ସ୍ତ୍ରୀ ମାନ୍ୟତା ଦାବିରେ ଶ୍ୱଶୁରଙ୍କ ଘର ଆଗରେ ଧାରଣା ଦେଲେ ବୋହୂ , ବିତିଲା ୬ ଦିନ
ତାଳଚେର (ଭାସ୍କର ନ୍ୟୁଜ୍): ଶ୍ୱଶୁରଙ୍କ ଘର ଆଗରେ ଧାରଣା ଦେଲେ ବୋହୂ , ସ୍ତ୍ରୀ ମାନ୍ୟତା ଦାବି ବାରଣ୍ଡାରେ ବିତିଲା ୬ ଦିନ। ବାପ ଘରେ ଛାଡ଼ି ଥିଲେ ସ୍ୱାମୀ। ଦୁଇମାସ ପରେ ଶ୍ବଶୁର ଘରକୁ ନେବା କହି ଯାଇଥିଲେ ଯେ ଆଉ…