ଭାରତର ଏହି ସ୍ଥାନରୁ ମଙ୍କିପକ୍ସର ଆଉ ଜଣେ ସନ୍ଦିଗ୍ଧ ରୋଗୀ ଚିହ୍ନଟ: ଜ୍ୱର ସହ ଶରୀରରେ ରହିଛି ଫୋଟକା
ନୂଆଦିଲ୍ଲୀ: କରୋନା ପରେ ଏବେ ମଙ୍କିପକ୍ସ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହାରି ମଧ୍ୟରେ ଦିଲ୍ଲୀର ଲୋକନାୟକ ମେଡିକାଲରେ ମଙ୍ଗଳବାର ଦିନ ମଙ୍କିପକ୍ସର ଲକ୍ଷଣ ଥିବା ଆଉ ଜଣେ ରୋଗୀଙ୍କୁ ଭର୍ତ୍ତି କରାଯାଇଛି । ଏହି ରୋଗୀ…