ଭିଜିଲାନ୍ସ ଜାଲରେ ସୁପରଭାଇଜର: ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଟିମ୍

ପୁରୀ(ଓଡ଼ିଶା ଭାସ୍କର): ଦିନକୁ ଦିନ ଦୁର୍ନତିଖୋର ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଖଦି ଗ୍ରାମୋଦ୍ୟୋଗ…

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ପ୍ରଦୀପ ପାଣିଗ୍ରାହୀ: ମୋଦୀଙ୍କୁ ପ୍ରଶଂସା କରି କହିଲେ ଏପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ଏବେଠୁ ଜୋର ଧରିଛି ରାଜନୀତି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିବାକୁ ବିଜେଡ଼ି ହଁ କହିଥିବା ବେଳେ…

ବିଜେବି କଲେଜରେ ପୁଣି ରାଗିଂ: ଥମିବାର ନାଁ ନେଉନି ବିବାଦ

ଭୁବନେଶ୍ୱର: ରୁଚିକା ଆତ୍ମହତ୍ୟା ମାମଲାର ଗୁମର ଫିଟି ନଥିବା ବେଳେ ରାଗିଂର ଆସିଛି ଆଉ ଏକ ଅଭିଯୋଗ । ଯୁକ୍ତ ୨ଦ୍ୱିତୀୟ ବର୍ଷର ବାଣିଜ୍ୟ ବିଭାଗର ଜଣେ ଛାତ୍ର ଏପରି ଅଭିଯୋଗ ଆଣିଛନ୍ତି । ଛାତ୍ରଙ୍କ ଅଭିଯୋଗ ଅନୁସାରେ…

ଉଦ୍ଧବ ଠାକରେଙ୍କୁ ବଡ ଝଟକା, ସିନ୍ଦେ ଗୋଷ୍ଠୀରେ ସାମିଲ୍ ହେଲେ ଥାନେ ନଗର ନିଗମର ୬୭ରୁ ୬୬ କର୍ପୋରେଟର

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତା ହରାଇବା ପରେ ଏବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା ଲାଗିଛି। ଥାନେ ନଗର ନିଗମ ବି ଶିବସେନା ହାତରୁ ଖସି ଯାଇଛି। ଏଠାରେ ଶିବସେନାର ୬୭ ଜଣଙ୍କ ମଧ୍ୟରୁ ୬୬ କର୍ପୋରେଟର…

କଟକ MS ଆଇନ ବିଶ୍ୱବିଦ୍ୟାଳୟରେ ପଶିଲା କରୋନା: ଏକାଧିକ ଶିକ୍ଷକ କରୋନା ପଜିଟିଭ

କଟକ: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉଗ୍ର ରୂପ ନେଉଛି । ଏବେ ରାଜ୍ୟର ଦୈନିକ ସଂକ୍ରମଣ ୪୦୦ ଟ୍ରେଣ୍ଡିଙ୍ଗରେ ରହିଥିବା ଦେଖାଯାଉଛି । ଲଗାତାର ଦୁଇ ଦିନ ହେଲା କରୋନା ସଂକ୍ରମଣ ୪୦୦ ଉପରେ ରହିଛି । ଆଜି ରାଜ୍ୟରେ…

ବଢିଲା ସୁନା ରେଟ, ପୁଣି ୫୭ ହଜାର ପାର କଲା ରୂପା: ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: ଦୁଇଦିନ ପାଇଁ ସୁନା ଦର କମିବା ପରେ ଆଜି ଏହି ରେଟରେ ବୃଦ୍ଧି ଘଟିଛି । ଗ୍ଲୋବାଲ ମାର୍କେଟରେ ଦରବୃଦ୍ଧି ପରେ ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳିଛି । ଫଳରେ ସୁନା ଏବଂ ରୂପାର ଦାମ ପୁଣି…

ଶ୍ରେଣୀଗୃହରେ ୫ ବର୍ଷର ଛାତ୍ରକୁ ଅତି ନିର୍ମମ ଭାବେ ପିଟିଲେ ଶିକ୍ଷକ: Video ହେଲା ଭାଇରାଲ

ପାଟନା: ଶିକ୍ଷକଙ୍କୁ ଭଗବାନଙ୍କ ସ୍ଥାନରେ ରଖାଯାଇଛି । ମାତା,ପିତାଙ୍କ ପରେ ଗୁରୁଙ୍କ ଉପରେ ଅଧିକ ବିଶ୍ୱାସ କରାଯାଏ । କିନ୍ତୁ ପାଟନାର ଜଣେ ଶିକ୍ଷକ ଠିକ୍ ଭୁଲ ଭିତରେ ଅନ୍ତର ଶିଖାଇବା ବ୍ୟତୀତ ନିଜେ ଭୁଲ କରି ବସିଛନ୍ତି…

ଭାରତରେ ଠାବ ହେଲା କରୋନାର ନୂଆ ସବ୍-ଭାରିଆଣ୍ଟ: WHO

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପୁଣି ବ୍ୟାପିବାରେ ଲାଗିଥିବା ବେଳେ ଆସିଛି ବଡ଼ ଖବର । ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ ଦେଶରୁ ଠାବ ହୋଇଛି । ଭାରତ ସହ ୧୦ଟି ଦେଶରେ ଏହି ନୂଆ ଭାରିଆଣ୍ଟ ଠାବ ହୋଇଥିବା ଡବ୍ଲୁଏଚଓ ବା…

କମିବ ଖାଦ୍ୟ ତୈଳ ଦର, ସାରା ଦେଶରେ ରହିବ ସମାନ ମୂଲ୍ୟ: ଜାଣନ୍ତୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଖାଦ୍ୟତୈଳ ଦରକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ତେଣୁ ଏହି ଦରକୁ ହ୍ରାସ କରିବା ସରକାରଙ୍କ ପକ୍ଷରୁ ପାଇଁ ଲଗାତାର ପ୍ରୟାସ ଜାରି ରହିଛି । ଗତ ମାସରେ ଲିଟର ପିଛା ୧୦-୧୫ ଟଙ୍କା ହ୍ରାସ କରାଯାଇଥିବା…

ବାହୁଡ଼ା ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଛି ପୋଡ଼ପିଠା: ଶରଧାରେ ପରସି ଦେବେ ଗୁଣ୍ଡିଚା ରାଣୀ

ଓଡ଼ିଶା ଭାସ୍କର: ବାହୁଡ଼ା ଯାତ୍ରା ପାଇଁ ମାଉସୀ ମା’ ପ୍ରସ୍ତୁତ କରୁଛନ୍ତି ପୋଡ଼ ପିଠା । ଶ୍ରୀଜିଉଙ୍କ ନିକଟରେ ଲାଗି ହେବ ଏହି ପୋଡ଼ପିଠା । ଶ୍ରୀମନ୍ଦିର ଫେରିବା ସମୟରେ ମହାପ୍ରଭୁଙ୍କ ନିକଟରେ ଏହି ପୋଡ଼ପିଠା ତିନୋଟି…