CHARIDHAM

ଆଜି ନବଯୌବନ ଦର୍ଶନ ଦେବେ ଶ୍ରୀଜୀଉ, ମହାପ୍ରଭୁଙ୍କ ଦେଖିବା ପାଇଁ ଭକ୍ତଙ୍କ ମନରେ ଉତ୍ସାହ : ସକାଳ ୮ଟାରୁ ୯ଟା ଯାଏ ପରମାଣିକ ଦର୍ଶନ

ପୁରୀ, (ଭାସ୍କର ନ୍ୟୁଜ୍‌) : ଆଉ ମାତ୍ର  ଗୋଟିଏ ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱ ନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିନେଇ ପ୍ରସ୍ତୁତି ପର୍ବ ଜୋର୍ ଧରିଥିବା ବେଳେ ଆଜି …

ରାଜ୍ୟରେ ମୌସୁମୀ ବାୟୁ ପ୍ରଭାବ ସ୍ଥିର, ନିରାଶ ଚାଷୀ: ୩୦ ଯାଏଁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ପହିଲାରୁ ବଢ଼ିବପାରେ ବର୍ଷା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁଥିଲେ ମଧ୍ୟ ଏହା ଏବେ ସକ୍ରିୟ ନ ହୋଇ ସ୍ଥିର ରହିଛି । ଫଳରେ ଯେଉଁ ଧରଣର ବର୍ଷା ହେବା କଥା ତାହା ହେଉନଥିବାରୁ ଚାଷୀମାନଙ୍କ ମନରେ…

ଆମେରିକା: ଟ୍ରକ୍ ଭିତରୁ ଉଦ୍ଧାର ହେଲା ୪୬ ପ୍ରବାସୀଙ୍କ ମୃତଦେହ

ଟେକ୍ସାସର ସାନ ଆଣ୍ଟୋନିଓରେ ସୋମବାର ଟ୍ରାକ୍ଟର-ଟ୍ରେଲର ଭିତରେ ୪୬ ଜଣ ପ୍ରବାସୀଙ୍କର ମୃତଦେହ ମିଳିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଏନେଇ ସହରର ଅଗ୍ନିଶମ ବିଭାଗ କହିଛି ଯେ ଆମେରିକା-ମେକ୍ସିକୋ…

ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦: ୫୫ ବଲରେ ଶତକ ମାରିଲେ ଦୀପକ, ରୋହିତ-ରାହୁଲଙ୍କ କ୍ଲବରେ ହେଲେ ସାମିଲ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଆଜିର ଦିନଟି ଶାନଦାର ସାବ୍ୟସ୍ତ ହୋଇଛି । ଭାରତୀୟ ବ୍ୟାଟ୍ସମ୍ୟାନ ଦୀପକ ହୁଦା ଆୟରଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟି-୨୦ରେ କମାଲ କରିଛନ୍ତି । ସେ ମାତ୍ର ୫୫ଟି ବଲରେ ଶତକ…

୭ ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭୋଭାକ୍ସ ଟିକା, ମିଳିଲା ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ: ଏଣିକି ୭ ରୁ ୧୨ ବର୍ଷରୁ ପିଲାଙ୍କୁ ଦିଆଯିବ କରୋନା ଟିକା । ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ୭ ରୁ ୧୨ ବର୍ଷ ବୟସର ପିଲାମାନଙ୍କ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର…

ମହାରାଷ୍ଟ୍ର ରାଜନୀତି: ରାଜ୍ୟପାଳଙ୍କୁ ଭେଟିଲେ ଫଡନବିସ୍, ଫ୍ଲୋର ଟେଷ୍ଟ ପାଇଁ ଦାବିକଲା BJP

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଅବସରରେ ବିଜେପି…

ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ୨୫ ଲକ୍ଷ ସହାୟତା ପ୍ରଦାନ କଲେ ଅମୀର ଖାନ୍, ଧନ୍ୟବାଦ ଦେଲେ ଅସମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ଅମିର ଖାନ୍ ନିକଟରେ ଅସମ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍ କୁ ସହାୟତା କରିଛନ୍ତି । ବର୍ତ୍ତମାନ ଅସମରେ ବର୍ଷର ସବୁଠୁ ବଡ଼ ବନ୍ୟାର ଶିକାର ହୋଇଛି । ବନ୍ୟାଯୋଗୁଁ ୨୧ ଲକ୍ଷରୁ ଅଧିକ ଲୋକ…

ବିରଳ ମନ୍ଦିରର ବିରଳ ପୂଜା : ମନ୍ଦିରରେ ପୂଜା ପାଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ

ମନ୍ଦିରରେ ସାଧାରଣତଃ ଦେବାଦେବୀମାନଙ୍କର ପୂଜା କରାଯାଇଥାଏ । କିନ୍ତୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ମନ୍ଦିରରେ ପୂଜା କରା ଯାଉଥିବା କଥା ଶୁଣିଲେ ହୁଏତ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ବାପୁଙ୍କୁ ସମ୍ମାନ ଦେବା…

ବକ୍ରଦେଉଳ ବିମଳେଶ୍ୱର: ଜାଣନ୍ତୁ କିପରି ବକ୍ର ହେଲା ମନ୍ଦିର

ଓଡ଼ିଶା ଭାସ୍କର: ରହସ୍ୟରେ ଭରା ଓଡ଼ିଶାର ଅନେକ ମନ୍ଦିର । ମନ୍ଦିର ଯେତେ ସୁନ୍ଦର ତାର ରହସ୍ୟ ମଧ୍ୟ ସେତେ ଗଭୀର । ସେହିପରି ରହସ୍ୟମୟୀ ମନ୍ଦିର ମଧ୍ୟରୁ ବକ୍ର ଦେଉଳ ଭାବେ ପରିଚିତ ବିମଳେଶ୍ୱର ମନ୍ଦିର ଅନ୍ୟତମ । ଏହି…

ମାଗଣାରେ ମିଳିବ VIP ନମ୍ବର , ଏହି ଟେଲିକମ୍ କମ୍ପାନୀ ଦେଉଛି ଅଫର୍

ଅନେକ ଲୋକ ଭିଆଇପି ନମ୍ବର ବ୍ୟବହାର କରିବାକୁ ଚାହିଥାନ୍ତି । ଭିଆଇପି ନମ୍ବର ବା ଫ୍ୟାନ୍ସୀ ନମ୍ବର ଏଭଳି ନମ୍ବର ହୋଇଥାଏ ଯାହାକୁ ଅତି ସହଜରେ ମନେ ରଖିହୁଏ । ଏଭଳି ନମ୍ବର ସହଜରେ ମାର୍କେଟରେ ଉପଲବ୍ଧ ନଥାଏ । ଏଥିପାଇଁ…