CHARIDHAM

ଜଣେ ବ୍ୟକ୍ତି Omicronରେ କି Deltaରେ ସଂକ୍ରମିତ ହୋଇଛି ବୋଲି ଜାଣିବେ କିପରି, କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ତେବେ ବର୍ତ୍ତମାନ ଏନେଇ ଏକ ମୁଖ୍ୟ ସମସ୍ୟା ଦେଖାଦେଉଛି । ଜଣେ ଲୋକ ଡେଲଟା କି ଓମିକ୍ରନରେ ସଂକ୍ରମିତ ହୋଇଛି, ତାହା…

ଡରାଇଲାଣି କରୋନା: ଦେଶରେ ଆକ୍ଟିଭ୍ କେସ୍ ୧୫ ଲକ୍ଷ ପାର୍, ଦିନକରେ ବାହାରିଲେ ୨.୭ ଲକ୍ଷ ନୂଆ ଆକ୍ରାନ୍ତ, ଓମିକ୍ରନ ମାମଲା ୭ହଜାର ଡେଇଁଲା

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୭୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ମାମଲା ୧୫ ଲକ୍ଷ ପାର୍ କରିଛି । ସକ୍ରିୟ ମାମଲା ବା ଆକ୍ଟିଭ୍ କେସ୍ ୧୫ ଲକ୍ଷ ୫୦ ହଜାଅର ୩୭୭…

ରାଜଧାନୀରେ କମେଣ୍ଟ ମରାକୁ ନେଇ ହତ୍ୟାକାଣ୍ଡ, ୨ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ହତ୍ୟାକାଣ୍ଡ । ଭୁବନେଶ୍ୱର ପ୍ରେସ୍ ଛକରେ ଯୁବକଙ୍କୁ ହତ୍ୟା ମାମଲାରେ ୨ ଜଣ ଗିରଫ ହୋଇଛନ୍ତି । ୨ ଅଭିଯୁକ୍ତଙ୍କ ଘର ଭଦ୍ରକ ଅଞ୍ଚଳରେ ହୋଇଥିବା ବେଳେ ସେମାନେ ହେଲେ କାହ୍ନା ଓ…

ଆଜି ୧୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା: ରାଜ୍ୟରେ ଲମ୍ବା ଡିଆଁ ମାରୁଛି କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ଆଧାର କାର୍ଡରେ ବଦଳାଇବାକୁ ଚାହୁଁଛନ୍ତି କି ମୋବାଇଲ୍ ନମ୍ବର? ଘରେ ବସି କରନ୍ତୁ ଏହି କାମ, ଜାଣନ୍ତୁ Step by Step

ନୂଆଦିଲ୍ଲୀ: ଆଧାର କାର୍ଡ ବର୍ତ୍ତମାନ ସମୟରେ ଏକ ଜରୁରୀ ଦସ୍ତାବିଜ୍ ହୋଇଯାଇଛି । ଆର୍ଥିକ ଦେଣଦେଣ ଠାରୁ ଆରମ୍ଭ କରି ସ୍କୁଲ ଆଡମିସନ୍ ପର୍ଯ୍ୟନ୍ତ କୌଣସି ବି କାମ ବିନା ଆଧାର କାର୍ଡରେ ହୋଇପାରୁନାହିଁ । ସରକାରୀ ହେଉକି…

ମିଶନ୍ UP: କିଏ ଗଢ଼ିବ ରାଜ୍ୟରେ ସରକାର, କ’ଣ ରହିଛି ରାଜନୈତିକ ଗଣିତ

ନୂଆଦିଲ୍ଲୀ: ଆଗକୁ ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ରାତିଦିନ ଏକ କରି ଦେଇଛନ୍ତି । ତେବେ ସବୁଠାରୁ ଫୋକରେ ରହିଛି ଦେଶର ସର୍ବବୃହତ ନିର୍ବାଚନୀ କ୍ଷେତ୍ର ଉତ୍ତରପ୍ରଦେଶ । ଏହି ରାଜ୍ୟର…

ଭାରତୀୟ କ୍ରିକେଟ୍‌ ଦଳରେ ଅଦଳବଦଳ, କିଏ ଧରିବ ଟେଷ୍ଟ ଦଳର ଅଧିନାୟକ ମଙ୍ଗ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୨ରେ ହାରି ଯିବା ପରେ ବିସିସିଆଇ ଆଗାମୀ ସମୟରେ ବଡ ଧରଣର ପରିବର୍ତ୍ତନ କରିବା ପାଇଁ ବିଚାର ବିମର୍ଷ ଚଳାଇଛି । ପ୍ରଥମତଃ ଅଧିନାୟକ…

ଆଜି ରାଜ୍ୟରେ ୩ ଜଣଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ସସ୍‌ କାରଖାନା ଉପରେ ସ୍ପେଶାଲ୍‌ ପୋଲିସ ସ୍କ୍ୱାର୍ଡର ଚଢାଉ, ଟେଷ୍ଟିଂ ପାଇଁ ପଠାଗଲା ନମୁନା

ଧର୍ମଶାଳା (ଭାସ୍କର ନ୍ୟୁଜ୍‌): ଧର୍ମଶାଳା ଥାନା ଜାରକା ଛକ ନିକଟରେ ଥିବା ଏକ ସସ୍‌ କାରଖାନା ଉପରେ ଯାଜପୁର ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଧର୍ମଶାଳା ପୋଲିସ ମିଳିତ ଭାବେ ଶନିବାର ପୂର୍ବାହ୍ନରେ ଅଚାନକ ଚଢାଉ…

କିଏ ଏହି Mrs World ୨୦୨୨ ଦୌଡ଼ରେ ଭାରତରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଆ ବୋହୁ, ଜାଣନ୍ତୁ ତାଙ୍କ ସମ୍ପର୍କରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାନୁଆରୀ ୧୫ ତାରିଖ ଶନିବାର ଦିନ ୟୁଏସ୍ ଲାସ୍ ଭେଗାସ୍ ରେ ମିସେସ୍ ୱର୍ଲ୍ଡ ୨୦୨୨ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ପ୪ରୁ ପ୍ରତିନିଧିତ୍ୱ କରିଥିଲେ ଓଡ଼ିଶାର ନଭଦୀପ କୌର୍ ।…