ସ୍ପଟ ଫିକ୍ସିଙ୍ଗ ପାଇଁ କ୍ରିକେଟରୁ ହୋଇଥିଲେ ନିଲମ୍ବିତ: IPL ଜରିଆରେ ପୁଣି ଫେରିବେ ଶ୍ରୀସନ୍ଥ

ନୂଆଦିଲ୍ଲୀ: IPL-୨୦୨୨ ପାଇଁ ହେବାକୁ ଥିବା ମେଗା ଅକ୍ସନ ଉପରେ ଏବେ କ୍ରିକେଟ ପ୍ରେମୀଙ୍କ ନଜର । ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ ଲଢିବେ ୧୦ଟି ଟିମ । ଏହି ଅକ୍ସନରେ ମୋଟ ୫୯୦ ଜଣ ଖେଳାଳିଙ୍କ ଲିଷ୍ଟ…

ବଜେଟକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ: ସାଧାରଣ ଲୋକଙ୍କ ପାଇଁ ନୂଆ ଅବସର ଆଣିବ ବଜେଟ୍

ନୂଆଦିଲ୍ଳୀ: ବଜେଟକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବଜେଟ ଗରିବ କଲ୍ୟାଣକାରୀ ବଜେଟ ବୋଲି କହିଲେ ପ୍ରଧାନମନ୍ତ୍ରୀ । ଅଧିକ ନିବେଶ, ଅଧିକ ଅଭିବୃଦ୍ଧି, ଅଧିକ ନିଯୁକ୍ତ ସୁଯୋଗ ସୃଷ୍ଟିକାରୀ ହେବ ବଜେଟ ।…

ପଶୁପାଳନ ବିଭାଗରେ ୭୦୦୦ରୁ ଅଧିକ ଚାକିରି: ୧୦ମ ପାସ୍ କରିପାରିବେ ଆବେଦନ

ଭାରତୀୟ ପଶୁପାଳନ ନିଗମ ଲିମିଟେଡ ରେ ଟ୍ରେନିଙ୍ଗ କଣ୍ଟ୍ରୋଲ ଇନଚାର୍ଜ ସହ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏଥିପାଇଁ ଆଶୟୀ ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।…

IPL ୨୦୨୨: ମେଗା ଅକ୍ସନରେ ସାମିଲ ହେଲେ ଦୁଇ ଓଡିଆ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା । ଚଳିତ ବର୍ଷ ହେବାକୁ ଥିବା ମେଗା ଅକ୍ସନକୁ ନେଇ ଏବେ ଖୁବ ଚର୍ଚ୍ଚା । ଏଥିମଧ୍ୟରେ ବିସିସିଆଇ ଜାରି କରିଛି ୫୯୦ ଜଣ…

କମୁଛି ସଂକ୍ରମଣ, ଆଉ କିଛି ଦିନ ଭିତରେ ପୂର୍ବ ସ୍ଥିତି ଫେରି ଆସିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ବର୍ତ୍ତମାନର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, 'ଦିନକୁ ଦିନ ସଂକ୍ରମଣ ହାର…

ବଜେଟ୍ ଉପସ୍ଥାପନ ବେଳେ ମୁଣ୍ଡରେ ହାତଦେଇ ବସିଥିବା ନଜର ଆସିଲେ ରାହୁଲ ଗାନ୍ଧୀ, ଫଟୋ ଭାଇରାଲ୍ ପରେ ହେଉଛନ୍ତି ଟ୍ରୋଲ୍

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ୨୦୨୨ରେ ସୀତାରମଣ ଅନେକ କିଛି ଘୋଷଣା କରାଯାଇଛି । ଅନେକ କିଛି ଜିନିଷ ଶସ୍ତା ହୋଇଛି । ତେବେ ବଜେଟ୍ ଉପସ୍ଥାପନ…

ଚଳିତ ବଜେଟ୍ ଜନାଭିମୁଖୀ ନା ଜନବିରୋଧୀ: ଜାଣନ୍ତୁ ଏନେଇ କିଏ କ’ଣ କହୁଛନ୍ତି

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଦେଶରେ କରୋନା ଲହର ଜାରି ରହିଥିବାରୁ ଚଳିତ ଥର ଅର୍ଥମନ୍ତ୍ରୀ ପେପରଲେସ୍ ବଜେଟ୍ ଆଗତ କରିଛନ୍ତି ।…

ବଜେଟ୍ ୨୦୨୨-୨୩: ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ମହଙ୍ଗା

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ବେଜଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥରି କିଛି ସାମଗ୍ରୀକୁ ମହଙ୍ଗା କରାଯାଇଥିବା ବେଳେ କିଛି ସାମଗ୍ରୀ ଶସ୍ତା ହୋଇଛି । ତେବେ…

ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସିଖବର! ବ୍ୟାଟେରୀ ସ୍ୱାପିଂ ପଲିସି ହେଲା ଘୋଷଣା, ରହିବନି ଚାର୍ଜିଂ ଟେନସନ୍

ନୂଆଦିଲ୍ଲୀ: ଯଦି ଆପଣ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଚାହୁଁଛନ୍ତି କିମ୍ବା କିଣିଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସିର ଖବର । ଚଳିତ ଥରର ବଜେଟ୍ ରେ ସରକାର ବ୍ୟାଟେରୀ ସ୍ୱାପିଂ ପଲିସି ନେଇ ଘୋଷଣା କରିଛନ୍ତି । ଏହା…

ଖୁସିଖବର: IT ରିଟର୍ଣ୍ଣ ସୁଧାରିବାକୁ ୨ ବର୍ଷ ସମୟ, ଆୟକର ସୀମା ଅପରିବର୍ତ୍ତିତ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟରେ ଅନେକ ଦିଗକୁ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାଧାରଣ ବଜେଟ୍ ରେ ଡିଜିଟାଲ କରେନ୍ସି, ଆଇଟି ରିଟର୍ଣ୍ଣ ଓ ସୁଧକୁ ନେଇ ବଡ଼ ଘୋଷଣା କରିଛନ୍ତି ।…