CHARIDHAM

ଶରୀରରେ ଲାଗିଥିବା ମାଇକ୍ରୋଚିପରେ ଲୁଚାଇପାରିବେ ଡାଟା, ହଜାର ହଜାର ଲୋକ କରିଛନ୍ତି ଇମ୍ପ୍ଲାଣ୍ଟ୍

ନୂଆଦିଲ୍ଲୀ: ସ୍ୱିଡେନ୍ ରେ ଡିସରପ୍ଟିଭ୍ ସବ୍-ଡର୍ମଲ୍ଓ କମ୍ପାନୀ ଏକ ଏଭଳି ମାଇକ୍ରୋଚିପ୍ ତିଆରି କରୁଛି ଯେଉଁଥିରେ ଆପଣ ନିଜର ଡାଟା ବା ତଥ୍ୟ ସବୁକୁ ସୁରକ୍ଷିତ ଭାବରେ ସଂରକ୍ଷିତ କରି ରଖିପାରିବେ । ଚିପ୍ ରେ ବ୍ୟକ୍ତିଗତ…

Omicronର ଆଶଙ୍କା ମଧ୍ୟରେ ସାମନାକୁ ଆସିଲା Delmicron, ଜାଣନ୍ତୁ ଏନେଇ କ’ଣ ରହିଛି ବିଶେଷଜ୍ଞଙ୍କ ରିପୋର୍ଟ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସମଗ୍ର ବିଶ୍ୱରେ ଆଶଙ୍କା ବଢ଼ି ଚାଲିଥିବା ବେଳେ ଏହା ମଧ୍ୟରେ ଆଉ ଏକ ବିପଦ ସାମନାକୁ ଆସିଛି । ଏପରି ସ୍ଥଳେ ଡେଲଟା ଓ ଓମିକ୍ରନର ସମ୍ମିଶ୍ରଣରେ ଡେଲମିକ୍ରନ ନାମକ ଏକ…

ଗ୍ୟାସ ସିଲିଣ୍ଡର ଫାଟି ଦୁର୍ଘଟଣା ହେଲେ ମିଳିବ ୫୦ ଲକ୍ଷ ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଆଜିକା ସମୟରେ ଗ୍ୟାସ ସିଲିଣ୍ଡର ପ୍ରାୟତଃ ସମସ୍ତଙ୍କ ଘରେ ରହିଛି । ଏହାର ଉପଯୋଗ ଖୁବ୍ ସାବଧାନତାର ସହିତ କରିବା ନିହାତି ଦରକାର । ନଚେତ୍ ଯଦି କୌଣସି କାରଣରୁ ଗ୍ୟାସି ସିଲିଣ୍ଡର ଫାଟି ଯାଉଛି ତେବେ ଅନେକ…

Aadhaar Card ମାଧ୍ୟମରେ ଆପଣ ୫ ବର୍ଷ ପାଇଁ ୨୫ ଲକ୍ଷ ପର୍ଯ୍ୟନ୍ତ ଲୋନ୍ ପାଇପାରିବେ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଆଧାର କାର୍ଡକୁ କେବଳ ଏକ ପରିଚୟ ପତ୍ର ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ ଅନେକ ହୁଏତ ଏକଥା ଜାଣିନଥିବେ ଆଧାର କାର୍ଡର ସହାୟତାରେ ଆପଣ ଲକ୍ଷ ଲକ୍ଷ ଟଙ୍କାର ପର୍ସନାଲ ଲୋନ୍ ଉଠାଇ ପାରିବେ ।…

ବେଲୁନ୍ କ୍ରାଫ୍ଟ ମାଧ୍ୟମରେ ନୀରଜଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା ସାହାଣୀ, ଦେଖନ୍ତୁ ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ଗୋଲ୍ଡେନ୍ ବୟ୍ ନୀରଜ ଚୋପାଙ୍କର ଆଜି ହେଉଛି ୨୪ତମ ଜନ୍ମଦିନ । ସେ ଆଜି ୨୪ ବର୍ଷ ଥାପିଛନ୍ତି । ଏହି ଅବସରରେ ଦେଶର କୋଣ ଅନୁକୋଣରୁ ତାଙ୍କ ପ୍ରଶଂସକ ମାନେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ।…

