CHARIDHAM

ସୁସ୍ଥ ହେବା ପରେ Omicron ଦେଉଛି ଯନ୍ତ୍ରଣା: ନମୂନା ପରୀକ୍ଷଣ ନେଇ ICMR ପକ୍ଷରୁ ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋଭିଡର ନୂଆ ଭାରିଆଣ୍ଟର ପ୍ରକୋପ ବୃଦ୍ଧି ପାଇ ଚାଲିଥିବା ବେଳେ ବିଶେଷଜ୍ଞମାନେ ଏନେଇ ନୂଆ ନୂଆ ତଥ୍ୟ ଦେବାରେ ଲାଗିଛନ୍ତି । ତେବେ ଏଭଳି ସ୍ଥିତିରେ ଓମିକ୍ରନକୁ ନେଇ ଏକ ନୂଆ ଅପଡେଟ୍…

ରାଜ୍ୟରେ ୭ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୭ ହଜାର ଟପିଲା କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭ହଜାର ୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବୟସ ବର୍ଗର ୭୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ଭୁସ୍ଖଳନରେ ଚାଲିଗଲା ଘରର ୪ ଝିଅଙ୍କ ଜୀବନ

ହରିୟାଣା: ଭୁସ୍ଖଳନ କାରଣରୁ ୪ ଜଣ ଝିଅଙ୍କ ମୃତ୍ୟୁ ହୋଇଯାଇଛି । ଏହି ଭଳି ଏକ ଘଟଣଶ ଘଟିଛି ହରିୟାଣାର କଙ୍ଗରକା ଗାଁରେ । ସୋମବାର ଦିନ ସନ୍ଧ୍ୟାରେ ଏହି ୪ ଜଣ ଝିଅ ଘର ପାଇଁ ମାଟି ଆଣିବାକୁ ଯାଇଥିବା ବେଳେ ଏହି ଅଘଟଣ…

ଆଜିଠାରୁ ରାଜ୍ୟରେ ବର୍ଷାର ତାଣ୍ଡବ, ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜିଠାରୁ ବର୍ଷାର ପ୍ରକୋପ ଦେଖିବାକୁ ମିଳିବ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖାଦେବାକୁ ଥିବା ପରିବର୍ତ୍ତନ ପ୍ରଭାବରେ ଚାଷୀଭାଇମାନେ ବିଶେଷ ଭାବେ…

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ହେବ ତାରିଖ ଘୋଷଣା, SEC ଡାକିଲେ ପ୍ରେସମିଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବ୍ ଶୀଘ୍ର ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ । ପଞ୍ଚାୟତ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବ । ଏନେଇ ଆସି ରାଜ୍ୟ ନିର୍ବାଚନ ଆୟୋଗ ପ୍ରେସମିଟ୍ ଡାକିଛନ୍ତି । ଆଜି ପୂର୍ବାହ୍ନ ସାଢ଼େ…

ସାମସଙ୍ଗ ପକ୍ଷରୁ ଗ୍ୟାଲାକ୍ସି ଏସ୍‌୨୧ ଏଫ୍‌ଇ ୫ଜିର ଶୁଭାରମ୍ଭ: ୫ଟି ରଙ୍ଗ ଓ ୨ଟି ଭାରିଆଣ୍ଟ୍‌ ଉପଲବ୍ଧ, ମିଳିବ ଅନେକ ଅତ୍ୟାଧୁନିକ ଫିଚର୍ସ

ନୂଆଦିଲ୍ଲୀ: ଭାରତର ସର୍ବାଧିକ ବିଶ୍ୱାସନୀୟ ସ୍ମାର୍ଟଫୋନ ବ୍ରାଣ୍ଡ, ସାମସଙ୍ଗ ପକ୍ଷରୁ ଏହାର ପ୍ରଥମ ୨୦୨୨ ଫ୍ଲାଗସିପ, ଗ୍ୟାଲାକ୍ସି ଏସ୍‌୨୧ ଏଫ୍‌ଇ ୫ଜିର ଶୁଭାରମ୍ଭ ଘୋଷଣା କରାଯାଇଛି । ଗ୍ୟାଲାକ୍ସି ଏସ୍‌୨୧ ଏଫ୍‌ଇ…

(VIDEO) ସୁମିତଙ୍କ ମା’ ଓ ଜେଜେମାଙ୍କ ପକ୍ଷରୁ ଆଗତ ପିଟିସନକୁ ଖାରଜ୍ କଲେ କୋର୍ଟ, ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କର ପାରିବାରିକ ମାମଲାକୁ ନେଇ ଗତକାଲି ଦୁଇଟି ଦୁଇଟି ପିଟିସନର ଶୁଣାଣି ଥିଲା । ତେବେ ସୁମିତଙ୍କ ମାଆ ଓ ଜେଜେମାଆଙ୍କ ପକ୍ଷରୁ ତପସ୍ୱିନୀଙ୍କ…

E-Nomination ହେଲା ବାଧ୍ୟତାମୁଳକ, ଏପରି ନ କଲେ ଦେଖି ପାରିବେନି PF ଖାତାରେ କେତେ ଅଛି ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ଆକାଉଣ୍ଟଧାରୀଙ୍କ ପାଇଁ ଇ-ନାମାଙ୍କନ ବାଧ୍ୟତାମୂଳକ କରିଛି । ଖାତାଧାରୀମାନେ ଇ-ନାମାଙ୍କନ ବିନା ପିଏଫ୍ ଖାତା ଦେଖିପାରିବେ ନାହିଁ । ବର୍ତ୍ତମାନ…

ବିଗ୍ ବ୍ୟାନରେ ବିଜ୍ଞାପନ ଦେଇ ପତ୍ନୀ ଖୋଜିଲେ ଯୁବକ, ଲେଖିଲେ ‘ମତେ ଆରେଞ୍ଜ ମ୍ୟାରେଜରରୁ ରକ୍ଷା କର’

ନୂଆଦିଲ୍ଲୀ: ଜଣେ ୨୯ ବର୍ଷୀୟ ଯୁବକ ବାହା ହେବାକୁ ଚାହୁଁଛନ୍ତି । ଏଥିାଇଁ ସେ ସହର ମଝିରେ ଥିବା ବିଲ୍‌ବୋର୍ଡରେ ବିଜ୍ଞାପନ ଦେଇ ଝିଅ ଖୋଜିବା ଆରମ୍ଭ କରିଛନ୍ତି । ବ୍ରିଟେନର ବର୍ହିଂହାମରେ ଏପରି ବିଜ୍ଞାପନ ଲାଗିଛି ।…

ଲୋନ୍ ନ ମିଳିବାରୁ ଜାଳିଦେଲେ ବ୍ୟାଙ୍କ, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ବ୍ୟାଙ୍କରୁ ଲୋନ୍ ବା ଋଣ ମିଳିବା ଏତେ ସହଜ ପ୍ରକ୍ରିୟା ନୁହେଁ । ଏଥିରେ ଅନେକ ପର୍ଯ୍ୟାୟ ରହିଛି । ଅନେକ ଥର ଏପରି ହୁଏ ଯେ, ବ୍ୟାଙ୍କ ଲୋନ୍ ଦେବାକୁ ହିଁ ମନା କରିଦିଏ । ହେଲେ କର୍ଣ୍ଣାଟକରେ ଏକ ଅଲଗା ହିଁ…