ପିଆଜ ଖାଇବା ପରେ ପାଟିରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ
ଅନେକ ଲୋକ କଞ୍ଚା ପିଆଜ ଖାଇବା ପସନ୍ଦ କରନ୍ତି । କଞ୍ଚା ପିଆଜ ଖାଇବା ଦ୍ୱାରା ପାଟିରୁ ପିଆଜର ଗନ୍ଧ ବାହାରିଥାଏ, ଯାହାକି ଅନ୍ୟମାନଙ୍କ ସାମ୍ନାରେ ଲଜ୍ଜାର କାରଣ ପାଲଟିଥାଏ । ଏହି ଗନ୍ଧ ଯୋଗୁଁ ଅନେକ ଥର ଲୋକମାନେ…