CHARIDHAM

ସ୍ୱାମୀଙ୍କର ଅଛି ନିଦରେ ସେକ୍ସ କରିବା ରୋଗ, ପତ୍ନୀ ବଖାଣିଲେ ନିଜ ଉପରେ ବିତୁଥିବା ବିକଟ ସ୍ଥିତିର କାହାଣୀ

ନୂଆଦିଲ୍ଲୀ: ସେକ୍ସାମେନିଆ ଦ୍ୱାରା ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ ନିଜ ସମସ୍ୟା ସମ୍ପର୍କରେ ଦୁନିଆ ଆଗରେ ବଖାଣିଛନ୍ତି । ତାଙ୍କ ସ୍ୱାମୀଙ୍କର ଦୁର୍ଲଭ ସ୍ଲିପ୍ ଡିସଅର୍ଡର୍ ଥିବାରୁ ନିଦରେ ଅଜବ ହରକତ କରୁଥିବା ସେ…

ରାଜ୍ୟରେ ପୁଣି ମାଡ଼ିଲାଣି କରୋନା: ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୮୯୭ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛିଦିନ ତଳେ…

ଘର ଭିତରେ ଲାଗିଲା ନିଆଁ, ୭ ଶିଶୁଙ୍କ ସମେତ ୧୩ ମୃତ

ନୂଆଦିଲ୍ଲୀ: ଆମେରିକାର ଫିଲାଡେଫ୍ଲିଆ ସହରର ଏକ ଆପାର୍ଟମେଣ୍ଟରେ ବୁଧବାର ଦିନ ଭୀଷଣ ଅଗ୍ନିକଣ୍ଡେ ଘଟିଯାଇଛି । ନିଆଁ ଲାଗିବା ଫଳରେ ୭ ଜଣ ଶିଶୁଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅଗ୍ନିଶମ ଅଧିକାରୀ ମାନେ ଏନେଇ…

ମାୟାନଗରୀରେ ଗତ ୩ ଦିନ ମଧ୍ୟରେ ୨୩୦ ଡାକ୍ତର କୋଭିଡ୍ ପଜିଟିଭ୍

ମୁମ୍ବାଇ: କୋଭିଡ୍ ଭାଇରସ୍ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ମୁମ୍ବାଇରେ ସ୍ଥିତି ଏବେ ଗମ୍ଭୀର ହୋଇପଡ଼ିଛି । ସର୍ବାଧିକ ଓମିକ୍ରନ୍…

ଦେଶରେ ପ୍ରଥମଥର ଅକ୍ଷମ କ୍ୟାଡେଟଙ୍କୁ ବାୟୁସେନାରେ ସାମିଲ, ଏୟାର ଫୋର୍ସରେ ଫ୍ଲାଇଙ୍ଗ ଅଫିସର ଭାବେ ଯୋଗ ଦେଲେ ଯୋଗେଶ ଯାଦବ

ନୂଆଦିଲ୍ଲୀ : ଦେଶରେ ପ୍ରଥମଥର ଅକ୍ଷମ କ୍ୟାଡେଟଙ୍କୁ ବାୟୁସେନାରେ ସାମିଲ କରାଯାଇଛି । ଫ୍ଲାଇଙ୍ଗ ଅଫିସର ଯୋଗେଶ ଯାଦବ ବାୟୁସେନାରେ ସାମିଲ ହେବା ପୂର୍ବରୁ ମିଲିଟାରୀ ଟ୍ରେନିଂ ସମୟରେ ଆହତ ହୋଇ ପକ୍ଷାଘାତର ଶିକାର…

ଫେବ୍ରୁଆରି ୩ ସୁଦ୍ଧା ଚରମକୁ ଛୁଇଁପାରେ କୋଭିଡର ୩ୟ ଲହର

ନୂଆଦିଲ୍ଲୀ: ଭାରତରେ ଆଗାମୀ ଦିନ ଗୁଡ଼ିକରେ କୋଭିଡ୍‌-୧୯ ମାମଲା ପ୍ରବଳ ଭାବେ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ବିଶେଷଜ୍ଞମାନଙ୍କ ମତରେ ଏହି ଲହର ମଧ୍ୟ ଅଳ୍ପ କାଳ ସ୍ଥାୟୀ ରହିବ । ହେଲେ…

ଅଚାନକ ବେକାବୁ ହେଲା ସଂକ୍ରମଣ, ଆଜିଠୁ ୧୫ ଦିନ ପାଇଁ ବାର୍‌ ବନ୍ଦ

ସମ୍ବଲପୁର, (ଭାସ୍କର ନ୍ୟୁଜ୍):  ରାଜ୍ୟ ଅଚାନକ ବେକାବୁ ହେଲା ସଂକ୍ରମଣ। ଦୁଇଗୁଣ ବୃଦ୍ଧି ପାଇଲା କରୋନା ପଜିଟିଭଙ୍କ ସଂଖ୍ୟା।  ସଂକ୍ରମଣ ଦୃଷ୍ଟି ରଖି ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ନେଇ…

ପୁଣି ବର ସାଜିବେ ଫର୍‌ହାନ୍‌ ଅଖତର, ଖୁବଶୀଘ୍ର ବାନ୍ଧବୀ ଶିବାନୀଙ୍କ ସହ ପଡ଼ିବ ହାତଗଣ୍ଠି

ମୁମ୍ବାଇ: ପୁଣି ବଲିଉଡରେ ବାଜିବାକୁ ଶାହାନାଇ । ବର ସାଜିବେ ଆଉ ଜଣେ ଜଣାଶୁଣା ପ୍ରସିଦ୍ଧ ଅଭିନେତା ଫର୍‌ହାନ ଅଖତର । ତାଙ୍କ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ଖୁବଶୀଘ୍ର ବିବାହ କରିବେ । ଶୁଣିବାକୁ…

କୋଭାକ୍ସିନ୍ ନେବା ପରେ ନିଅନ୍ତୁ ନାହିଁ ପାରାସିଟାମଲ୍ କିମ୍ବା ପେନ୍ କିଲର୍: ଭାରତ ବାୟୋଟେକ୍

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଟିକା, ମେଡିସିନ୍ ଆଦି ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଭାରତ ବାୟୋଟେକ୍ କହିଛି ଯେ, କୋଭାକ୍ସିନ୍…

ଆହୁରୀ ଶକ୍ତିଶାଳୀ ହେଲେ ଗରୁଡ଼ କମାେଣ୍ଡାେ, ପ୍ରଥମ ପର୍ଯ୍ୟାୟରେ ମିଳିଲା ଋଷର ଅତ୍ୟାଧୁନିକ ଏକେ-୧୦୩ ଆସଲ୍ଟ ରାଇଫଲ୍

ନୂଆଦିଲ୍ଲୀ : ଦେଶକୁ ଆତଙ୍କବାଦୀ ଆକ୍ରମଣରୁ ସୁରକ୍ଷା ଦେବା ଲାଗି ଭାରତୀୟ ବାୟୁସେନା ବା (ଆଇଏଏଫ୍‌)ର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଗରୁଡ଼ କମାଣ୍ଡୋଙ୍କୁ ମିଳିଛି ଋଷ ନିର୍ମିତ ଅତ୍ୟାଧୁନିକ ଏକେ-୧୦୩ ଆସଲ୍ଟ ରାଇଫଲ୍‌ ।…