ଟସ ଜିତି ଭାରତର ବ୍ୟାଟିଙ୍ଗ: ଦଳରେ ୪ ବଡ ପରିବର୍ତ୍ତନ, ପ୍ଲେଇଙ୍ଗ ଇଲେଭେନକୁ ଫେରିଲେ ଶିଖର
ଅହମ୍ମଦାବାଦ: ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆରେ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତ୍ତି ନେଇଛି ଟିମ ଇଣ୍ଡିଆ । ଦିନିକିଆ ସିରିଜ ତୃତୀୟ ତଥା ଶେଷ ମ୍ୟାଚରେ ୪ଟି ପରିବର୍ତ୍ତନ ସହିତ ମଇଦାନକୁ ଓହ୍ଳାଇଛି ରୋହିତ…