CHARIDHAM

(ଭିଡିଓ) ବେକରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା: ମୋବାଇଲକୁ ନେଇ ଅତ୍ମହତ୍ୟା କରିଥିବା ନେଇ ପରିବାର ଲୋକଙ୍କ ସନ୍ଦେହ

ବେକରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ଥାନା ଅଧୀନ ଅଳାଡିହା ଗ୍ରାମପଞ୍ଚାୟତର ବାଲିବିଲ୍ ଗ୍ରାମରେ ।…

ଡଲାର ବର୍ତ୍ତମାନ ମୃତ, BITCOIN ହେଉଛି ବିଶ୍ୱ ଅର୍ଥନୀତିର ଭବିଷ୍ୟତ: ଜାଣନ୍ତୁ କାହିଁକି ଏମିତି କହିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସିକୁ ନେଇ ଯୁବପିଢିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଏପରିକି ବିଭିନ୍ନ ବିଶେଷଜ୍ଞ ଏହାର ବ୍ୟବହାରକୁ ବିରୋଧ କରୁଥିଲେ ହେଁ ଏହାର ବ୍ୟବହାର କମୁନାହିଁ । ଏପରି ପରସ୍ଥିତିରେ ଗୋଟିଏ ଦେଶ…

ସଭରକର ଗାଈ କୁ ମାତା ମାନିନଥିଲେ ଏବଂ ଗୋମାଂସ ଖାଇବାକୁ ଆପତ୍ତି କରିନଥିଲେ: ଦିଗବିଜୟ ସିଂହ

କେନ୍ଦ୍ର ଦ୍ୱାରା ଅର୍ଥବ୍ୟବସ୍ଥାରେ ଅବ୍ୟବସ୍ଥାକୁ ସାମ୍ନାକୁ ଆଣିବାକୁ ୧୪ ନଭେମ୍ବର ଠାରୁ ଦେଶବ୍ୟାପୀ ‘ଜନ ଜାଗରଣ ଅଭିଯାନ ଆରମ୍ଭ କରିଛି କଂଗ୍ରେସ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବିଜେପିକୁ ଟାର୍ଗେଟ…

ତିହାର ଜେଲରେ ଭୟଙ୍କର ଦୁର୍ନିତୀ: କାମ କରୁଥିବା କର୍ମଚାରୀଙ୍କ ପରିଚୟ ମିଳୁନି, ଦରମା ବନ୍ଦ କଲେ ସରକାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଭିଆଇପି ଜେଲ୍ ତିହାର ଜେଲ୍ ପୁଣି ଆଉ ଏକ ଭୁଲ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ନକଲି ଉପାୟରେ କର୍ମଚାରୀ ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳିଛି । କଏଦିମାନଙ୍କ ମୃତ୍ୟୁ ଖବର ପରେ ପରେ…

କ୍ୟାନ୍ସର ଆଶଙ୍କା କମ୍ କରିଥାଏ ଏହି ଭିଟାମିନ୍, ଜାଣନ୍ତୁ ଏହାର ଅନେକ ଫାଇଦା

ନୂଆଦିଲ୍ଲୀ: ଶରୀରକୁ ଯଦି ପୋଷକ ତତ୍ତ୍ୱ ଠିକ୍ ଭାବରେ ମିଳିଥାଏ ତେବେ ଶରୀର ସବୁବେଳେ ନୀରୋଗ ରହିଥାଏ । ଅବଶ୍ୟ ଏଭଳି ହୋଇନଥାଏ । କାରଣ ଏହି ବଦଳୁଥିବା ଜୀବନଶୈଳୀ ଯୋଗୁଁ ସ୍ୱାସ୍ଥ୍ୟ ପ୍ରଭାବିତ । ଫଳରେ ସୁବବେଳେ ଶୀରରରେ…

୨୦୨୨ରେ ରବିବାର ପାଇଁ ନଷ୍ଟ ହେବ ୪ଟି ଛୁଟି: ପଢନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: କିଛି ଦିନ ମଧ୍ୟରେ ଆସିଯିବ ନୂଆବର୍ଷ । ୨୦୨୧ ସରିଯିବା ବେଳେ ୨୦୨୨ ଆସିବ । ଏହା ମଧ୍ୟରେ ସମସ୍ତେ ନିଜ ନିଜର ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କଲେଣି । ୨୦୨୨ରେ କେତେଦିନ ଛୁଟି ରହିବ ତାହା ମଧ୍ୟ…

ବାତିଲ ହେଲା ପଞ୍ଚାୟତ ନିର୍ବାଚନ: ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବାତିଲ ହୋଇପାରେ ପଂଚାୟତ ନିର୍ବାଚନ । ସରକାରଙ୍କ ମୁଡ ଦେଖିଲେ ଲାଗୁଛି ଏବେ ପଂଚାୟତ ନିର୍ବାଚନ କରାଇବାକୁ ଆଉ ରାଜି ନୁହନ୍ତି । ନିର୍ବାଚନ ବନ୍ଦ କରିବାକୁ ପ୍ରସ୍ତାବ ପାରିତ କରିଛି…

ନବୀନ ବାବୁ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି: ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଆଜି ବିଜେଡି ପାଳୁଛି ୨୫ ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ସ୍ଥିତ ବିଜେଡି ମୁଖ୍ୟ କାର୍ୟ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଏହି ଅବସରରେ ଦଳର ଛାମୁଆ ନେତା ସାମିଲ ହୋଇ…

ପୋଲିସ ନଥିଲେ ରିକ୍ସାଚାଳକ ବି ତୁମକୁ ଖାତିର୍ କରିନ୍ତାନି: ସିଦ୍ଧୁଙ୍କ ଉପରେ ଏପରି ଗର୍ଜିଲେ DSP, ଦେଖନ୍ତୁ VIDEO

ନୂଆଦିଲ୍ଲୀ: ସର୍ବଦା କିଛି ନା କିଛି ବିବାଦୀୟ ଖବରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ । ନିକଟରେ ଚଣ୍ଡିଗଡ଼ ଡିଏସପି ଦିଲଶେର ଚନ୍ଦେଲ ଓ ସିଦ୍ଧୁଙ୍କ ମଧ୍ୟରେ ବିବାଦ…

ଟିକାର ଦ୍ୱିତୀୟ ଡୋଜ୍ ଓ ପ୍ରିକସନ୍ ଡୋଜ୍ ମଧ୍ୟରେ ୯ରୁ ୧୨ ମାସ ରହିବ ଗ୍ୟାପ୍: ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ୍-୧୯ ଟିକାର ଦ୍ୱିତୀୟ ଡୋଜ୍ ଓ ତୃତୀୟ ଡୋଜ୍(ପ୍ରିକସନ୍ ଡୋଜ୍) ଦେବା ନେଇ ଅନୁମତି ମିଳିବା ପରେ ଏବେ ଏନେଇ ପସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଦ୍ୱିତୀୟ ଡୋଜ୍ ଓ ତୃତୀୟ ଡୋଜ୍ (ପ୍ରିକସନ୍ ଡୋଜ୍)…