ଏପରି ମହିଳାମାନେ ନିଜର ଜୀବନସାଥୀଙ୍କ ସହ କେବେ ଖୁସିରେ ରହିପାରନ୍ତି ନାହିଁ, ଜାଣନ୍ତୁ କାହିଁକି

ମହିଳାମାନଙ୍କୁ ନେଇ ଶାସ୍ତ୍ରରେ ଅନେକ କଥା କୁହାଯାଇଛି । ଆଜି ଆମେ ଏପରି କିଛି କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣମାନେ ମହିଳାମାନଙ୍କ ବିଷୟରେ ବହୁତ କିଛି ଜାଣିପାରିବେ । ଯେଉଁ ମହିଳାମାନଙ୍କର ପେଟ ବଡ଼ ହୋଇଥାଏ,…

ଓମିକ୍ରନକୁ ନେଇ ଚିନ୍ତାରେ ଆର୍‌ବିଆଇ ଗଭର୍ଣ୍ଣର, ଦର ଦାମ୍ ବୃଦ୍ଧି ସହ ମୁଦ୍ରାସ୍ଫୀତି ଉପରେ ପଡ଼ିପାରେ ପ୍ରଭାବ

ମୁମ୍ବାଇ: ମୁଦ୍ରାନୀତି କମିଟି ବୈଠକରେ ଓମିକ୍ରନକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚିନ୍ତା ପ୍ରକଟ କରିଥିଲେ । ବିଭିନ୍ନ ସାମଗ୍ରୀ ଓ ସେବାର ଚାହିଦାରେ ଯେଉଁ ସୁଧାର ହେଉଛି ତାହାକୁ…

ଅନଲାଇନରେ ଅର୍ଡର୍ କରିଥିଲେ ମୋବାଇଲ୍ ଫୋନ୍, ହେଲେ ବକ୍ସ ଭିତରୁ ବାହାରିଲା ଇଟା ଖଣ୍ଡ; ଦେଖନ୍ତୁ ଭିଡିଓ

ନୂଆପଡ଼ା(ଓଡ଼ିଶା ଭାସ୍କର): ଅନଲାଇନରେ ମୋବାଇଲ ଅର୍ଡ଼ର କରିଥିଲେ, ହେଲେ ମୋବାଇଲ ବଦଳରେ ମିଳିଲା ଇଟା ଖଣ୍ଡ । ସିସିଟିଭିରେ କଏଦ ହୋଇଛି ଏହି ଦୃଶ୍ୟ । ସିସିଟିଭି ଫୁଟେଜ୍ ରେ ଦେଖିବାକୁ ମିଳିଛି ଯେ, ମୋବାଇଲ ବକ୍ସକୁ କିଛି…

ଭୁବନେଶ୍ୱର ରେଲୱେ ଷ୍ଟେସନ୍‌କୁ ମିଳିଲା ଇଟ୍‌ ରାଇଟ୍‌ ମାନ୍ୟତା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଯାତ୍ରୀମାନଙ୍କୁ ଉଚ୍ଚମାନର, ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଖୋର୍ଦ୍ଧା ରୋଡ଼ର ଭୁବନେଶ୍ୱର ରେଳ ଷ୍ଟେସନକୁ ‘ଇଟ ରାଇଟ’ ଷ୍ଟେସନ ଭାବରେ ମାନ୍ୟତା ପତ୍ର ପ୍ରଦାନ କରାଯାଇଛି । ୧ ରୁ ୫…

ଦେଶରେ ୫ ହଜାର ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ କରିବ ‘ଟେସ୍‌ଲା ପାୱାର ୟୁଏସ୍‌ଏ’, ୨୦୨୫ ସୁଦ୍ଧା ଟାଗେର୍ଟ ପୂରଣ କରିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ: ଟେସ୍‌ଲା ପାୱାର ୟୁଏସ୍‌ଏ ପକ୍ଷରୁ ୨୦୨୫ ସୁଦ୍ଧା ଦେଶରେ ୫ ହଜାର ଦୁଇ ଚକିଆ ଇଲେକ୍ଟ୍ରିକ ଯାନ ଚାର୍ଜିଂ ଷ୍ଟେସନ ‘ଟେସ୍‌ଲା ପାୱାର ସପ୍‌’ ସ୍ଥାପନ କରାଯିବ ବୋଲି ‘ଇଣ୍ଡିଆ ବିଜନେସ୍‌ ମିଟ୍‌’ ଅବସରରେ…