ରେଳ ଷ୍ଟେସନ ନିକଟରେ ଚାଲିଥିଲା ନିର୍ମାଣ କାର୍ଯ୍ୟ, ହଠାତ ଫୁଟିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ବେଳର ବୋମା; ୪ ଆହତ
ନୂଆଦିଲ୍ଲୀ: ମ୍ୟୁନିକ୍ର ମୁଖ୍ୟ ରେଳ ଷ୍ଟେସନ୍ ନିକଟରେ ବୁଧବାର ଦିନ ଗୋଟାଏ ପୁରାତନ ବୋମା ବିସ୍ଫୋରଣ ଘଟିଛି । ଯାହା ଫଳରେ ୪ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ଏନେଇ ଟୁଇଟ୍ କରି ପୁଲିସ ସୂଚନା ଦେଇଛି ।…