ପାକିସ୍ତାନରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର: ଦୀର୍ଘ ବର୍ଷ ଅପେକ୍ଷାର ଘଟିଲା ଅନ୍ତ

ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର । ପୂର୍ବରୁ ହିନ୍ଦୁଙ୍କୁ ଆବଣ୍ଟିତ କରାଯାଇଥିବା ଜମିକୁ ରଦ୍ଦ କରାଯାଇଥିଲା । ଉକ୍ତ ଜମିରେ ହିନ୍ଦୁ ମନ୍ଦିର, ଶ୍ମଶାନ ଘାଟ ଓ…

ବସ୍-ଟ୍ୟାଙ୍କର ସାମ୍ନାସାମ୍ନି ଧକ୍କା ହେବାରୁ ଲାଗିଲା ନିଆଁ: ୧୨ ଲୋକ ଜଳିଗଲେ, ସାମ୍ନାକୁ ଆସିଲା ଭିଡିଓ

ବାଡ଼ମେର: ରାଜସ୍ଥାନ ବାଡ଼ମେର ଜିଲ୍ଲାରେ ବାଡ଼ମେର-ଯୋଧପୁର ଜାତୀୟ ରାଜପଥରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି…

କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଘରେ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ରାଜରାସ୍ତାରେ ଆତଙ୍କ ଖେଳାଇଥିବା କେବିଏନ ଗ୍ୟାଙ୍ଗ ଏବେ ପୋଲିସ୍ ଟାର୍ଗେଟରେ ଅଛନ୍ତି । କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନାର ଘରେ ଚଢ଼ାଉ ହୋଇଛି । ପୋଖରୀପୁଟ ଭଡ଼ା ଘରେ…

କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତିଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଏକ ସାଧାରଣ କଥା ହୋଇଗଲାଣି । ଏହି କ୍ରମରେ ଆଜି ରାଜ୍ୟର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼…

ବର୍ଷେ ପରେ ଡିଫ୍ରିଜ୍ ହେଲା ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟ, କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ବା ଏନଡିପିଏସ୍ ଅଧିନିୟମ ଅନୁଯାୟୀ ଏକ ସ୍ୱତନ୍ତ୍ର କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିଫ୍ରିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

ଜାଲ୍ ନୋଟ୍ କାରବାର ଓ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ସମ୍ପର୍କରେ ରହିଛନ୍ତି ଦେବେନ୍ଦ୍ର ଫଡନଭିସ୍: ନୱାବ ମଲିକ

ନୂଆଦିଲ୍ଲୀ: ଶେଷରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକଙ୍କ ହାଇଡ୍ରୋଜେନ ବୋମା ଫୁଟିଛି । ଏହି ବୋମାର ଝଲକ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଉପରେ ପଡ଼ିଥିବାର ଦେଖଯାଇଛି ।…

ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ ଲୋକାର୍ପିତ, ଏପରି କହିଲେ ମୁଖ୍ୟମନ୍ତ୍ରୀ

କଟକ(ଓଡ଼ିଶା ଭାସ୍କର): କଟକ ଅରିଲୋରେ ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ ଆଜି ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ ।…

କେଉଁଠି ଓ କେତେଥର ବ୍ୟବହାର ହୋଇଛି ଆପଣଙ୍କ ଆଧାରକାର୍ଡ? ଘରେ ବସି ମଧ୍ୟ ଜାଣିପାରିବେ

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା…

ଫୁଟିଲା ହାଇଡ୍ରୋଜେନ୍ ବମ୍: ମହାରାଷ୍ଟ୍ରରେ ଚୋରା ଚାଲାଣ ଓ ନକଲି ନୋଟ୍ କାରବାର ପଛରେ ଫଡନଭିସଙ୍କ ହାତ

ନୂଆଦିଲ୍ଲୀ: କ୍ରୁଜ୍ ଡ୍ରଗ୍ସ କେସକୁ ନେଇ ମହାରାଷ୍ଟ୍ରରେ ବିବାଦ ବଢ଼ିବାରେ ଲାଗିଛି । ଏହି ମାମଲା ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଓ ଏନସିବିକୁ ନେଇ ଆରମ୍ଭ ହୋଇଥିବା ବେଳେ ଏବେ ଏହା ବିଜେପି, ଏନସିପି…

ଅଫିସ ଅଫ୍ ପ୍ରଫିଟ ଅଭିଯୋଗରୁ ୨୨ ବିଧାୟକ ମୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ଜିଲ୍ଲା କମିଟି ଓ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ୨୨ ବିଜେଡି ବିଧାୟକ ଅଯୋଗ୍ୟ ନୁହନ୍ତି ବୋଲି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି…