କୋଭିଡ୍-୧୯ ସୁପର ମଡେଲ କମିଟିର ଆକଳନ: ଓମିକ୍ରନ୍ ଯୋଗୁଁ ଆସିପାରେ କରୋନାର ତୃତୀୟ ଲହର, ଫେବୃଆରୀରେ ଶୀର୍ଷରେ ପହଞ୍ଚିପାରେ ସଂକ୍ରମଣ
ନୂଆଦିଲ୍ଲୀ/ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): କରୋନାର ନୂଆ ତଥା ମାରାତ୍ମକ ଭାରିଏଣ୍ଟ ଓମିକ୍ରନ୍ ଏବେ ଅନ୍ୟ ରାଷ୍ଟ୍ରଗୁଡ଼ିକରେ ଦ୍ରୁତ ସଂକ୍ରମଣ ଆରମ୍ଭ କରିଦେଇଛି । ଖାସ୍କରି ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଓମିକ୍ରନ୍…