ବର୍ଷକର ପାଠ ୩ ମାସରେ ସାରିଦେଉଛ: କି ମାଷ୍ଟ୍ର କି ତମେ, ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ହଙ୍ଗାମା(Video)
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷକର ପାଠ ପଢା ତିନି ମାସରେ କେମିତି ସାରିଲ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷାକୁ ବିରୋଧ କରି ଛାତ୍ରଛାତ୍ରୀ ମାନେ ଧାରଣାକୁ ଓହ୍ଲାଇଛନ୍ତି । ବର୍ଷଯାକ ପାଠ ପଢା ନଥିବା…