ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସ ବହୁ ଚଞ୍ଚକତା କରି ୧୩ ନମ୍ବର ମୁଦାଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଚାର୍ଜସିଟରୁ କାଢି ଦେଇଥିବା ବେଳେ ଆଜି ପୁଣି ଥରେ ତାଙ୍କ ନାଁ ଯୋଡିବାକୁ…

ଜେଲରେ ଜ୍ୱାଇଁ ଚର୍ଚ୍ଚା ପାଉଛି ଗ୍ୟାଙ୍ଗଷ୍ଟର; ମଦ ପିଉଥିବା ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଭାରତୀୟ ଆଇନ ବ୍ୟବସ୍ଥାରେ ରହିଥିବା ଦୁର୍ବଳତା ପୁଣକି ଥରେ ପଦାରେ ପଡିଛି । ପୋଲିସ ହାଜତରେ ରହିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ନୀରଜ ବାୱନା ମଦ ପିଉଥିବାର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ଭାଇରାଲ ହେବା…

କାବୁଲ ବିମାନ ବନ୍ଦର ବାହାରେ ବଡ଼ ଧରଣର ବିସ୍ଫୋରଣ; ୧୧ ମୃତ,୧୫ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ: କାବୁଲ ବିମାନ ବନ୍ଦର ବାହାରେ ଘଟି ଯାଇଛି ଏକ ଭୟଙ୍କ ବିସ୍ଫୋରଣ । ଗୁରୁବାର ହମିଦ କାରଜାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ବାହାରେ ଏହି ବିସ୍ଫୋରଣ ଘଟିଛି । ଆମେରିକୀୟ ସୁରକ୍ଷା ବିଭାଗ ମୁଖ୍ୟ ପେଣ୍ଟାଗନ…

ହେଇ ଦେଖ, ଏହି ଝିଅର ଥିଲା ମୋ ସହ ସମ୍ପର୍କ; ଭାବି ବର ପାଖକୁ ପ୍ରେମିକ ପଠେଇଲା Private ଭିଡିଓ

ମୁମ୍ବାଇ: ପ୍ରାଇଭେଟ ଭିଡ଼ିଓ ଲିକ୍ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ । ନିଜ ଏକ୍ସ ଗର୍ଲଫ୍ରେଣ୍ଡର ବିବାହ ଭାଙ୍ଗିବା ପାଇଁ ଯୁବକ ଜଣକ ଭାବି ସ୍ୱାମୀ ନିକଟକୁ ପ୍ରାଇଭେଟ୍ ଭିଡିଓ ପଠାଇବା ସହିତ ବାହାଘର…

ଅମିତ ରୋହିଦାସ ଓ କାଳୁ ଚରଣ ଚୌଧୁରୀଙ୍କୁ Hockey Indiaର ଶୁଭେଚ୍ଛା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭାରତୀୟ ହକି ଦଳର ଷ୍ଟାର ଖେଳାଳି ଅମିତ ରୋହିଦାସ ଏବଂ କୋଚ୍ କାଳୁ ଚରଣ ଚୌଧୁରୀଙ୍କୁ ଶୁଭେଚ୍ଛା ଜଣାଇଛି ହକି ଇଣ୍ଡିଆ । ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନରେ ସମ୍ମାନିତ ହୋଇଥିବା ଏହି ଦୁଇ…

ଏବର୍ଷ ବି ଯୁକ୍ତ ଦୁଇରେ ୭୦% ସିଲାବସ୍, ଏପରି ରହିବ ପରୀକ୍ଷା ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯୁକ୍ତ ଦୁଇ ସିଲାବସ୍ ହ୍ରାସ ପାଇବ । ଏବର୍ଷ ବି ଯୁକ୍ତ ଦୁଇରେ ସିଲାବସ୍ ୩୦% ହ୍ରାସ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ୍ ବୈଠକରେ…

ସ୍କୁଲରୁ ୨୨ ଜଣ ପିଲା ଚିହ୍ନଟ ହେଲେ କରୋନା ପଜିଟିଭ୍, ୪ ଜଣ ୧୨ ବର୍ଷରୁ କମ୍ ବୟସର

ମୁମ୍ବାଇ: କରୋନା ମାମଲା ହ୍ରାସ ପାଉଥିବାରୁ ବିଭିନ୍ନ ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଉ ଏହି ପିକ୍ରିୟାରେ ଅନେକ ରାଜ୍ୟରେ ସ୍କୁଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । ଏହା ଭିତରେ ମୁମ୍ବାଇରୁ ଏକ ଚିନ୍ତା…

ଫ୍ଲାଇଟରେ ଯାତ୍ରା କରିବା ବେଳେ ସିଟ୍ ବଦଳାଇବା ହୋଇପାରେ ଭୟାନକ, ପାଇଲଟ୍ କହିଲେ ଏହାର କାରଣ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ସମୟରେ କିଛି ଲୋକ ବସିଥିବା ସିଟ୍ ରେ ସନ୍ତୁଷ୍ଟ ହୋଇନଥାନ୍ତି । ଫଳରେ ସିଟ୍ ବଦଳାଇଥାନ୍ତି । ହେଲେ ଜଷର ପାଇଲଟ୍ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି । ସେ…

ମହାତ୍ମା ଗାନ୍ଧୀଙ୍କ ଭାରତରୁ ଏମିତି ଆଶା କରିନଥିଲି; ନିର୍ବାସିତ ହେବା ପରେ କହିଲେ ଆଫଗାନୀ ମହିଳା ସାଂସଦ

ନୂଆଦିଲ୍ଳୀ: ଭାରତରୁ ନିର୍ବାସିତ ହେବା ପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଫଗାନୀ ମହିଳା ସାଂସଦ ରଙ୍ଗିନା କାର୍ଗର । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ କାର୍ଗରଙ୍କୁ ନିର୍ବାସିତ…

ପୂର୍ବତନ CBI ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ଆଜି ପରଲୋକ ହୋଇଛି । ଏକମାତ୍ର ଓଡ଼ିଆ ଭାବରେ ସିବିଆଇ ନିର୍ଦ୍ଦେଶକ ରହିଥିବା ଉମାଶଙ୍କର ମିଶ୍ର ୨୦୦୩ରେ ସିବିଆଇ ନିର୍ଦ୍ଦେଶକ ଭାବରେ…