ମନିଟରିଂ ତାଲିକାର ୫ମ ସ୍ଥାନରେ ଇଣ୍ଡିଆ, ଚୀନ୍ ଅପେକ୍ଷା ଭାରତ ଉପରେ ଅଧିକ ନଜର ରଖିଛି ଆମେରିକା
ନୂଆଦିଲ୍ଲୀ : ଭାରତର ଗୁପ୍ତଚର ଏଜେନ୍ସି (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ) ମରିସସକୁ ଯାଇ ଲୋକଙ୍କ ଇଣ୍ଟରନେଟ୍ ଆକାଉଣ୍ଟକୁ ଅନୁଧ୍ୟାନ କରି ବିବାଦରେ ଛନ୍ଦି ହୋଇପଡିଛି । ସେହିପରି ଦେଶରେ ଲୋକଙ୍କ ଇଣ୍ଟରନେଟ୍…