ମୁକେଶ ଅମ୍ବାନୀ କିଣିଲେ ସେଲ୍ଫ୍ ଡ୍ରାଇଭିଂ କାର୍, ୟୁଏସ୍ ରାଷ୍ଟ୍ରପତିଙ୍କ ପାଖରେ ବି ରହିଛି
ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କାର୍ ସଉକ କଥା ତ ଆପଣ ମାନେ ଜାଣିଥିବେ ନିଶ୍ଚୟ । ତାଙ୍କ ପାଖରେ ପୂର୍ବରୁ ହିଁ ଜାଗୁଆର୍ ଲ୍ୟାଣ୍ଡ୍ ରୋଭର୍, ଟେସଲା, ଲମ୍ବୋରଗିନି, ରୋଲ୍ସ ରଏସ୍ ଭଳି…