୬୦ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ପାଇଁ ଦେଖାଇବାକୁ ପଡିବ ଏହି ଡକ୍ୟୁମେଣ୍ଟ
ନୂଆଦିଲ୍ଲୀ: ନିକଟରେ ଦେଶକୁ ସମ୍ବୋଧିତ କରିବା ବେଳେ ୧୫-୧୮ ବର୍ଷର ପିଲାମାନଙ୍କୁ ଟିକାକରଣ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହିତ ବୟସ୍କଙ୍କ ସମେତ ଫ୍ରଣ୍ଟ ଲାଇନ୍ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍…