ଆସନ୍ତା ୨୫ରୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍, ରାହାଣେଙ୍କ ପାଇଁ ବଡ଼ ଚାଲେଞ୍ଜ

କାନପୁର: ଆସନ୍ତା ୨୫ ତାରିଖରୁ ସ୍ଥାନୀୟ ଗ୍ରିନପାର୍କ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ । ଅଧିନାୟକ ବିରାଟ କୋହଲିଙ୍କ ସହିତ ଟି-୨୦ ଅଧିନାୟକ ରୋହିତ ଶର୍ମା ଓ ୱିକେଟ କିପର…

ପରିବା କିଣିବାକୁ ଯାଇଥିବା ବେଳେ ବାଇକ୍‌ ଡିକି ଭାଙ୍ଗି ୨୩ ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ, ମାମଲା ରଖି ଚୁପ୍ ବସିଲା ପୋଲିସ

ଗୋପ (ଭାସ୍କର ନ୍ୟୁଜ୍‌): ଗୋପ ବଜାର ଛକରୁ ବାଇକ୍ ଡିକି ଭାଙ୍ଗି ୨୩ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏନେଇ ଗୋପ ଥାନାରେ ଅଭିଯୋଗ କଲେ ବାଇକ୍ ମାଲିକ । ଅଭିଯୋଗର ୭ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ…

ସୋସିଆଲ ମିଡିଆରୁ ପ୍ରିୟଙ୍କା ହଟାଇଲେ ‘ଜୋନସ୍’ ସରନେମ୍, ଛାଡ଼ପତ୍ରକୁ ନେଇ ଏପରି ପ୍ରଶ୍ନ କଲେ ଫ୍ୟାନ୍ସ

ମୁମ୍ବାଇ: ନିକ ଜୋନାସଙ୍କ ସହ ସମ୍ପର୍କ ପାଇଁ ପ୍ରିୟଙ୍କା ଚୋପ୍ରା ଲାଇମଲାଇଟକୁ ଆସିଛନ୍ତି । ୨୦୧୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନିକ ଜୋନାସ ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ଏକ ଆଇଡଲ୍ କପଲ୍ ଭାବରେ…

ଆଜି ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌):  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଅପରାହ୍ନ ୫.୩୦ରେ ମନ୍ତ୍ରୀ ପରିଷଦ ବୈଠକ ଓ…

ଏସ୍‌ବିଆଇ ପକ୍ଷରୁ ୪୦ କୋଟି ଗ୍ରାହକଙ୍କୁ ସତର୍କ ସୂଚନା, ବ୍ୟାଙ୍କ ଆକାଉଣ୍ଟ ସହ ଏହି ସବୁ ଡକ୍ୟୁମେଣ୍ଟ ଲିଙ୍କ ନ କଲେ ଆକାଉଣ୍ଟ ଅଚଳ ହୋଇଯିବ

ମୁମ୍ବାଇ: ବଡ ବ୍ୟାଙ୍କ ଏସ୍‌ବିଆଇ ନିଜ ଗ୍ରାହକଙ୍କୁ ସତର୍କ କରିଛି । ବ୍ୟାଙ୍କ ନିଜର ପ୍ରାୟ ୪୦ କୋଟି ଗ୍ରାହକଙ୍କୁ ସତର୍କ କରାଇଛି । ୨୦୨୨ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଅଧାର ସହ ନିଜ ପ୍ୟାନ୍‌ କାର୍ଡ ଲିଙ୍କ କରିବାକୁ…

ରାଶିଫଳ(ମଙ୍ଗଳବାର,୨୩ ନଭେମ୍ବର,୨୦୨୧)

ମେଷ - ଆଜି କର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ…

ମୁହଁ ଧୋଇବା ସମୟରେ କରନ୍ତୁ ନାହଁ ଏହି ଭୁଲ

ଚର୍ମ ତଥା ମୁହଁର ଚମକ ବଜାୟ ରଖିବା ପାଇଁ ଚେହେରାକୁ ସଫା କରିବା ଜରୁରୀ ହୋଇଥାଏ କିନ୍ତୁ ଏହାଠାରୁ ମଧ୍ୟ ଜରୁରୀ ହୋଇ ମୁହଁ ଠିକ୍ ଭାବରେ ଧୋଇବା । ଠିକ୍ ଭାବରେ ନଧୋଇବା ଦ୍ୱାରା ଚର୍ମ ଖରାପ ହେବା ସହ ସମୟ ପୂର୍ବରୁ…

SEX ଡ୍ରାଇଭ ବୃଦ୍ଧି କରିବା ପାଇଁ କରନ୍ତୁ ଏହି ସବୁ କାମ

ଆଜିକାଲି ସେକ୍ସକୁ ନେଇ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । ଉଭୟ ପୁରୁଷ ଓ ନାରୀ ଏଥିପାଇଁ ବାରମ୍ବାର ଡାକ୍ତରଙ୍କ ପାଖକୁ ଦୌଡ଼ୁଥିବା ଦେଖିବାକୁ ମିଳୁଛି । ମାତ୍ର ଏକଥା ବହୁତ କମ୍ ଲୋକ ଜାଣନ୍ତି ଯେ, ଘରୋଇ ଉପଚାର…

୭ ମାସରେ ସବୁଠାରୁ ଭୟଙ୍କର ମାର୍କେଟ କ୍ରାସ: ନିବେଶକ ହରାଇଲେ ୮ ଲକ୍ଷ କୋଟି

ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନ ପାଇଁ ତଳୁଆ ରହିଛି ଭାରତୀୟ ଶେୟାର ବଜାର । ବିଗତ ୭ ମାସ ମଧ୍ୟରେ ସବୁଠାରୁ ବଡ କ୍ରାସ ସହିତ ନିବେଶକ ମାନେ ଗୋଟିଏ ଦିନରେ ହରାଇଛନ୍ତି ୮ ଲକ୍ଷ କୋଟି । ସୋମବାର ଭାରତୀୟ ଶେୟାର ବଜାର…

ସ୍ୱାମୀ ଓ ଭଣଜା ରେପ୍ କରିଛନ୍ତି, ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା

'ମୋ ସ୍ୱାମୀ ଓ ଭଣଜା ମୋ ସହ ଦୁଷ୍କର୍ମ କରିଛନ୍ତି'... 'ସେମାନେ ମୋର ଅବୋର୍ସନ ମଧ୍ୟ କରାଇଛନ୍ତି'... । ନିଜ ସ୍ୱାମୀ ଏବଂ ଭଣଜା ବିରୋଧରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଏଭଳି ଏକ ଅଭାବନୀୟ…