CHARIDHAM

କଂଗ୍ରେସ ଭବନରେ ପୋଲିସର ଦମନଲୀଳା: ଗଞ୍ଜାମ ଜିଲ୍ଲା କଂଗ୍ରେସର ବିରୋଧ ପ୍ରଦର୍ଶନ [VIDEO]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ଭବନ ମଧ୍ୟରେ ପ୍ରବେଶ କରିବା ସହିତ କଂଗ୍ରେସ କର୍ମୀଙ୍କୁ ମାଡ ମରା ଘଟଣାକୁ ନେଇ ପ୍ରତିବାଦ ଜୋର ଧରିଛି । ମଙ୍ଗଳବାର ଗଞ୍ଜାମ କଂଗ୍ରେସ କମିଟି ପକ୍ଷରୁ ଏହାକୁ ବିରୋଧ କରି ଆନ୍ଦୋଳନ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ୨୦ ହଜାର ଲାଞ୍ଚ ବେଳେ ଧରିଲା ଭିଜିଲାନ୍ସ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ପାପଡ଼ାହାଣ୍ଡି ବ୍ଲକ କନିଷ୍ଠ ଯନ୍ତ୍ରୀ । ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜେଇ ବୀଣାପାଣି ବେହେରା । ଜଣେ ଠିକାଦାରଙ୍କ ଠାରୁ ବିଲ୍ ପାସ୍ କରିବାକୁ ଲାଞ୍ଚ ନେଉଥିବା ଅଭିଯୋଗ ।…

କାନାଡାରୁ ଯିବା ଆସିବାରେ ଖର୍ଚ୍ଚ ହେଲାଣି ୯ ଲକ୍ଷ, ତଥାପି ମହିଳାଙ୍କୁ ମିଳୁନାହିଁ ମ୍ୟାରେଜ୍ ସାର୍ଟିଫିକେଟ୍

ଭୋପାଳ : ସରକାରୀ କଳ କେମିତି କାମ କରିଥାଏ ଏହାର ସଦ୍ୟତମ ଉଦାହରଣ ମଧ୍ୟ ପ୍ରଦେଶର ଗ୍ଵାଲିୟରରେ ଦେଖିବାକୁ ମିଳିଛି। କାନାଡାର ନାଗରିକତ୍ଵ ପାଇଥିବା ଜଣେ ଭାରତୀୟ ମହିଳା ଗତ ଦେଢ ବର୍ଷ ହେବ ବିବାହ ପ୍ରମାଣପତ୍ର ପାଇଁ…

୧୦ଟା ପରେ ଭୁବନେଶ୍ୱରରେ ବାଜିବନି DJ: ବିଏମସି ଆଣିଲା ନୂଆ ନିୟମ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବାହାଘର, ବ୍ରତଘର ବା ଜନ୍ମ ଦିନ ଡିଜେ ବାଜିବା ବର୍ତ୍ତମାନ ଏକ ଫ୍ୟାଶନରେ ପରିଣତ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏ ସମ୍ପର୍କିତ ଏକ ନୂତନ ନିୟମ ଲାଗୁ କରାଯାଇଛି । କୋଭିଡ୍…

ରାଜ୍ୟରେ ଖୋଲିବ ୧୧ଟି ସାଇବର୍ ଓ ଅର୍ଥନୈତିକ ଅପରାଧ ଶାଖା

ଭୁବନେଶ୍ୱର: ଖୁବ୍ ଶୀଘ୍ର ରାଜ୍ୟରେ ଖୋଲିବ ୧୧ଟି ସାଇବର୍ ଓ ଅର୍ଥନୈତିକ ଅପରାଧିକ ଶାଖା । ରାଜ୍ୟରେ ମୋଟ୍ ସାଇବର ଥାନା ସଂଖ୍ୟା ୧୪କୁ ବୃଦ୍ଧି । ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରକୁ ମିଶି ହେଲା ୧୪ଟି ଥାନା ।…

