ପ୍ଲେଅଫରୁ ବାଦ୍ ପଡ଼ିଲା ମୁମ୍ବାଇ

ନୂଆଦିଲ୍ଲୀ: ଆଇପିଏଲ-୨୦୨୧ ପ୍ଲେଅଫରୁ ବାଦ୍ ପଡ଼ିଲା ମୁମ୍ବାଇ । ହାଇଦ୍ରାବାଦ ବିପକ୍ଷରେ ବଡ଼ ସ୍କୋର ସତ୍ତେ୍ୱ ପ୍ଲେଅଫରୁ ମୁମ୍ବାଇ ବାଦ ପଡ଼ିଛି । ହାଇଦ୍ରାବାଦ ଓପ୍ନରଙ୍କ ଧୂଆଁଧାର ବ୍ୟାଟିଂରେ ମୁମ୍ବାଇ ନିରାଶ । ପୂର୍ବରୁ…

ଗୁଣି ସନ୍ଦେହରେ ମହିଳାଙ୍କୁ ଉଲଗ୍ନ କରି ପିଟିଲେ ସମ୍ପର୍କୀୟ, ୩ ଗିରଫ

ମଧ୍ୟପ୍ରଦେଶର ଧାର ଜିଲ୍ଲାର ଏକ ଗ୍ରାମରେ ଗୁଣି ସନ୍ଦେହରେ ୪୫ ବର୍ଷୀୟା ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ଉଲଗ୍ନ କରି ପିଟିଥିବା ଅଭିଯୋଗ । ଶୁକ୍ରବାର ଏହି ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣକୁ…

ଆଶିଷ ମିଶ୍ରଙ୍କୁ ତଦନ୍ତରେ ସାମିଲ ଦାବିରେ ଅନଶନରେ ବସିଲେ ସିଦ୍ଧୁ

ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସାକାଣ୍ଡରେ ଘଟଣାରେ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଅନଶନରେ ବସିବା ନେଇ ଘୋଷଣା କରିଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ…

ବିନା ଇଣ୍ଟରନେଟରେ ହେବ ଡିଜିଟାଲ ପେମେଣ୍ଟ; RBI ଜାରିକଲା ଗାଇଡଲାଇନ

ନୂଆଦିଲ୍ଲୀ: ବିନା ଇଣ୍ଟରନେଟରେ ହେବ ଡିଜିଟାଲ ପେମେଣ୍ଟ । ଏବେ ବିନା ଇଣ୍ଟରନେଟ କରିହେବ ପେମେଣ୍ଟ । ଆଉ ପେମେଣ୍ଟ ସମୟରେ ଇଣ୍ଟରନେଟ ପାଇଁ ହେଉଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ରିଜର୍ଭ ବ୍ୟାଙ୍କ ଅଫ…

ପଦ ଛାଡ଼ିଲେ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା, କହିଲେ କାରଣ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି ସୁବ୍ରମଣ୍ୟମ ତାଙ୍କ ପଦ ଛାଡ଼ିଛନ୍ତି । ଶୁକ୍ରବାର ଏନେଇ ସେ ସୂଚନା ଦେଇଛନ୍ତି । ଅର୍ଥ ମନ୍ତ୍ରାଳୟରେ ତାଙ୍କର କାର୍ଯ୍ୟକାଳ ସରିବା ପରେ ସେ ଏନେଇ…

ଆଫଗାନିସ୍ତାନରେ ମସଜିଦରେ ବିସ୍ଫୋରଣ; ୧୦୦ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଏକ ମସଜିଦରେ ବିସ୍ଫୋରଣ । କୁନ୍ଦୁଜର ଏକ ମସଜିଦରେ ଶିୟା ସବୁଦାୟର ଲୋକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଥିବା ସୂଚନା । ଶୁକ୍ରବାର ସମୁଦାୟ ସହ ଜଡ଼ିତ ଏକ ମସଜିଦରେ ଦ୍ୱିପ୍ରହରରେ…

୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି

ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସବୁ ସ୍କୁଲ ଛୁଟି । ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଛୁଟି । ତେବେ ପୁନର୍ବାର ୨୧ ତାରିଖ ଠାରୁ…

ଜେଲ୍ ଗଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଜାମିନ ଆବେଦନ ଖାରଜ ହେବାରୁ ଜେଲ୍ ଗଲେ ପ୍ରଶାନ୍ତ । ପ୍ରଶାନ୍ତଙ୍କ ଜାମିନ ଆବେଦନ ଖାରଜ କଲେ ଏଡିଜେ-୧ କୋର୍ଟ । ଆଜି ଏଡିଜେ କୋର୍ଟରେ ହାଜର ହୋଇ ଜାମିନ…

OAS-2019 ରେଜଲ୍ଟ ପ୍ରକାଶିତ

ଭୁବନେଶ୍ୱର: ପ୍ରକାଶ ପାଇଲା OAS-2019 ରେଜଲ୍ଟ । ବିଭିନ୍ନ ବର୍ଗର ୧୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଟପ୍-୧୦ରେ ରହିଛନ୍ତି ୩ ମହିଳା ।୨ୟ ସ୍ଥାନରେ ଅଙ୍କୁର…

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଡିଏଫଓଙ୍କୁ କ୍ଲିନଚିଟ୍, ବିଦ୍ୟାଭାରତୀଙ୍କ ନାମରେ ଲାଗିଲା ଦଫା

ଭୁବନେଶ୍ୱର: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସାମ୍ବାଦିକ ସମ୍ମିଳନୀ । ସୌମ୍ୟଙ୍କ ମୃତ୍ୟୁକୁ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କହିଛନ୍ତି ଏଡିଜି ।  ସୌମ୍ୟଙ୍କ ବାସଭବନରେ ହିଁ ଘଟଣା ଘଟିଛି…