ଅମିତ ଶାହାଙ୍କ କଟକ ଗସ୍ତ ପୁର୍ବରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ଙ୍କ ଘରେ ରାଜ୍ୟପାଳ
କଟକ: କଂଗ୍ରେସ ବିଧାୟକଙ୍କ ମହମ୍ମଦ ମୋକିମ୍ଙ୍କ ଘରେ ରାଜ୍ୟପାଳ ଗଣେଶି ଲାଲ। ଗତକାଲି ରାଜ୍ୟପାଳ ମୋକିମଙ୍କ ଘରକୁ ଯାଇ ତାଙ୍କ ପରିବାର ସହ ପ୍ରାୟ ୪୫ ମିନିଟ୍ ସମୟ ବିତାଇଛନ୍ତି। ରାଜ୍ୟପାଳଙ୍କ ଗସ୍ତ ସମ୍ପୁଣ୍ଣ ଘରୋଇ…