ସଂସଦର ବଜେଟ୍ ଅଧିବେଶନ୍ ଆରମ୍ଭ, ଜାଣନ୍ତୁ ଏହା ପୂର୍ବରୁ କ’ଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇ ବଜେଟ୍ ଅଧିବେଶନ ଏପ୍ରିଲ ୮ରେ ସରିବ । ଫେବ୍ରୁଆରୀ ୧୧ ଯାଏଁ ପ୍ରଥମ, ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ଯାଏଁ ଦ୍ୱିତୀୟ ଅଧିବେଶନ…

ଛୁଆ ଜନ୍ମ କଲେ କମ୍ପାନୀ ଦେଉଛି ୧୧.୫୦ ଲକ୍ଷର ବୋନସ୍, ବର୍ଷ ସାରା ଛୁଟି; ଜାଣନ୍ତୁ କେଉଁଠି

ବେଜିଂ: ଗତବର୍ଷ ଅଗଷ୍ଟ ମାସରେ ଜନସଂଖ୍ୟା ଏବଂ ପରିବାର ଯୋଜନା ଆଇନ ପ୍ରଣୟନ ହେବା ପରେ ଚାଇନାରେ ୨୦ ରୁ ଅଧିକ ପ୍ରାଦେଶିକ ସ୍ତରୀୟ କ୍ଷେତ୍ରରେ ଶିଶୁ ଜନ୍ମ ନିୟମ ସହ ଜଡ଼ିତ ନିୟମରେ ସଂଶୋଧନ ଅଣାଯାଇଛି । ଟାଇମ୍ସ ଅଫ୍…

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୩,୩୯୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇ ଦୈନିକ ସଂକ୍ରଗଣ ୧୦ ହଜାର ଉପରକୁ…

ଦିନକରେ ଦେଶରୁ ବାହାରିଲେ ୨.୦୯ ଲକ୍ଷ କୋଭିଡ୍ ପଜିଟିଭ୍, ୯୫୯ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର କମୁଥିବା ଦେଖିବାକୁ ମିଳିଛି । ଦିନକରେ ୨ ଲକ୍ଷ ୦୯ ହଜାର ୯୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୩୧,୨୬୮ ହୋଇଯାଇଛି…

WHO ମାନଚିତ୍ରରେ ପାକିସ୍ତାନ ଓ ଚୀନର ଅଂଶ ଭାବରେ ନଜର ଆସିଲା ଜମ୍ମୁ-କାଶ୍ମୀର, ଟିଏମସି ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ତୃଣମୁଳ କଂଗ୍ରେସ ସାଂସଦ ଡା. ଶାନ୍ତନୁ ସେନ୍ ଏକ ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀଙ୍କୁ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ଭାରତର ଭୂଲ ମାନଚିତ୍ର ପ୍ରଦର୍ଶନ କରିଛି ।…

ଆଉ ୧୮ ଆକ୍ରାନ୍ତଙ୍କ ମୁଣ୍ଡ ନେଲା କୋଭିଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୮ ଜଣଙ୍କ କୋଭିଡ୍ ଜନିତ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ଆସିଛି । ଅଡିଟ୍ ପ୍ରୋସେସ୍ ରେ ଆଉ ୧୮ ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା…

ଫୁଟପାଥ୍ ଉପରେ ଦ୍ରୁତ ଗତିରେ ପଶିଗଲା କାର୍, ୪ ମହିଳା ମୃତ; ନାବାଳକ ଡ୍ରାଇଭର୍ ଗିରଫ

ହାଇଦ୍ରାବାଦ୍: ଫୁଟପାଥ୍ ରେ ବସିଥିବା ଲୋକଙ୍କ ଉପରେ କାର୍ ଚଢ଼ିବା ମାମଲା ପୂର୍ବରୁ ମଧ୍ୟ ସ୍ୱବ୍ଧ କରିଥିଲା । ହେଲେ ଏବେ ସେହିଭଳି ଏକ ମାମଲା ସାମନାକୁ ଆସିଛି । ତେଲେଙ୍ଗାନାର କରୀମନଗରରେ ରବିବାର ଦିନ ସକାଳ ସମୟରେ…

‘ରୁଦ୍ର- ଦ ଏଜ୍‌ଅଫ୍‌ ଡାର୍କନେସ୍‌’ ଫିଲ୍ମର ଟ୍ରେଲର ରିଲିଜ, ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ଏଣ୍ଟ୍ରି କରିବେ ବଲିଉଡ୍‌ ସିଙ୍ଗମ୍‌

ମୁମ୍ବାଇ: ଖୁବଶୀଘ୍ର ‘ରୁଦ୍ର- ଦ ଏଜ୍‌ ଅଫ୍‌ ଡାର୍କନେସ୍‌’ ଫିଲ୍ମ ଜରିଆରେ ୱେବ୍‌ ସିରିଜ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବଲିଉଡ୍‌ ସିଙ୍ଗମ୍‌ ଅଜୟ ଦେବଗନ୍‌ । ଏନେଇ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର…

ଲଦାଖରେ ନିର୍ମାଣ ହେବ ଆଷ୍ଟ୍ରୋଟର୍ଫ ଫୁଟ୍‌ବଲ୍‌ ଷ୍ଟାଡିୟମ୍‌ ଓ ଓପନ୍‌ ସିନ୍ଥେଟିକ ଟ୍ରାକ୍‌ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ଖୁବଶୀଘ୍ର ଓପନ ସିନ୍ଥେଟ୍ରିକ ଟ୍ରାକ୍‌ ଓ ଆଷ୍ଟ୍ରୋଟର୍ଫ ଫୁଟବଲ ଷ୍ଟାଡିୟମ ନିର୍ମାଣ କରାଯିବ । ଲଦାଖର ୧୧,୦୦୦ ଫୁଟ…

ହୋଟେଲର ୬ ମହଲାରୁ ଡେଇଁଲେ ମଡେଲ୍, କହିଲେ- ‘ବାପା ଜୀବନ ଶେଷ କରିବାକୁ ଯାଉଛି’

ଯୋଧପୁର: ଶନିବାର ଦିନ ରାତିରେ ଜଣେ ମଡେଲ୍ ହୋଟେଲର ୬ ମହଲାରୁ ଡେଇଁ ନିଜ ଜୀବନ ହାରିଦେଇଛନ୍ତି । ସେ ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହିଭଳି ଏକ ଘଟଣା ରାଜସ୍ଥାନର ଯୋଧପୁରରେ ଘଟିଛି । ଆତ୍ମହତ୍ୟା…