ଭଙ୍ଗା ଦଦରା ଘରେ ରହେ ରହୁଛନ୍ତି ‘କ୍ୟାସ୍ କୁଇନ’ଙ୍କ ମାଆ, ଜାଣିନଥିଲେ ଅର୍ପିତା ପାଖରେ ଅଛି ଏତେ ଟଙ୍କା
କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଉପରେ ଇଡିର କାର୍ୟ୍ୟାନୁଷ୍ଠାନ ଜାରି ରହିଛି। ଅର୍ପିତାଙ୍କ ବାସଭବନରୁ ଇଡି ୫୦…