Breaking News ସମୁଦ୍ରରେ ଦେଖାଗଲା ପିଙ୍କ୍ ଡଲଫିନ୍, ସାମ୍ନାକୁ ଆସିଲା ଭିଡିଓ Sushreejyoti Routray Aug 24, 2021 ସମୁଦ୍ରରେ ଆପଣ ଡଲଫିନ୍ ତ ନିଶ୍ଚିତ ଦେଖିଥିବେ, କିନ୍ତୁ କେବେ ପିଙ୍କ୍ ଡଲଫିନ୍ ଦେଖିଛନ୍ତି କି? ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ଅତି ଦୁର୍ଲଭ ପିଙ୍କ୍ ଡଲଫିନ୍ କୁ…
Breaking News ରାଜ୍ୟରେ ପୁଣି ୬୨୫ ପଜିଟିଭ୍ ଚିହ୍ନଟ, ଆଜି ୮୦ ଶିଶୁ ସଂକ୍ରମିତ Sushreejyoti Routray Aug 24, 2021 ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି…
ଅଲିମ୍ପିକ୍ ଟୋକିଓ ପାରାଅଲିମ୍ପିକ୍ସ ଉଦ୍ଘାଟନୀରେ ସ୍ଥାନ ପାଇବ ଆଫଗାନିସ୍ତାନ ଜାତୀୟ ପତାକା Abinash Kumar Dhal Aug 24, 2021 ଟୋକିଓ: ତାଲିବାନ ଆତଙ୍କବାଦୀ ବଳପୂର୍ବକ ଆଫଗାନିସ୍ତାନ ଶାସନ କ୍ଷମତା ଅକ୍ତିଆର କରି ନେବା ପରେ ଦେଶରେ ଅପ୍ରୀତିକର ପରିସ୍ଥିତି ଜାରି ରହିଛି । ମୁଖ୍ୟତଃ କାବୁଲ ବିମାନ ବନ୍ଦରରେ ସବୁଠାରୁ ଖରାପ ପରିସ୍ଥିତି ସୃଷ୍ଟି…
Breaking News ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ Sushreejyoti Routray Aug 24, 2021 ଭଦ୍ରକ(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ସୁପରଭାଇଜର । ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜରଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା । ଆୟ ବହିର୍ଭୂତ…
Breaking News ୪୮ଟି ଖଣି ଲିଜ୍ ଟେଣ୍ଡର ବାତିଲ କଲେ ଜିଲ୍ଲାପାଳ Sushreejyoti Routray Aug 24, 2021 ମାଲକାନଗିରି(ଓଡ଼ିଶା ଭାସ୍କର): ମାଲକାନଗିରି ଲଘୁ ଖଣିଜ ବିବାଦ ମାମଲାରେ ବାତିଲ ହୋଇଛି ଖଣି ଲିଜ୍ ଟେଣ୍ଡର । ସମସ୍ତ ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ କରିଛନ୍ତି ଜିଲ୍ଲାପାଳ । ସରକାରଙ୍କ ନିର୍ଦ୍ଦେଶକ୍ରମେ ଟେଣ୍ଡର…
Breaking News ଆସନ୍ତା ପାଞ୍ଚ ଦିନ ଦୋକାନ ବଜାର ବନ୍ଦ ପାଇଁ ବଣିକ ସଂଘର ନିଷ୍ପତି Abinash Kumar Dhal Aug 24, 2021 ହିଞ୍ଜିଳିକାଟୁ (ଭାସ୍କର ନ୍ୟୁଜ୍): ଦେଶରେ ତଥା ରାଜ୍ୟରେ କ୍ରମାଗତ ଭାବରେ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍ଗଳବାର ଠାରୁ ୫ଦିନ ପାଇଁ ଦୋକାନ ବଜାର ବନ୍ଦ ରଖିବା ପାଇଁ ହିଞ୍ଜିଳିକାଟୁ ଲକ୍ଷ୍ମୀ…
Featured ଆଫଗାନିସ୍ତାନ ସଙ୍କଟ: ୨୬ରେ ସବର୍ଦଳୀୟ ବେଠୖକ ଡାକିଲେ ମୋଦି Abinash Kumar Dhal Aug 24, 2021 ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ସର୍ବଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ୨୬ ଅଗଷ୍ଟ ସକାଳେ…
Breaking News ଅଜଣା ଜ୍ୱରରେ ୮ ଶିଶୁଙ୍କ ମୃତ୍ୟୁ, ଗାଁରେ ପହଞ୍ଚିଲେ ଅଧିକାରୀ Sushreejyoti Routray Aug 24, 2021 ମଥୁରା: ଉତ୍ତରପ୍ରଦେଶରେ ମଥୁରା ସହରରୁ ୩୦ କିଲୋମିଟର ଦୂର ସ୍ଥିତ କୋହ ଗାଁରେ ପ୍ରାୟ ୮ ଜଣ ଶିଶୁ ଅଜଣା ଜ୍ୱରରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ପାଇବା ମାତ୍ରେ ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ ତଥା…
Astrology ରାଶିଫଳ (ମଙ୍ଗଳବାର ,୨୪ ଅଗଷ୍ଟ ,୨୦୨୧) Odisha Bhaskar Bureau Aug 24, 2021 ମେଷ - ପୁରୁଣା ବକେୟା ମିଳିବ ଏବଂ ଲାଗିରହିଥିବା କୌଣସି ମାଲିମକୋଦ୍ଦମାର ସମାଧାନ ହେବ, ଧର୍ମ କର୍ମରେ ମନ ବଳିବ, ଭାତୃ ସହଯୋଗ ଦ୍ବାରା ଭୁମିକ୍ରୟର ସୁଯୋଗ ମିଳିବ,ଉଦ୍ୟମ ସିଦ୍ଧି ହେବ, ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ…
Featured ହଟ୍ ଆଣ୍ଡ୍ କୋଲ୍ଡ ହୋଟେଲରେ ଗଣ୍ଡଗୋଳ: ମାଲିକ ଓ କର୍ମଚାରୀ ମାଡ଼ ମାରିଲେ, ଫୁଲକୁଣ୍ଡ ଓ ଚେୟାରକୁ ଭାଙ୍ଗି ଚୁରମାର କରିଦେଲେ ୬ ଯୁବକ Abinash Kumar Dhal Aug 24, 2021 ସାଲେପୁର (ଭାସ୍କର ନ୍ୟୁଜ୍): କୌଣସି କାରଣରୁ ଏକ ହୋଟେଲ ମଧ୍ୟରେ ଗଣ୍ଡଗୋଳ ହୋଇ ହୋଟେଲ ମାଲିକ ଓ କର୍ମଚାରୀ ଆହତ ହୋଇଥିବା ନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି । ସାଲେପୁର ୟୁକୋ ବ୍ୟାଙ୍କ୍ ପାଖରେ…