Breaking News କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତିଙ୍କ ଗାଡ଼ିକୁ ଅଣ୍ଡାମାଡ଼ Manas Pradhan Nov 10, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଏକ ସାଧାରଣ କଥା ହୋଇଗଲାଣି । ଏହି କ୍ରମରେ ଆଜି ରାଜ୍ୟର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼…
Breaking News ବର୍ଷେ ପରେ ଡିଫ୍ରିଜ୍ ହେଲା ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟ, କୋର୍ଟଙ୍କ ନିର୍ଦ୍ଦେଶ Sushreejyoti Routray Nov 10, 2021 ନୂଆଦିଲ୍ଲୀ: ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ବା ଏନଡିପିଏସ୍ ଅଧିନିୟମ ଅନୁଯାୟୀ ଏକ ସ୍ୱତନ୍ତ୍ର କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିଫ୍ରିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…
Breaking News ଜାଲ୍ ନୋଟ୍ କାରବାର ଓ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ସମ୍ପର୍କରେ ରହିଛନ୍ତି ଦେବେନ୍ଦ୍ର ଫଡନଭିସ୍: ନୱାବ ମଲିକ Manas Pradhan Nov 10, 2021 ନୂଆଦିଲ୍ଲୀ: ଶେଷରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକଙ୍କ ହାଇଡ୍ରୋଜେନ ବୋମା ଫୁଟିଛି । ଏହି ବୋମାର ଝଲକ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଉପରେ ପଡ଼ିଥିବାର ଦେଖଯାଇଛି ।…
Breaking News ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ ଲୋକାର୍ପିତ, ଏପରି କହିଲେ ମୁଖ୍ୟମନ୍ତ୍ରୀ Sushreejyoti Routray Nov 10, 2021 କଟକ(ଓଡ଼ିଶା ଭାସ୍କର): କଟକ ଅରିଲୋରେ ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ ଆଜି ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ ।…
Breaking News କେଉଁଠି ଓ କେତେଥର ବ୍ୟବହାର ହୋଇଛି ଆପଣଙ୍କ ଆଧାରକାର୍ଡ? ଘରେ ବସି ମଧ୍ୟ ଜାଣିପାରିବେ Sushreejyoti Routray Nov 10, 2021 ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା…
Breaking News ଫୁଟିଲା ହାଇଡ୍ରୋଜେନ୍ ବମ୍: ମହାରାଷ୍ଟ୍ରରେ ଚୋରା ଚାଲାଣ ଓ ନକଲି ନୋଟ୍ କାରବାର ପଛରେ ଫଡନଭିସଙ୍କ ହାତ Manas Pradhan Nov 10, 2021 ନୂଆଦିଲ୍ଲୀ: କ୍ରୁଜ୍ ଡ୍ରଗ୍ସ କେସକୁ ନେଇ ମହାରାଷ୍ଟ୍ରରେ ବିବାଦ ବଢ଼ିବାରେ ଲାଗିଛି । ଏହି ମାମଲା ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଓ ଏନସିବିକୁ ନେଇ ଆରମ୍ଭ ହୋଇଥିବା ବେଳେ ଏବେ ଏହା ବିଜେପି, ଏନସିପି…
Breaking News ଅଫିସ ଅଫ୍ ପ୍ରଫିଟ ଅଭିଯୋଗରୁ ୨୨ ବିଧାୟକ ମୁକ୍ତ Sushreejyoti Routray Nov 10, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ଜିଲ୍ଲା କମିଟି ଓ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ୨୨ ବିଜେଡି ବିଧାୟକ ଅଯୋଗ୍ୟ ନୁହନ୍ତି ବୋଲି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି…
Breaking News ୧୫ ଡିଗ୍ରୀ ତଳେ ୬ଟି ସହରର ତାପମାତ୍ରା, ଦାରିଙ୍ଗିବାଡ଼ି ସବୁଠାରୁ ଥଣ୍ଡା Sushreejyoti Routray Nov 10, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧିରେ ଧିରେ ଶୀତ ପ୍ରକୋପ ବଢ଼ିବାରେ ଲାଗିଲାଣି । ରାଜ୍ୟର ୬ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୧୧ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହର ହୋଇଛି । ଏହା ସହିତ…
Breaking News ପୁଣି ବଢ଼ିଲା କରୋନା: ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୮୭ ପଜିଟିଭ୍, ପ୍ରାଣ ହରାଇଲେ ୪ ଜଣ Manas Pradhan Nov 10, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
Breaking News ରେପ୍ ଓ ହତ୍ୟା ମାମଲାରେ ପୀଡିତାଙ୍କ କମ୍ ବୟସ ମୃତ୍ୟୁଦଣ୍ଡ ପାଇଁ ପର୍ଯ୍ୟାପ୍ତ ନୁହେଁ: ସୁପ୍ରିମକୋର୍ଟ Sushreejyoti Routray Nov 10, 2021 ନୂଆଦିଲ୍ଲୀ : ବଳାତ୍କାର ଓ ହତ୍ୟା ମାମଲାରେ ପୀଡିତାଙ୍କ କମ୍ ବୟସ ହେବା ଯୋଗୁଁ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଶୁଣାଇବାର ଏକମାତ୍ର ପର୍ଯ୍ୟାପ୍ତ ଆଧାର ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହିତ ଦୁଷ୍କର୍ମ ଓ…