ଆଜି ରାଜ୍ୟରୁ ୮ଟି ମୁଣ୍ଡ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…

ଏୟାରଲିଫ୍ଟ ହେବେ ଭାରତୀୟ: ମୋଦୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ଶତାଧିକ ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ କରାଯିବ ଏୟାରଲିଫ୍ଟ । ଏନେଇ ବାୟୁସେନାକୁ…

ଲିଭ୍ ଇନ୍ କପଲଙ୍କୁ ସୁରକ୍ଷା ଆଦେଶ ଦେଲେ ହାଇକୋର୍ଟ, କହିଲେ- ସମୟ ଦ୍ରୁତ ଗତିରେ ବଦଳୁଛି…

ଚଣ୍ଡିଗଡ଼: ଲିଭ୍ ଇନ୍ କପଲଙ୍କୁ ସୁରକ୍ଷା ଯୋଗାଇ ଦେବା ଆଦେଶ ଦେଲେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ। ଏଥିସହ ଅଦାଲତ କହିଛନ୍ତି ସମୟ ଦ୍ରୁତ ଗତିରେ ବଦଳିବାରେ ଲାଗିଛି ଏବଂ ଆମକୁ ସେହି ଅନୁସାରେ ଖାପ ଖୁଆଇ ଚଳିବା ପାଇଁ…

ଆପଣଙ୍କ ନାମରେ ଥାନାରେ ମାମଲା ଥିଲେ ବି ଏଣିକି ମିଳିପାରିବ ପାସପୋର୍ଟ, ବୈଦେଶିକ ମନ୍ତ୍ରଣାଳୟ ଜାରି କଲା ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆପଣଙ୍କ ନାମରେ ଥାନାରେ ମାମଲା ଥିଲେ ଏଣିକି ଆପଣମାନେ ପାଇପାରିବେ ପାସପୋର୍ଟ । ପୂର୍ବରୁ ମାମଲା ଥିଲେ ପାସପୋର୍ଟ ମିଳିବନି ବୋଲି ନିୟମ ରହିଥିଲା । ତେବେ ନିକଟରେ ବୈଦେଶିକ ବ୍ୟାପାର…

ତାଇୱାନ ଉପରେ ଚୀନ ଆକ୍ରମଣ କଲେ ଭୟଙ୍କର ହେବ ପରିଣତି, ମଇଦାନକୁ ଓହ୍ଲାଇବେ ଦୁଇ ମହାଶକ୍ତି ଆମେରିକା ଓ ଜାପାନ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱବାସୀଙ୍କ ଆଗରେ ଏବେ କେବଳ ଗୋଟିଏ ସମସ୍ୟା ଆସି ଉଭା ହୋଇଛି, ତାହା ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଏହି ଦୁଇ ଦେଶର ପରିସ୍ଥିତି ପରମାଣୁ ବୋମା ପର୍ଯ୍ୟନ୍ତ ଚାଲିଗଲାଣି । ତେବେ ଏହା ମଧ୍ୟରେ ଆଉ…

ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଦେଲାଙ୍କ ୨୬ ବର୍ଷିୟ ପୁଅଙ୍କ ଦେହାନ୍ତ, ସେରେବ୍ରାଲ୍ ପାଲ୍ସୀ ଦ୍ୱାରା ଥିଲେ ପୀଡ଼ିତ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସତ୍ୟ ନଦେଲାଙ୍କ ପୁଅଙ୍କ ଦେହାନ୍ତ ହୋଇଯାଇଛି । ମାତ୍ର ୨୬ ବର୍ଷ ବୟସରେ ସତ୍ୟ ନଦେଲାଙ୍କ ପୁଅ ଜେନ୍ ନାଦେଲା ଆଖି ବୁଜିଛନ୍ତି । ତେବେ ଏତେ କମ୍ ବୟସରୁ…

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ: ୟୁକ୍ରେନ ସଙ୍କଟ ସହ ଅନେକ ପ୍ରସଙ୍ଗରେ ହେଲା ଆଲୋଚନା

ନୂଆଦିଲ୍ଲୀ: ୟୁକ୍ରେନରେ ରୁଷର ଆକ୍ରମଣ ଜାରି ରହିଛି । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ‘ଅପରେସନ ଗଙ୍ଗା’ ଚଳାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୪ ଘଣ୍ଟା ମଧ୍ୟରେ ୨ ଥର…

ଦେଶରେ କେଉଁ କେଉଁଠି ରହିଛି ମହାଦେବଙ୍କ ୧୨ ଜ୍ୟୋର୍ତିଲିଙ୍ଗ? ଜୀବନରେ ଥରେ ନିଶ୍ଚୟ କରନ୍ତୁ ଦର୍ଶନ

ନୂଆଦିଲ୍ଲୀ: ଭଗବାନ ଶିବଙ୍କ ୧୨ଟି ଜ୍ୟୋର୍ତିଲିଙ୍ଗ ଦେଶର ଭିନ୍ନ ଭିନ୍ନ ଅଂଶରେ ସ୍ଥାପିତ ରହିଛି । ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ, ଏହି ୧୨ ଟି ସ୍ଥାନରେ ମହାଦେବ ଶିବ ସ୍ୱର୍ୟ ବିରାଜମାନ ରହିଛନ୍ତି । ଏପରି କୁହାଯାଏ…

AC ପରି କାନ୍ଥରେ ଝୁଲୁଛି ଏହି କୁଲର: ୧ ମିନିଟରେ ଘରକୁ କରୁଛି ଥଣ୍ଡା, ବିଦ୍ୟୁତ ବିଲ୍ ଆସିବ ଅଧାରୁ ବି କମ୍

ନୂଆଦିଲ୍ଲୀ : ଶୀତ ସରିଥିବା ବେଳେ ଧିରେ ଧିରେ ଗୀଷ୍ମଋତୁ ପ୍ରବେଶ କରିବାରେ ଲାଗିଛି । ଗରମ ପାଇଁ ଲୋକମାନେ AC, କୁଲର ଓ ଫ୍ୟାନକୁ ସଜାଡୁଛନ୍ତି । ଅନେକ ଲୋକ AC ଲଗାଇବାକୁ ସମକ୍ଷ ନୁହଁନ୍ତି । ଏଥିପାଇଁ ସେମାନେ କୁଲର…

ଏବର୍ଷ ରିଲିଜ୍ ହେବନି ପ୍ରଭାସଙ୍କର ‘ଆଦିପୁରୁଷ’, ଜାଣନ୍ତୁ କେବେ ହେବ

ନୂଆଦିଲ୍ଲୀ: କୋଭିଡ୍ ଯୋଗୁଁ ଅନେକ ଫିଲ୍ମ ରିଲିଜ୍ ହୋଇପାରିନଥିଲା । ହେଲେ ଏବେ ମାମଲା ହ୍ରାସ ପରେ ସେସବୁ ଫିଲ୍ମ ରିଲିଜ୍ ହେବାରେ ଲାଗିଛି । ଅନେକ ଫିଲ୍ମର ରିଲିଜ୍ ଡେଟ୍ ବି ଘୋଷଣା କରାଯାଇଛି । ଏହି କ୍ରମରେ ସାଉଥ୍…