ସ୍ୱାମୀଙ୍କୁ ଖୋଜି ପାରୁନ, ଗେଷ୍ଟ ହାଉସ ବିଲ୍ ତମ ପାଖରେ ରଖ: ଦେଖନ୍ତୁ ତପସ୍ୱିନୀଙ୍କ Video

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସ୍ୱାମୀ ଡାକ୍ତର ସୁମିତ ସାହୁଙ୍କ ଅନୁପସ୍ଥିତିରେ ନିଜେ ଗେଷ୍ଟ ହାଉସର ବିଲ୍ ଦେଇଛନ୍ତି ତପସ୍ୱିନୀ ଦାସ । ତେବେ ବିଲ୍ ପ୍ରଦାନ କରିବା ପୂର୍ବରୁ ପୋଲିସକୁ ସମାଲୋଚନା କରିଛନ୍ତି ତପସ୍ୱିନୀ ।…

ସୁମିତ ଫେରାର ହେବା ପରେ ଗେଷ୍ଟ ହାଉସ ବିଲ୍ ପୈଠ କଲେ ତପସ୍ୱିନୀ, ଦେଖନ୍ତୁ ଭିଡିଓ

ଗଞ୍ଜାମ: ସୁମିତ ଓ ତପସ୍ୱିନୀ ମାମଲାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି । ଗୋଟିଏ ପଟେ କୋର୍ଟ ଉଭୟଙ୍କୁ ଏକା ସାଙ୍ଗରେ ରହିବାକୁ ନିର୍ଦ୍ଦେଶ ଦେଇଥିବାବେଳେ, ସୁମିତ କିନ୍ତୁ ୧୦ ତାରିଖ ଠାରୁ ଫେରାର ହୋଇଯାଇଛନ୍ତି ।…

ପାକିସ୍ତାନ ପଳାଅ ଫାରୁକ୍ ଅବଦୁଲ୍ଲା: ଜାଣନ୍ତୁ କାହିଁକି ଏମିତି କହିଲେ ବିଜେପି ମନ୍ତ୍ରୀ

ନୂଆଦିଲ୍ଳୀ: ଯଦି ପାକିସ୍ତାନ ପସନ୍ଦ ତାହେଲେ ସେଠାକୁ ପଳେଇ ଯାଅ । ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଉଦ୍ଦେଶ୍ୟରେ ଏମିତି କିଛି ବୟାନ ଦେଇଛନ୍ତି ବିଜେପି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ…

ଛଅ ମାସ ମଧ୍ୟରେ ପିଲାଙ୍କୁ ମିଳିବ କରୋନା ଟିକା: ଅଦର ପୁନାୱାଲା

ନୂଆଦିଲ୍ଲୀ: ଖୁବ ଶୀଘ୍ର ୩ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯିବ କରୋନା ଟିକା । ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ୬ ମାସ ମଧ୍ୟରେ ଆସିବ କରୋନା ଟିକା । ଏନେଇ ସୂଚନା ଦେଇଛନ୍ତି "ସିରମ୍ ଇନସଟିୟୁଟ ଅଫ୍ ଇଣ୍ଡିଆ' ସିଇଓ…

CTET ୨୦୨୧ ଆଡମିଟ୍ କାର୍ଡ: ଏମିତି କରନ୍ତୁ ଚେକ୍

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ(ସିବିଏସଇ) ୧୪ ଡିସେମ୍ବରରେ ସେଣ୍ଟ୍ରାଲ ଟିଚର ଇଲିଜିବିଲିଟି ଟେଷ୍ଟ(ସିଟିଇଟି) ୨୦୨୧ ର ଆଡମିଟ୍ କାର୍ଡ ଜାରି କରିପାରେ । ଯେଉଁ ଆଶାୟୀମାନେ ପରୀକ୍ଷା ପାଇଁ…