ଘୋଷଣା ହେଲା ତାରିଖ: ଏହି ତାରିଖରେ ବଡ ପରଦାରେ ରିଲିଜ ହେବ ଶାହିଦ କପୁରଙ୍କ “ଜର୍ସି”
ମୁମ୍ବାଇ: ଖୁବ ଶୀଘ୍ର ପରଦାକୁ ଆସିବ ବଲିଉଡ ଷ୍ଟାର ଶାହିଦ କପୁରଙ୍କ ଅଭିନୀତ ଫିଲ୍ମ “ଜର୍ସି” । ବହୁ ପ୍ରତିକ୍ଷିତ “ଜର୍ସି” ଚଳଚ୍ଚିତ୍ରକୁ ରିଲିଜ କରିବା ପାଇଁ ତାରିଖ ଘୋଷଣା ହୋଇଯାଇଛି । ଆସନ୍ତା ଏପ୍ରିଲ ୧୪ ତାରିଖରେ…