ଦ୍ଵିତୀୟ ଲହରରେ ଲୋକଙ୍କ ଠାରୁ ହୋଇଛି ଜମାଣିଆ ଲୁଟ୍, ମରିଯାଇଛି ମାନବିକତା: ସର୍ଭେ ରିପୋର୍ଟରୁ ପ୍ରକାଶ

ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ସମୟରେ ଦୋକାନୀ ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ସଞ୍ଚାଳକ ଓ ପ୍ରାଇଭେଟ୍ ଲ୍ୟାବ୍ ଅଧିକାରୀ ମାନେ ମେଡ଼ିକାଲ ଉପକରଣ ବିକ୍ରି କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଲୋକଙ୍କ ଠାରୁ…

କୋଭିଡ଼ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବେ ରାଜ୍ୟ ସରକାର, ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇବାରେ ଲାଗିଛି । କରୋନା ଯୋଗୁଁ ପରିସ୍ଥିିତି ବିଗିଡ଼ିଥିବା ବେଳେ କୋଭିଡ଼ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ଯାଉଛନ୍ତି…

ନିର୍ବାଚନ ଆୟୋଗର ଘୋଷଣା: ୩ ଲୋକସଭା ଓ ୩୦ ବିଧାନସଭା ଆସନ ପାଇଁ ୩୦ ଅକ୍ଟୋବରରେ ହେବ ଉପ-ନିର୍ବାଚନ, ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଦେଶରେ ଖାଲିପଡ଼ିଥିବା ୩ ଲୋକସଭା ଆସନ ଓ ୩୦ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ନିର୍ବାଚନ ଆୟୋଗ ଆଜି ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି । ୩ ଲୋକସଭା ଓ ୩୦ ବିଧାନସଭା…

କ୍ରୁରତାର ଚରମସୀମା ଡେଇଁଲା ତାଲିବାନି: ବାପାଙ୍କ ଭୁଲ ପାଇଁ ନୀରିହ ଶିଶୁକୁ ଦେଲେ ଏପରି ଦଣ୍ଡ

କାବୁଲ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ନୀରିହ ନାଗରିକଙ୍କ ଉପରେ ତାଲିବାନି ମାନେ ଅତ୍ୟାଚାର କରିବାରେ ଲାଗିଛନ୍ତି । ତେଣୁ ଦେଶର ସ୍ଥିତି ଏବେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ସେଠାରେ ବର୍ତ୍ତମାନ ଆତଙ୍କ ଓ…

ଆପଣ ଲୋ ବ୍ଲଡପ୍ରେସରର ଶିକାର ହୋଇଛନ୍ତି କି, ତେବେ ଆଜିଠାରୁ ଏହିସବୁ ଖାଦ୍ୟ ଖାଇବା ଆରମ୍ଭ କରିଦିଅନ୍ତୁ

ହାଇ ବ୍ଲଡପ୍ରେସର ହେଉ ବା ଲୋ ବ୍ଲଡପ୍ରେସର ଶରୀର ପାଇଁ ଉଭୟ ବହୁତ କ୍ଷତିକାରକ ହୋଇଥାଏ । ଏହି ରୋଗରେ ଆକ୍ରାନ୍ତ ହେବା ଫଳରେ ହୃଦରୋଗ, ମସ୍ତିଷ୍କ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କରେ ରକ୍ତ ପ୍ରବାହରେ ବହୁତ ସମସ୍ୟା…

ଯେମିତି ଟ୍ରେନିଂ ସେମିତି କାମ, ଲକ୍ଷେ ମନା କରିବା ପରେ ବି ରକ୍ତପାତ କରୁଛନ୍ତି ତାଲିବାନୀ

କାବୁଲ: ତାଲିବାନୀ ମାନେ ଆଫଗାନିସ୍ତାନରେ ସରକାରର ମାନ୍ୟତା ପାଇବା ପାଇଁ ଓ ନିଜର ଛବି ପରିବର୍ତ୍ତନ କରିବା ପାଇଁ ପ୍ରୟାସ ଜାରି ରଖିଛି । ହେଲେ ସବୁ ଚେଷ୍ଟା ଓ ଉଦ୍ୟମରେ ଫେଲ୍ ମାରିଯାଉଛି । ତେବେ ଏଥିରେ ଆଉ କାହାର…

ବିଧାୟିକା କହିଲେ, ‘ଅଟାରେ ଲୁଣ ପରି ଲାଞ୍ଚ ତ ଚାଲିବ’

ନୂଆଦିଲ୍ଲୀ: ଦେଶରେ ଲାଞ୍ଚ ଏକ ସାଧାରଣ ସମସ୍ୟା । ଏଠାରେ ଛୋଟରୁ ଆରମ୍ଭ କରି ବଡ଼ କାମ ପଯ୍ୟନ୍ତ, ସବୁଥିରେ ଲାଞ୍ଚ ଦିଆଯାଏ । ଏହି ସମୟରେ ମଧ୍ୟପ୍ରଦେଶର ବିଏସପି ବିଧାୟିକା ରାମ ବାଇ ସିଂହ ଲାଞ୍ଚର ପରିମାଣ କ’ଣ ହେବା…

ମୋବାଇଲକୁ ରାତି ସାରା ଚାର୍ଜ ବସାଇବା କେତେ ଭଲ, କେତେ ଖରାପ? ଜାଣନ୍ତୁ ଏହି ଖବର ଜରିଆରେ

ଓଡ଼ିଶା ଭାସ୍କର ବ୍ୟୁରୋ: ମୋବାଇଲ୍ ଫୋନର ବ୍ୟବହାର ଏବେ ଖୁବ୍ ବଢ଼ିଯାଇଛି । ପ୍ରତିଟି ଛୋଟ କାମ ପାଇଁ ମୋବାଇଲର ବ୍ୟବହାର କରାଯାଉଛି । ତେବେ ଏହାର ବ୍ୟବହାର ଲୋକଙ୍କ ପାଇଁ ଯେତେ ଭଲ ସେତିକି ଖରାପ ମଧ୍ୟ । ଆଜିକା ସମୟରେ…

ମେସରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ(ଓଡ଼ିଶା ଭାସ୍କର): ଏକ ମହିଳା ମେସରୁ କଲେଜ ଛାତ୍ରୀଙ୍କ ମୃତଦେହକୁ ଆଜି ଉଦ୍ଧାର ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ସ୍ଥିତ ଏକ ଘରୋଇ ମେସରେ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ…

ବିନା ପ୍ରିମିୟମରେ ଆପଣଙ୍କ ପିଲାଙ୍କୁ ମିଳିବ ସ୍କଲାରପିପ୍ ଆଉ ୭୫ ହଜାର: ଆପ୍ଲାଏ କରି ଦିଅନ୍ତୁ ଏହି ସୁପରହିଟ୍ ଯୋଜନା

ନୂଆଦିଲ୍ଲୀ: ଗ୍ରାମୀଣ ଭୂମିହୀନ ପରିବାରଙ୍କ ପାଇଁ ସରକାର କ୍ରମାଗତ ଭାବେ ବିଭିନ୍ନ ଯୋଜନା ପ୍ରଣୟନ କରିଆସୁଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାର ଆମ ଆଦମୀ ବୀମା ଯୋଜନା (ଏଏବିଜେ)ର ଶୁଭାରମ୍ଭ କରିଛନ୍ତି । ଏହା ଏକ…