ପ୍ରଥମ ଦଳ ଭାବରେ ୧୦୦୦ତମ ମ୍ୟାଚ ଖେଳିବ ଭାରତ: ରୋହିତ ହାସଲ କରିବେ ସ୍ୱତନ୍ତ୍ର ଉପଲବ୍ଧି, ଶୁଭେଚ୍ଛା ଜଣାଇଲେ ତେନ୍ଦୁଲକର
ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ ଦଳ ଦିନିକିଆରେ ଏହାର ୧୦୦୦ ତମ ମୁକାବିଲା ଖେଳିବାକୁ ଯାଉଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଏହି ମୁକାବିଲା ଖେଳିବାକୁ ଯାଉଛି । ବିଶ୍ୱର ପ୍ରଥମ ଦଳ ଭାବରେ ଭାରତ ଏହି…