Breaking News ଭୋଟରଙ୍କୁ ଆକୃଷ୍ଟ କରିବ ‘ସମାଜବାଦୀ ଅତର’, ଲଞ୍ଚ କଲେ ଅଖିଳେଶ Odisha Bhaskar Bureau Nov 9, 2021 ନୂଆଦିଲ୍ଲୀ: ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳ ତଥା ନେତାମାନେ ଅନେକ ଉପାୟ ଆପଣାଇଥାନ୍ତି । ନିକଟରେ ଏଭଳି ଏକ ଉପାୟ ଆପଣାଇଛନ୍ତି ସମାଜବାଦୀ ପାର୍ଟୀ ସଭାପତି ଅଖିଳେଶ ଯାଦବ । ଆସନ୍ତା ବର୍ଷ ହେବାକୁ ଥିବା…
Breaking News ରକ୍ତଚରିତ୍ର ଗ୍ୟାଙ୍ଗର ଦୁଇ ଜଣଙ୍କ ଆତ୍ମସମର୍ପଣ Odisha Bhaskar Bureau Nov 9, 2021 ଭୁବନେଶ୍ୱର: ରାଜଧାନୀରେ ରକ୍ତଚରିତ୍ର ଗ୍ୟାଙ୍ଗର ଭିଡିଓ ଭାଇରାଲ ଘଟଣା । ରକ୍ତଚରିତ୍ର ଗ୍ୟାଙ୍ଗର ଆଉ ୨ ଅଭିଯୁକ୍ତଙ୍କ ଆତ୍ମସମର୍ପଣ । ଆତ୍ମସମର୍ପଣ କଲା ଚେଙ୍ଗ ଓରଫ୍ ରାଜେଶ ବେହେରା ଏବଂ ସନିଆ ଓରଫ୍ ସନାତନ ବେହେରା ।…
Breaking News ଏହି ଜଙ୍ଗଲ ଶେଷ ହୋଇଗଲେ ରହିବ ନାହିଁ ମାନବ ଜାତିର ଅସ୍ଥିତ୍ଵ, ଏମିତି ଚେତାଇଲେ ବୈଜ୍ଞାନିକ Odisha Bhaskar Bureau Nov 9, 2021 ନୂଆଦିଲ୍ଲୀ: ଆମାଜନକୁ ନେଇ ଏହି ଚର୍ଚ୍ଚା ଜାରି ରହିଛି ଯେ, ଏହି ଘଞ୍ଚ ଅରଣ୍ୟ ଦୁନିଆ ପାଇଁ କେତେ ଗୁରୁତ୍ଵପୂର୍ଣ୍ଣ। ଆମାଜନକୁ ଦୁନିଆର ଅକ୍ସିଜେନ୍ କୁହାଯାଏ। ହେଲେ ଏହି ଜଙ୍ଗଲ ଏବେ ବିପଦରେ । ଯେଉଁ ରିପୋର୍ଟ…
Breaking News ଜଗନ-ନବୀନ ବୈଠକ, ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କୁ ନେଇ ହେବ ସ୍ୱତନ୍ତ୍ର ବ୍ୟବସ୍ଥା Odisha Bhaskar Bureau Nov 9, 2021 ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଗମୋହନ ରେଡ୍ଡୀଙ୍କ ମଧ୍ୟରେ ବୈଠକ ଶେଷ । ୨ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ବୈଠକ ପରେ…
Breaking News ଲଞ୍ଚ ହେଲା Lava Agni 5G: ଜାଣନ୍ତୁ କ’ଣ ରିହିଛି ଦାମ୍ ଏବଂ ଫିଚର୍ସ Odisha Bhaskar Bureau Nov 9, 2021 Lava Agni 5G ମଙ୍ଗଳବାର ଭାରତରେ ଲଞ୍ଚ ହୋଇଛି । ଏହା କମ୍ପାନୀ ତରଫରୁ ଦେଶରେ ପ୍ରଥମ ୫ଜି ଫୋନ ହେବାକୁ ଯାଉଛି । ଏହି ସ୍ମାର୍ଟଫୋନରେ ମଧ୍ୟ ରହିଛି ଦମଦାର ପ୍ରୋସେସର, ଅଧିକ ବ୍ୟାଟେରୀ ଭଳି ଅନେକ ଫିଚର୍ସ । ଏମିତି…
Breaking News ରୋହିତ ଶର୍ମା ହେବେ ଟି-୨୦ ଦଳର ଅଧିନାୟକ, ନ୍ୟୁଜିଲାଣ୍ଡ ସିରିଜରେ ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ Odisha Bhaskar Bureau Nov 9, 2021 ମୁମ୍ବାଇ : ଆସନ୍ତା ଦିନେ କି ଦୁଇ ଦିନରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଏବଂ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ । ଏହା ପୂର୍ବରୁ କିଏ ଟି-୨୦ ଦଳର ନେତୃତ୍ଵ ନେବେ ତାକୁ ନେଇ କଳ୍ପନା ଜଳ୍ପନା…
Breaking News ନୂଆପଡ଼ାରେ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼ Sushreejyoti Routray Nov 9, 2021 ନୂଆପଡ଼ା(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଘଟଣାକୁ ନେଇ ବିଜେଡ଼ିକୁ ଟାର୍ଗେଟ କରୁଛନ୍ତି ବିଜେପି ଓ…
Breaking News ଭୁବନେଶ୍ୱରରେ ପହଞ୍ଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ Odisha Bhaskar Bureau Nov 9, 2021 ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍.ଜଗନମୋହନ ରେଡ୍ଡୀ ପହଞ୍ଚିଲେ । ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଆଲୋଚନା କରିବେ ଜଗନ । ନେରେଡ଼ି, କୋଟିଆ, ପୋଲାଭରମ,…
Breaking News ପୋଲିସ ବାପାର ଲୁଟେରା ପୁଅ, ସର୍ଭିସ ବନ୍ଧୁକ ଦେଖାଇ ଲୁଟିଲା ବ୍ୟାଙ୍କ Sushreejyoti Routray Nov 9, 2021 ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଟାଉନ ଥାନା ଆକ୍ସିସ ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ତଥ୍ୟ । ବାପାଙ୍କ ବନ୍ଧୁକ ନେଇ ପୁଅ ପୋଲିସକୁ ଗୁଳି କରିଥିବା ଜଣାପଡିଛି ।…
Breaking News EPFO ହିତାଧିକାରୀଙ୍କ ପାଇଁ ଖୁସି ଖବର! ବଢ଼ିପାରେ ରୋଜଗାର, ଜାଣନ୍ତୁ କ’ଣ ରହିଛି ପ୍ଲାନ୍ Sushreejyoti Routray Nov 9, 2021 ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ(ସିବିଟି)ର ବୈଠକ ନଭେମ୍ବର ୨୦ରେ ହେବାକୁ ଯାଉଛି । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଏହା…