ପୁଣି ଚିନ୍ତା ବଢ଼ାଇଲା ଚୀନ: ଉହାନରୁ ଚିହ୍ନଟ ହେଲେ ସର୍ବାଧିକ କୋଭିଡ୍ ସଂକ୍ରମିତ

ନୂଆଦିଲ୍ଲୀ: ଗୋଟିଏ ପଟେ ରୁଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଏହି ସମୟରେ ଚୀନରୁ ଆସିଛି ଏକ ଚିନ୍ତାଜନକ ଖବର । ପୂର୍ବରୁ କୋଭିଡର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନର ଉହାନ ଏବେ ପୁଣି ଚର୍ଚ୍ଚାରେ ।…

ଅନ୍ତର୍ଜାତୀୟ ମହିଳା ଦିବସ: ବିବାହର ପ୍ରଥମ ଦିନରେ ମହିଳା ମାନେ ଆଦୌ କରନ୍ତୁ ନାହିଁ ଏହି ୫ଟି ଭୂଲ୍, ନଚେତ୍ ପରେ କରିବେ ପଶ୍ଚାତାପ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ ତାରିଖରେ ବିଶ୍ୱବ୍ୟାପୀ ପାଳନ କରାଯାଉଛି । ଅନ୍ତର୍ଜାତୀୟ ମହିଳା ଦିବସ ମୂଳଦୁଆ ପଡିଥିଲା ଏକ ଶ୍ରମ ଆନ୍ଦୋଳନରୁ। ୧୯୦୮ରେ ନିଜ ଅଧିକାର ପାଇଁ ନ୍ୟୁୟର୍କର…

ଭାରତ-ଶ୍ରୀଲଙ୍କା ଅନ୍ତିମ ଟେଷ୍ଟ: କୁଳଦୀପଙ୍କ ସ୍ଥାନରେ ଅକ୍ଷର ପଟେଲ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଚଳିତ ମାର୍ଚ୍ଚ ମାସ ୧୨ରୁ ବାଙ୍ଗାଲୋରରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ କ୍ରିକେଟ ମ୍ୟାଚ ପାଇଁ ରିଷ୍ଟ ସ୍ପିନର କୁଳଦୀପ ଯାଦବଙ୍କ ସ୍ଥାନରେ ଅନ୍ୟତମ ସ୍ପିନର…

ଯୁଦ୍ଧରେ ରୁଷିଆର ମେଜର ଜେନେରାଲ ମୃତ, ଦାବି କଲା ୟୁକ୍ରେନ୍

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଛି । ଇତିମଧ୍ୟରେ ଦୁଇ ଦେଶର ଅନେକ ଧନଜୀବନ ନଷ୍ଟ ହୋଇଛି । ତେବେ ଏହି ଯୁଦ୍ଧରେ ରୁଷିଆର ମେଜର ଜେନେରାଲ ଭିଟାଲି ଗେରାସିମୋଭ…

ୟୁକ୍ରେନ-ଋଷ ଯୁଦ୍ଧ ବିବାଦ : ପୁତିନ୍‌ଙ୍କ ଠାରୁ ସବୁ ପଦବୀ ହଟାଇ ନେଲା ଆଇଜେଏଫ

ବୁଦାପେଷ୍ଟ(ହଙ୍ଗେରୀ): ୟୁକ୍ରେନ ଉପରେ ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁତିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ଘୋର ବିରୋଧ ଓ ନିନ୍ଦା କରିଛି ଅନ୍ତର୍ଜାତୀୟ ଜାଡୋ ଫେଡେରେସନ( ଆଇଜେଏଫ) । ରାଷ୍ଟ୍ରପତି ପୁତିନଙ୍କର ଏତାଦୃଶ…

420- ଡ୍ରାଇଭର: ମାଲିକାଣୀଙ୍କ ଅଜାଣତରେ ଚଳୁ କରିଦେଲା ୧୦ ଲକ୍ଷ ଟଙ୍କା, ସ୍ତ୍ରୀ ଓ ମା’ଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲା ଟଙ୍କା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ମାଲିକାଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଗାଏବ କରିବା ଅଭିଯୋଗରେ କମିଶନରେଟ୍‌ ପୋଲିସ୍‌ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାଁ ମନୋଜ ମାହାନା…

ବସ୍ତିବାସିନ୍ଦାଙ୍କୁ ଥଇଥାନ ପାଇଁ ବେଆଇନ ଅର୍ଥ ଆଦାୟ କରିଥିଲେ ପୂର୍ବତନ କର୍ପୋରେଟର୍‌ଙ୍କ ସ୍ୱାମୀ : ଅର୍ଥ ଫେରସ୍ତ ପାଇଁ ହାଇକୋର୍ଟରେ ୩୫…

କଟକ, (ଭାସ୍କର ନ୍ୟୁଜ୍‌): ଇଣ୍ଟିଗ୍ରେଟେଡ୍‌ ହାଉସିଂ ଏଣ୍ଡ୍‌ ସ୍ଲମ୍‌ ଡେଭେଲର୍ପସ୍‌ (ଆଇଏଚ୍‌ଏସ୍‌ପି) ଯୋଜନାରେ ବସ୍ତି ବାସିନ୍ଦାଙ୍କୁ ଘର ଦେବା ଆଳରେ ବେଆଇନ ଭାବେ ଆଦାୟ କରାଯାଇଥିବା ଅର୍ଥ ଫେରସ୍ତ ପାଇଁ ହାଇକୋର୍ଟରେ…

(Video)ତେଲ ଦରରେ ଲାଗୁନି ଲଗାମ୍, ସପ୍ତାହକ ମଧ୍ୟରେ ୧୫୫ରୁ ବଢ଼ି ୧୭୫ ହେଲାଣି ଖାଇବା ତେଲର ଦର

ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ିଚାଲିଛି ଖାଇବା ତେଲର ଦର । ଏହାକୁ ଖାଉଟିଙ୍କ ମହଲରେ ଚିନ୍ତାର କାରଣ ପାଲଟିଛି । ଏକ ସପ୍ତାହ ମଧ୍ୟରେ ୧୫୫ରୁ ବୃଦ୍ଧି ପାଇ ୧୭୫ ଟଙ୍କାରେ ପହଞ୍ଚିଲାଣି । ଆଉ ଏହି ପ୍ରଭାବ ଉପୁଜିଛି ୟୁକ୍ରେନ…

ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ନାରୀଙ୍କ ପାଇଁ ଦିନଟିଏ

ନୂଆଦିଲ୍ଳୀ; ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ…

ରାଶିଫଳ(ମଙ୍ଗଳବାର,୦୮ ମାର୍ଚ୍ଚ,୨୦୨୨)

ମେଷ - ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ବୃଦ୍ଧି ହେବ, ବ୍ୟବସାୟରେ ଲାଭ ବୃଦ୍ଧି ହେବ, ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ଷୃଷ୍ଟି ହେବ, ଅତିପରିଚିତ ବା ନିଜ ଲୋକଠାରୁ ଧୋକା…