ରୁଷ-ୟୁକ୍ରେନ ଲଢେଇ: ବ୍ୟାରେଲ୍ ପିଛା ୧୧୦ ଡଲାରରେ ପହଞ୍ଚିଲା ଅଶୋଧିତ ତୈଳ, ନିର୍ବାଚନ ପରେ ବଢିବ ପେଟ୍ରୋଲ-ଡିଜେଲ୍ ଦାମ !

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧର ପ୍ରଭାବ ଏବେ ଅନ୍ତର୍ଜାତୀୟ ତୈଳ ବଜାର ଉପରେ ପଡିଛି। ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୧୦ ଡଲାରରେ ପହଞ୍ଚିଛି। ଏହା ଗତ ସାତ ବର୍ଷରେ ସର୍ବୋଚ୍ଚସ୍ତରରେ…

CMC ନିର୍ବାଚନ: ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପରେ ଏବେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପୌର ନିର୍ବାଚନ । ତେବେ ଆଜିଠାରୁ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ମହାନଗର ନଗମ, ପୌରପାଳିକା,…

EPF ଓ PPFରେ ଇନଭେଷ୍ଟମେଣ୍ଟ କରିବା ଠିକ୍ ନା ଭୁଲ୍: ଜାଣନ୍ତୁ କ’ଣ କହୁଛନ୍ତି ଫାଇନାନ୍ସିଆଲ ଏକ୍ସପର୍ଟ

ନୂଆଦିଲ୍ଲୀ: ଚାକିରି କରୁଥିବା ଲୋକଙ୍କର ପ୍ରତ୍ୟେକ ମାସର ଦରମାରୁ କିଛି ଭାଗ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ)ରେ ଜମା ହୋଇଥାଏ । ଏଥିସହ ମାଲିକଙ୍କ ପକ୍ଷରୁ ମଧ୍ୟ କିଛି ଫଣ୍ଡ ସେଥିରେ ଜମା ହୋଇଥାଏ । ସାଧାରଣ ଭାବେ କର୍ମଚାରୀ…

ୟୁକ୍ରେନବାସୀଙ୍କ ସାହାରା ପାଲଟିଛି କିଭ୍ ସ୍ଥିତ ଏହି ଇଣ୍ଡିଆନ୍ ରେଷ୍ଟୁରାଣ୍ଟ୍, ଆଶ୍ରୟ ସହିତ ମିଳୁଛି ମାଗଣା ଖାଦ୍ୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ସେଠାକାର ସ୍ଥିତି ବର୍ତ୍ତମାନ ଶୋଚନୀୟ ରହିଛି । ୟୁକ୍ରେନବାସୀଙ୍କ ସମେତ ଅନ୍ୟ ଦେଶରୁ ଆସି ସେଠାରେ ରହୁଥିବା ଲୋକମାନେ ମଧ୍ୟ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ।…

ଖାରକିଭରେ ଭୁଶୁଡ଼ିଲା ପୋଲିସ ବିଲ୍ଡିଂ: ଚାଲିଗଲା ୨୧ ଜୀବନ, ୧୧୨ ଆହତ । ଦେଖନ୍ତୁ Video

କିଭ: ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ୟୁକ୍ରେନର ଖାରକିଭରେ ରୁଷିଆର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଖାରକିଭରେ ମିଲିଟାରୀ ଏକାଡେମୀ ଓ ହସ୍ପିଟାଲ ଉପରେ ଆକ୍ରମଣ ହୋଇଛି । ରୁଷ…

ଦାଢ଼ି ବଢ଼ାଇବା ପାଇଁ ବ୍ୟବହାର କରନ୍ତୁ ଏହିସବୁ ଜିନିଷ, ଲୁକ୍ ରେ ଫିଦା ହୋଇଯିବେ ଝିଅ

ଓଡ଼ିଶା ଭାସ୍କର ବ୍ୟୁରୋ: ଲମ୍ବା ଦାଢ଼ି ଓ ନିଶ ରଖିବା ଯୁବକମାନଙ୍କ ମଧ୍ୟର ଟ୍ରେଣ୍ଡ୍ ପାଲଟିଛି । ଲମ୍ବା ଦାଢ଼ି ଓ ନିଶ ରଖିବା ଦ୍ୱାରା ଯୁବକଙ୍କ ବୟସ ଜଣାପଡ଼ିନଥାଏ । ଅଳ୍ପ ବୟସର ପୁଅ ମାନେ ସବୁବେଳେ ଶୀଘ୍ର ଦାଢ଼ି…

ଦେଶ ଛାଡିବାକୁ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଥିଲା ଆମେରିକା, ଏମିତି ଜବାବ ଦେଇଥିଲେ ଜେଲେନସ୍କି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଜାରି ରହିଛି ରୁଷର ହମଲା। ସେପଟେ ରୁଷ ସୈନିକ ସହିତ ପ୍ରାଣମୂର୍ଚ୍ଛା ଲଢୁଛନ୍ତି ୟୁକ୍ରେନ ସେନା। ରୁଷ ଆକ୍ରମଣ ପରଠୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଲଗାତାର ନିଜର ବୟାନ ଏବଂ…

ଜୁନରେ ଆୟରଲାଣ୍ଡ ଗସ୍ତ କରିବ ଟିମ୍ ଇଣ୍ଡିଆ, ଖେଳିବେ ନାହିଁ ରୋହିତ, ବିରାଟ ଓ ବୁମରା

ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ଶ୍ରୀଲଙ୍କା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ପ୍ରସ୍ତୁତି କରୁଛି। ଏହା ପରେ ଖେଳାଳି ଆଇପିଏଲ୍ ଖେଳିବେ। ମେ ମାସ ଶେଷ ପର୍ଯ୍ୟନ୍ତ ଆଇପିଏଲ ୨୦୨୨ ଖେଳାଯିବ।…

‘ପଠାନ’ର ରିଲିଜ୍ ଡେଟ୍ ହେଲା ଘୋଷଣା, ୫ ବର୍ଷ ପରେ ବଡ଼ ପରଦାକୁ ଆସୁଛନ୍ତି କିଙ୍ଗ ଖାନ୍

ନୂଆଦିଲ୍ଲୀ: ବଲିଉଡର କିଙ୍ଗ ଖାନ୍ ଶାହରୁଖଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ଶାହରୁଖ ତାଙ୍କର ବହୁପ୍ରତୀକ୍ଷିତ ଫିଲ୍ମ ‘ପଠାନ’ର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି । ବହୁ ପୂର୍ବରୁ ସିନେପ୍ରେମୀମାନେ ‘ପଠାନ’ କେବେ…

ହିନ୍ଦୁମାନଙ୍କର ସବୁଠାରୁ ପ୍ରିୟ ଭଗବାନ କିଏ? ରିସର୍ଚ୍ଚରୁ ଆସିଲା ମଜାଦାର ତଥ୍ୟ

ନୂଆଦିଲ୍ଲୀ: ହିନ୍ଦୁଧର୍ମରେ ବିଶ୍ୱାସ କରୁଥିବା ଅଧିକାଂଶ ଲୋକ କୌଣସି ନା କୌଣସି ଦେବ ଓ ଦେବତାଙ୍କୁ ନିଜର ପ୍ରିୟ ଭଗବାନ ମାନନ୍ତି । ଲୋକମାନେ କାହାକୁ ଅଧିକ ମାନନ୍ତିି ବୋଲି ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେରୁ…