ୟୁକ୍ରେନରେ ଫସି ରହିଛନ୍ତି ୨୦ ହଜାର ଭାରତୀୟ: ବିମାନ ଭଡା ହେଲା ଦୁଇ ଗୁଣ, ଆଡଭାଇଜରୀ ଜାରି କଲା ବୈଦେଶିକ ମନ୍ତ୍ରାଳୟ
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସଙ୍କଟ ବଢିବାରେ ଲାଗିଛି । ପ୍ରତ୍ୟେକ ବିଦେଶୀ ରାଷ୍ଟ୍ର ନିଜର ନାଗରିକ ମାନଙ୍କୁ ଫେରାଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରି ସାରିଲେଣି । ୟୁକ୍ରେନରେ ଫସି ରହିଥିବା…