CHARIDHAM

ଓଡ଼ିଶାରେ ହୁ ହୁ ହୋଇ ବଢ଼ୁଛି କରୋନା: ୨୪ ଘଣ୍ଟାରେ ୧୬୧ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ବଢ଼ିବାରେ ଲାଗିଛି । ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ଶହେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ମହାରାଷ୍ଟ୍ର ସଙ୍କଟ: କାଲି ହେବ ଫ୍ଲୋର ଟେଷ୍ଟ, ଏଣ୍ଟ୍ରି ମାରିପାରେ ବିଜେପି

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟରେ ଏଣ୍ଟ୍ରି ମାରିପାରେ ବିଜେପି । ରାଜ୍ୟପାଳ ଭଗତ ସିଂହ କୋଶିଆରଙ୍କ ସାମ୍ନାରେ ଫ୍ଲୋର ଟେଷ୍ଟ ଦାବି କରିଛି ଦଳ । ଏହା ବ୍ୟତୀତ ଆସନ୍ତା ଗୁରୁବାର ବିଧାନସଭାରେ…

ଝିଅର ଚରିତ୍ର ଉପରେ ସନ୍ଦେହ କରି ତଣ୍ଟି ଚିପିଦେଲା ମା’

ବାଲେଶ୍ୱର(ଓଡ଼ିଶା ଭାସ୍କର): ନିଜ ଝିଅକୁ ପିଟି ପିଟି ମାରିଦେଲା ପିଶାଚ ମାଁ। ଯେଉଁ ହାତରେ ଝିଅକୁ ବଡ଼ କଲା ସେହି ହାତରେ ଝିଅର ଜୀବନ ନେଇଗଲା। ଦ୍ୱିତୀୟ ବିବାହ ପରେ ସ୍ୱାମୀ ସହ ମିଶି ଝିଅକୁ ମାରିଦେଲା ସ୍ତ୍ରୀ। ଝିଅକୁ…

(Video) ସ୍ମାର୍ଟ କ୍ଲାସରେ ବାଜିଲା ‘ଅଶ୍ଲୀଳ’ ଭୋଜପୁରୀ ଗୀତ: ମଜାରେ ବସି ଦେଖିଲେ ଶିକ୍ଷକ ଓ ଛାତ୍ର

ପାଟନା: ବିହାରର ଶିକ୍ଷା ବ୍ୟବସ୍ଥା କେତେ ଯେ ଖରାପ ହୋଇଛି, ତାହା ତ ସମସ୍ତେ ଜାଣିଛନ୍ତି । ଅନେକ ସ୍କୁଲରେ ପାଠପଢ଼ା ନାଁରେ ଛୁଆଙ୍କ ଭବିଷ୍ୟତ ସହ ଖେଳାଯାଉଛି । ଏବେ ତ ପ୍ରାୟ ସମସ୍ତ ସ୍କୁଲରେ ‘ସ୍ମାର୍ଟ କ୍ଲାସ୍’ର…

ଆଜି ସର୍ବଦଳୀୟ ବୈଠକ, ୨ରୁ ଆରମ୍ଭ ମୌସୁମୀ ଅଧିବେଶନ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ୨ରୁ ଆରମ୍ଭ ମୌସୁମୀ ଅଧିବେଶନ। ଅଗଷ୍ଟ ୪ ପର୍ଯ୍ୟନ୍ତ ଅଧବେଶନ ଚାଲିବ ବୋଲି ସରକାରଙ୍କ ପକ୍ଷରୁ ସ୍ଥିର ହୋଇଛି। ତେବେ ମାସାଧିକ କାଳ ଚାଲିବାକୁ ଥିବା ଅଧିବେଶନ ସମୟ କିଭଳି…

ହକି ଅଲିମ୍ପିଆନ ବରିନ୍ଦର ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ହକି ଅଲିମ୍ପିଆନ ତଥା ବିଶ୍ୱକପ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ବରିନ୍ଦର ସିଂଙ୍କର ମଙ୍ଗଳବାର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇ ଥିଲା । ୧୯୭୦ ଦଶକରେ…

(Video) ଉଦୟପୁର ହତ୍ୟାକାଣ୍ଡରେ ୨ ଅଭିଯୁକ୍ତ ଗିରଫ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଦେଇଥିଲେ ହତ୍ୟା ଧମକ

ନୂଆଦିଲ୍ଲୀ: ବିଜେପିରୁ ବହିଷ୍କାର ହୋଇଥିବା ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କୁ ମିଳିଛି ଅନେକ ଲୋକଙ୍କ ସମର୍ଥନ । କିନ୍ତୁ ରାଜସ୍ଥାନର ଉଦୟପୁରରେ ଜଣେ ବ୍ୟକ୍ତିଙ୍କୁ ଏହି ମାମଲାରେ ହତ୍ୟା କରାଯାଇଥିଲା । ମୃତକଙ୍କ ୮…

ଦୀପକ ହୁଡା, ଉମ୍ରାନ୍ ମଲ୍ଲିକ ଆଣିଦେଲେ ରୋମାଞ୍ଚକର ବିଜୟ, ଦ୍ୱିତୀୟ ମ୍ୟାଚ୍‌ରେ ଆୟରଲାଣ୍ଡକୁ ୪ରନ୍‌ରେ ହରାଇଲା ଭାରତ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଆୟରଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ। ଜାମ୍ମୁ ଏକ୍ସପ୍ରେସ୍ ଉମ୍ରନ୍ ମଲ୍ଲିକଙ୍କ ଶେଷ ଓଭରରେ ଜବରଦସ୍ତ ବୋଲିଂ ବଳରେ ଭାରତ ଆୟରଲାଣ୍ଡକୁ ୪…

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର! ଆଜିଠୁ ରେଲୱେ ଦେଉଛି ଏହି ସୁବିଧା

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର ଆଣି ଦେଇଛି ଭାରତୀୟ ରେଲୱେ । ଆଜି ଅର୍ଥାତ୍ ୨୯ ଜୁନରୁ ସମସ୍ତ ଟ୍ରେନରେ ସାଧାରଣ ଶ୍ରେଣୀ ଟିକେଟ୍ ଉପଲବ୍ଧ ହେବ । ଏହି ସୁବିଧା ସହିତ ଯାତ୍ରୀମାନେ ବିନା…

ବିଳମ୍ବିତ ରାତିରେ ଭୁଶୁଡ଼ି ୪ ମହଲା କୋଠା : ୧୯ ମୃତ, ୨୦ରୁ ଅଧିକ ଚାପି ହୋଇ ରହିଥିବା ଆଶଙ୍କା

ମୁମ୍ବାଇ : ବିଳମ୍ବିତ ରାତ୍ରିରେ ମୁମ୍ବାଇର କୁର୍ଲା ନାଏକ ନଗରରେ ଥିବା ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୧୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଭୁଶୁଡ଼ି ପଡ଼ିଥିବା କୋଠାତଳେ…