ଭୋଜି ଭାତରେ ମସ୍‌ଗୁଲ୍‌ ଥିଲେ ପୋଲିସ କର୍ମଚାରୀ, ଗୋଟିଏ ରାତିରେ ୪ ଦୋକାନରୁ କଳାକନା ବୁଲାଇ ଚମ୍ପଟ ମାରିଲେ ଚୋରି; ଟେର୍ ପାଉନିି ପୋଲିସ

ଗୋପ (ଭାସ୍କର ନ୍ୟୁଜ୍‌): କିଛିଦିନ ହେବ ଗୋପ ଥାନା ଅଞ୍ଚଳରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ଗୋଟିଏ ସପ୍ତାହ ତଳେ ବଦଳି ହୋଇଥିବା ଥାନା ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୁଳିକରି ହତ୍ୟା କରିବା…

ସକାଳ ୮ଟା ୩୦ ପର୍ଯ୍ୟନ୍ତ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ନିକଟ ଉତ୍ତରପଶ୍ଚିମରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସୋମବାର ସକାଳ ୮ଟା ୩୦…

ଡ୍ରାଇଭର ମୁହଁରେ ଲାଇଟ୍ ପଡିବାରୁ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ: ୫ ଗୁରୁତର, ୭ ଆହତ

କୋରାପୁଟ (ଭାସ୍କର ନ୍ୟୁଜ୍): ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ଆମ୍ବିଳି ଆମ୍ବଗୁଡ଼ା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତ କଡ଼କୁ ଓଲଟି ପହିବାରୁ ୧୨ ଜଣ ଆହତ ହୋଇଛନ୍ତି ।…

ରାଶିଫଳ (ସୋମବାର ,୩୦ ଅଗଷ୍ଟ ,୨୦୨୧)

ମେଷ - ଶୁଭଦିନ ରହିବ ସମୟ ସାଥ ଦେବ ମନମୁତାବକ ପରିବେଷ ମଧ୍ୟରେ ଦିନ କଟିବ, ମାନ ସମ୍ମାନ,ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ, ଶୁଭସମୟ ରହିବ ଫଳରେ ମାନସିକ ସ୍ତରରେ…

ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଇଡା’, ଜାଣନ୍ତୁ କେଉଁଠି ରଚିବ ତାଣ୍ଡବ

ନୂଆଦିଲ୍ଲୀ: ବର୍ତମାନ ସମୟରେ ସାମୁଦ୍ରିକ ଝଡ଼ ‘ଇଡା’କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ଝଡ଼ ଭୟଙ୍କର ତୋଫାନରେ ପରିଣତ ହୋଇ ସାରିଥିବା ପୂର୍ବାନୁମାନ କରାଯାଉଛି । ଏହାର ପ୍ରଭାବରେ ଘଂଟା ପ୍ରତି ୨୨୫ କିମି ବେଗରେ…

ମଜା ହୋଇଗଲା ସଜା ! ବଡ ପୁଅର କରାଇଲେ ଡିଏନଏ ଟେଷ୍ଟ, ରିପୋର୍ଟ ଦେଖି…

ନୂଆଦିଲ୍ଲୀ: ଆମେରିକାର ଜଣେ ବ୍ୟକ୍ତି ମଜାକ୍ ରେ ଆସି ନିଜ ପୁଅର ଡିଏନଏ ଟେଷ୍ଟ କରିଥିଲେ । ହେଲେ ଟେଷ୍ଟରେ ଯାହା ବାହାରିଲା ତାହା ଜାଣିବାପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ତାଙ୍କ ୧୨ ବର୍ଷର ପୁଅର ଡିଏନଏ୍…

କାବୁଲ ଏୟାରପୋର୍ଟରେ ପୁଣି ଏକ ବିସ୍ଫୋରଣ, ଶବ୍ଦ ଶୁଣି ସ୍ଥାନୀୟ ଲୋକ ଭୟଭୀତ; ୨ ମୃତ

କାବୁଲ: କାବୁଲ ଏୟାରପୋର୍ଟରେ ପୁଣିଥରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଖବର ଆସିଛି । ବିସ୍ଫୋରଣ ନେଇ ପୂର୍ବରୁ ଆଲର୍ଟ କରିଥିଲା ଆମେରିକା । ଏହାକୁ ମିଶାଇ ତୃତୀୟ ଥର ଏପରି ବିସ୍ଫୋରଣ ହୋଇଛି କାବୁଲ ବିମାନବନ୍ଦରରେ…

ଭାରତକୁ ପୁଣି ଏକ ପଦକ, ବିନୋଦ କୁମାରଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ ରେ ପୁଣିଥରେ ଭାରତକୁ ପଦକ ମିଳିଛି । ଆଜି ତୃତୀୟ ପଦକ ଜିତିଛନ୍ତି ବିନୋଦ କୁମାର । ଡିସକସ୍ ଥ୍ରୋରେ ବିନୋଦ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପୂର୍ବରୁ ଦୁଇଟି ରୌପ୍ୟ ପରେ ଏହାକୁ…

ଫିଟ୍ କର୍ମଚାରୀଙ୍କୁ ମିଳିବ ବୋନସ୍ ଓ ୧୦ ଲକ୍ଷ ଟଙ୍କାର ଲକି ଡ୍ର’, ଜାଣନ୍ତୁ ଏସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କରୋନା କାଳରେ ୱର୍କ ଫ୍ରାମ୍ ହୋମ୍ ଧାରା ଆରମ୍ଭ ହୋଇଛି । ଅନେକ କର୍ମଚାରୀ ଘରେ ରହି କାମ ଅଫିସ୍ କାମ କରୁଛନ୍ତି । ତେବେ ଏଥିରେ ଦୀର୍ଘ ଦିନ ଧରି ଘରେ ବସି କାମ କରୁଥିବାରୁ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ…

ଇଣ୍ଟରନେଟ୍ ସେବା ବନ୍ଦ କଲା ତାଲିବାନ, ପଞ୍ଜଶୀର ଉପତ୍ୟକା ଅକ୍ତିଆର କରିବାର ନୂଆ ଷଡଯନ୍ତ୍ର

ପଞ୍ଜଶୀର: ପଞ୍ଜଶୀର ଉପତ୍ୟକାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛି ତାଲିବାନ। ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟ୍ୱିଟରରେ ପୋଷ୍ଟ ସେୟାର କରିବାକୁ ରୋକିବାକୁ ଯାଇ ତାଲିବାନ ଏପରି କରିଥିବା ଜଣାପଡିଛି ।…