ରାଜଧାନୀ ପୋଲିସଙ୍କ ଉପରେ କରୋନା ମାଡ଼: ୩୦୦ରୁ ଅଧିକ କର୍ମୀ କୋଭିଡ୍ ପଜିଟିଭ୍
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ରେକଟ୍ ବେଗରେ ବ୍ୟାପିବାରେ ଲାଗିଛି । ନୂତନ ଭାରିଆଣ୍ଟ୍ ଓମିକ୍ରନ ଏବେ ରାଜ୍ୟରେ କାୟା ମେଲାଇବାରେ ଲାଗିଛି । ପ୍ରତିଦିନ ହଜାର ହଜାର ସଂକ୍ରିତ ଚିହ୍ନଟ ହେଉଛନ୍ତି ।…