ଭାଙ୍ଗିବ କି ଜାଡେଜା-ଚେନ୍ନାଇ ସମ୍ପର୍କ? ଧୋନୀଙ୍କୁ ବାର୍ଥଡେ ୱିସ ବି କଲେନି JADDU
ନୂଆଦିଲ୍ଲୀ: ଆଇପିଏଲ ସରିବାର ପ୍ରାୟ ଦେଢ ମାସ ବିତିଗଲାଣି । କିନ୍ତୁ ଏବେ ବି ଟୁର୍ଣ୍ଣାମଣ୍ଟେକୁ ନେଇ ଲାଗି ରହିଛି ବିବାଦ । ଲୋକପ୍ରିୟ ଦଳ ଚେନ୍ନାଇ ସୁପର କିଙ୍ଗସକୁ ନେଇ ଲାଗି ରହିଛି ଆଲୋଚନା, ପର୍ଯ୍ୟାଲୋଚନା ଏବଂ…