CHARIDHAM

ଦୁଇ ବର୍ଷରେ ପାଦ ଦେଲା ‘ମୋ ସରକାର’: ସାଧାରଣ ଜନତାଙ୍କ ମନରେ ଏକ ବିଶ୍ୱାସ ଜନ୍ମ ନେଇଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବତ୍ତନ କରିବାକୁ ହେବ । ଆଜି…

ପୀୟୁଷ ଜୈନ୍ ନୁହନ୍ତି ଏହି ବ୍ୟକ୍ତିଙ୍କ ଘରେ ହୋଇଥିଲା ଦେଶର ବଡ IT ରେଡ୍: ମିଳିଥିଲା ୧୩ ହଜାର କୋଟି

ନୂଆଦିଲ୍ଲୀ: ଅତର ନିର୍ମାଣକାରୀ ପୀୟୁଷ ଜୈନଙ୍କ ଘରେ ଆଇଟି ରେଡରୁ ୧୯୪ କୋଟି ଟଙ୍କା ଜବତ ହୋଇଛି । ଏତେ ପରିମାଣର ଟଙ୍କା ମିଳିଥିଲା କି ଏହାକୁ ଗଣିବା ପାଇଁ ଲାଗିଥିଲା ୧୨ଟି ଟଙ୍କାଗଣା ମେସିନ୍ । ତେବେ ଆପଣ ଜାଣିଲେ…

HIV ଆକ୍ରାନ୍ତ ପ୍ରସୂତିଙ୍କୁ ଘରକୁ ଫେରାଇଲେ ସରକାରୀ ଡାକ୍ତର, ଜନନୀ ସୁରକ୍ଷା ଯୋଜନା କାହା ସ୍ୱାର୍ଥରେ… Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉଭୟ ପତି ପତ୍ନୀ ଏଚଆଇଭି ଆକ୍ରାନ୍ତ । ସମାଜରେ ଏଚଆଇଭି ଆକ୍ରାନ୍ତଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖୁଥିବା ବେଳେ ବିଭିନ୍ନ ବାଛନ୍ଦର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ । ଏହାକୁ ପରିବର୍ତ୍ତନ…

କୋଣାର୍କରେ ଧଶେଇ ପସିଲେ ପର୍ଯ୍ୟଟକ: ଭିଡ ନିୟନ୍ତ୍ରଣରେ ବିଫଳ ସୁରକ୍ଷା କର୍ମୀ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅର୍କ କ୍ଷେତ୍ର କୋଣାର୍କରେ ଧସି ପସିଲେ ହଜାର ହଜାର ପର୍ଯ୍ୟଟକ । ଚାଲିଛି ପର୍ଯ୍ୟଟନ ଋତୁ ଏହି ସମୟରେ ପର୍ଯ୍ୟଟନ ସ୍ଥଳି କୋଣାର୍କରେ ଅନଲାଇନ ଟିକେଟ କରିବାରେ ବ୍ୟାଘାତ ହୋଇଥିବାରୁ ଏଠାରେ…

ରାଜଧାନୀରେ ୟେଲୋ ୱାର୍ଣ୍ଣିଂ ଜାରି, ଜାଣନ୍ତୁ କ’ଣ ଖୋଲା ଓ କ’ଣ ରହିବ ବନ୍ଦ?

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ବଢ଼ିବାରେ ଲାଗିଛି । ଦେଶର ମହାରାଷ୍ଟ୍ର, ଦିଲ୍ଲୀ ଭଳି ସ୍ଥାନରେ ଅଧିକ ବ୍ୟାପୁଛି ମହାମାରୀ । ଏହାରି ମଧ୍ୟରେ ଓମିକ୍ରନ ଯୋଗୁଁ ଦିଲ୍ଲୀର ଜିଆରଏପି ୟେଲୋ ୱାର୍ଣ୍ଣିଂ…

ନାବାଳିକାକୁ ପ୍ରେମ କରୁଥିଲେ ବିବାହିତ ପୁରୁଷ: ଗୋଟିଏ ଘରେ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟେ ଘରୁ ମିଳିଛି ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ । ଜଣେ ବିବାହିତ ପୁରୁଷଙ୍କ ସହିତ ଜଣେ ନାବାଳିକାଙ୍କ ମୃତ ଦେହ ମିଳିଛି । ଆଉ ଏ ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାୟଗଡ଼ା…

ରାଜନୀତିରେ ଏଣ୍ଟ୍ରି କଲେ ଆଉ ଜଣେ କ୍ରିକେଟର, ବିଜେପିରେ ହେଲେ ସାମିଲ

ନୂଆଦିଲ୍ଲୀ: ଭାରତୀୟ କିକ୍ରେଟ ଟିମର ପୂର୍ବତନ ଖେଳାଳୀ ଦିନେଶ ମୋଙ୍ଗିଆ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । କ୍ରିକେଟ ପରେ ଏବେ ଦିନେଶ ରାଜନୀତିର ପିଚରେ ବିଜେପି ପାଇଁ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିବ ।…

ବଡ଼ ଖବର: ଏହି ତାରିଖରୁ ଓଡ଼ିଶାରେ ଖୋଲିବ ପ୍ରାଥମିକ ସ୍କୁଲ, ଜାଣନ୍ତୁ କେବେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ପାଠପଢ଼ା ଅଧିକ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ରାଜ୍ୟରେ ଜାନୁଆରୀ ୩ରୁ ଖୋଲିବାକୁ ଯାଉଛି ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ…

୨୦୦୮ ମାଲେଗାଓଁ ବିସ୍ଫୋରଣ: ଯୋଗୀ ଓ RSS ବିରୋଧୀ ବୟାନ ପାଇଁ ପ୍ରଭାବିତ କରିଥିଲା ଏଟିଏସ୍

ନୂଆଦିଲ୍ଲୀ: ୨୦୦୮ରେ ମାଲେଗାଓଁ ବିସ୍ଫୋରଣ ମାମଲାରେ ଏକ ନୂଆ ତଥ୍ୟ ସାମନାକୁ ଆସିଛି । ଏନଆଇଏର ସ୍ୱତନ୍ତ୍ର କୋର୍ଟରେ ଏଟିଏସ ବିରୋଧରେ ବୟାନ ଦେଇଛନ୍ତି ସାକ୍ଷୀ । ମହାରାଷ୍ଟ୍ର ଏଟିଏସ୍ ପକ୍ଷରୁ ମାମଲାରେ ଭୁଲ ବୟାନ ଦେବା…

Amazon ଆଣିଛି ଅପୂର୍ବ ସୁଯୋଗ: ଘରେ ବସି ଜିତି ପାରିବେ ୪୦ ହଜାର ଟଙ୍କା

ନୂଆଦିଲ୍ଳୀ: ଘରେ ବସି ବସି ଅର୍ଥ ଉପାର୍ଜନର ଏକ ବଢିଆ ସୁଯୋଗ । ଘରେ ବସି ବସି ମାତ୍ର କିଛି ପ୍ରଶ୍ନର ଉତ୍ତର ଦେଇ ଆପଣ ଜିତି ପାରିବେ ୪୦ ହଜାର ଟଙ୍କା । ଏଥିପାଇଁ ଆପଣଙ୍କୁ ଆବଶ୍ୟକ କେବଳ ଗୋଟିଏ ସ୍ମାର୍ଟ ଫୋନ ଏବଂ କିଛି…