ପବଜିରେ ପ୍ଲେୟର୍ସ ମାନେ ଖୁବ୍ ଉଡାଉଛନ୍ତି ଟଙ୍କା, ଏବେସୁଦ୍ଧା ଖର୍ଚ୍ଚ କଲେଣି ଏତେ ହଜାର କୋଟି
ନୂଆଦିଲ୍ଲୀ: ପବଜି ମୋବାଇଲ୍ ବର୍ତ୍ତମାନ ପିଢ଼ିଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ଗେମ୍ ପାଲଟିଛି । ଗେମର୍ସ ମାନେ ଏଥିରେ ଖୁବ୍ ଟଭ୍କା ଉଡାଉଛନ୍ତି । ଏବେସୁଦ୍ଧା ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି । ଏ…