ରାଜ୍ୟର ୧୩ ପ୍ରତିଶତ ଲୋକ ନେଇନାହାନ୍ତି ପ୍ରଥମ ଡୋଜ ଟିକା: ଓମିକ୍ରନ ପାଇଁ ଚିନ୍ତା ବ୍ୟକ୍ତ କଲା ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାର ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ଏହାରି ଭିତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସାରା ବିଶ୍ୱରେ ଆତଙ୍କ ଖେଳାଇଲାଣି । ତେବେ ଓଡ଼ିଶାରେ ଏବେ ବି…