତିସଂଘର ମହାସଚିବ ଜେନେରାଲ ଆଣ୍ଟୋନିଓ ଗୁଟେରେସଙ୍କ ନିକଟରେ ନିଜର କାଗଜ…
Featured କରୋନା ଭାଇରସ କାରଣରୁ ବଢୁଛି ବ୍ରେନ୍ ଷ୍ଟ୍ରୋକ୍ ଭଳି ସମସ୍ୟା, ବୟସ୍କଙ୍କ ପ୍ରତି ରହିଛି ଅଧିକ ବିପଦ Odisha Bhaskar Bureau Aug 3, 2022 ନୂଆଦିଲ୍ଲୀ: କରୋନା ମହାମାରୀ ପରେ ପରେ ଲୋକମାନଙ୍କ ମଧ୍ୟରେ ଅନେକ ପ୍ରକାର ନ୍ୟିରୋଲୋଜିକାଲ ସମସ୍ୟା ଦେଖାଦେଉଛି। ଏହାରି ମଧ୍ୟରେ ଏବେ ବି ଅନେକ ଦେଶରେ କରୋନା ମାମଲା ବଢୁଥିବା ଖବର ଆସୁଛି। ଅଧ୍ୟୟନରୁ ଜଣାପଡିଛି ଯେ,…
Breaking News ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା Abinash Kumar Dhal Aug 3, 2022 ଭୁବନେଶ୍ୱର: ରାଜ୍ୟରେ ମୁଣ୍ଡ ଟେକୁଛି କରୋନା। ଦିନ କୁ ଦିନ ବଢିବାର ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…
Breaking News ଶ୍ରୀମନ୍ଦିରରୁ ପଥର ଖସିବା ମାମଲା: ଜିଲ୍ଲାପାଳ କହିଲେ ଘଟଣାର ସତ Sushreejyoti Routray Aug 3, 2022 ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଗର୍ଭଗୃହରେ ପଥର ଖସିବା ଘଟଣା ଏବେ ଚର୍ଚ୍ଚା ବିଷୟ ପାଲଟିଛି । ଗର୍ଭଗୃହ ରତ୍ନ ସିଂହାସନ ପାଖରେ ଏକ ପଥର ଖଣ୍ଡ ଖସିପଡ଼ିଥିବା ସୂଚନା ମିଳିଛି । ଏହା ପଥର କି ଚୂନ ବୋଲି ଚର୍ଚ୍ଚା…
Top Stories ଶାହାଙ୍କ ବେଙ୍ଗାଲୁରୁ ଗସ୍ତ Abinash Kumar Dhal Aug 3, 2022 ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବେଙ୍ଗାଲୁରୁ ଗସ୍ତ। ଏହି ଗସ୍ତରେ ସେ ସିଆଇଆଇ ତଥା କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ର 'ସଂକଳ୍ପ ସେ ସିଦ୍ଧି' ସମ୍ମିଳନୀରେ ଭାଗ ନେବେ।ଏହି ଯାତ୍ରା…
Breaking News ୫ ଓ ୬ ତାରିଖ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷ ସମ୍ଭାବନା Odisha Bhaskar Bureau Aug 3, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ବଳ ମୌସୁମୀ ପାଇଁ ରାଜ୍ୟରେ ଜାରି ରହିଛି ତାତି । ଆସନ୍ତା ୩ ଦିନ ତାତିରୁ ନାହିଁ ନିସ୍ତାର। ଆସନ୍ତା ୫ ଓ ୬ ତାରିଖ ଦୁଇ ଦିନ ରାଜ୍ୟରେ ଅଧିକ ବର୍ଷା ହେବ। ୫ ଜିଲ୍ଲାରେ ପ୍ରବଳରୁ ଅତି…
Breaking News ଟେକ୍ ହୋମ୍ ଦରମାରେ କେତେ ମିଳିବ ଲୋନ୍? କେତେ ପଡ଼ିବ EMI, ଜାଣନ୍ତୁ RBIର ଗାଇଡଲାଇନ୍ Sushreejyoti Routray Aug 3, 2022 ନୂଆଦିଲ୍ଲୀ: କୌଣସି ବଡ଼ ଆର୍ଥିକ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମକୁ ଲୋନର ଆବଶ୍ୟକତା ପଡ଼ିଥାଏ । ଚାକିରିଆଙ୍କୁ ଅତି ସହଜରେ ଲୋନ୍ ମିଳିଯାଏ । କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କ ଦରମାରେ କେତେ ଲୋନ୍ ମିଳିପାରିବ ଓ…