ସୀମା ବିବାଦକୁ ନେଇ ଗର୍ଜିଲେ ବିଜେଡି ଓ କଂଗ୍ରେସ ନେତା, କହିଲେ ‘ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଉନି କେନ୍ଦ୍ର’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାର କୌଣସି ତଥ୍ୟକୁ ନନେଇ ଦେଇଛନ୍ତି ଭୁଲ ଉତ୍ତର । ସୀମା ବିବାଦ ଓଡ଼ିଶାରେ ଅଛି ଏହାର ସମାଧାନ ପାଇଁ ରାଜ୍ୟ ସରକାର କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି । ତଥ୍ୟ ଉପସ୍ଥାପନ କଲେ ମଧ୍ୟ…

ଅଡୁଆରେ DRAVID & କୋ.; ତୃତୀୟ ଟି-୨୦ରୁ ବାଦ ପଡିପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଆଜି ଖେଳାଯିବ । ତେବେ ଏହା ପୂର୍ବରୁ ଭାରତୀୟ ଦଳ ଚୟନକୁ ନେଇ ମ୍ୟାନେଜମେଣ୍ଟର ଅଡୁଆ ବଢିଛି । କରୋନା କାରଣରୁ ୯ ଜଣ ଖେଳାଳି ଚୟନ ପାଇଁ ଉପଲବ୍ଧ ନଥିବା…

ଆଲାସ୍କାରେ ଭୁକମ୍ପ: ତୀବ୍ରତା ୮.୨, ଦିଆଗଲା ସୁନାମୀ ଚେତାବନୀ

ନୂଆଦିଲ୍ଲୀ: ଆମେରିକାର ଆଲାସ୍କାରେ ଉପଦ୍ୱୀପରେ ବୁଧବାର ରାତିରେ ଭୟାନକ ଭୁକମ୍ପର ଝଟକା ଅନୁଭୂତ ହୋଇଛି । ଭୁକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୨ ରେକର୍ଡ ହୋଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଏହି…

୫୦୪ କେନ୍ଦ୍ରରେ ହେବ ମାଟ୍ରିକ ପରୀକ୍ଷା, ମନ୍ତ୍ରୀ କହିଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାତିପାହିଲେ ଅଫଲାଇନ ମାଟ୍ରିକ ପରୀକ୍ଷା । କୋଭିଡ କଟକଣା ମଧ୍ୟରେ ହେବ ପରୀକ୍ଷା । ଚଳିତ ବର୍ଷର ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଏଥିପାଇଁ ୧୫୧୩୬ ଜଣ ଛାତ୍ରଛାତ୍ରୀ ଆବେଦନ…

ଟୋକିଓରେ ମେରୀ କମ ନିରାଶ; ପ୍ରି-କ୍ୱାର୍ଟରରୁ ବିଦା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ବଡ ଝଟକା । ନିଜର ଅନ୍ତିମ ଅଲିମ୍ପିକ୍ସ ଖେଳୁଥିବା ତଥା ୬ ଥର ବିଶ୍ୱ ଚାମ୍ପିୟନ୍ ଏମ୍ ସି ମେରୀକମ୍ ଟୋକିଓ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି । ଗୁରୁବାର ଅନୁଷ୍ଠିତ…

ଆର୍ଥିକ ସ୍ତରରେ ଦୁର୍ବଳ ଓ OBC ପିଲାଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଏହି ପରିପ୍ରେକ୍ଷୀରେ ଆର୍ଥିକ ସ୍ତରରେ ଦୁର୍ବଳ ଥିବା ପିଲାମାନଙ୍କୁ ୧୦% ସଂରକ୍ଷଣ ଦିଆଯିବ । ସେହିପରି ଓବିସି…

ଶତ୍ରୁଙ୍କ ସନ୍ତାନକୁ କିଡନୀ ଦାନ କଲେ ମହିଳା, ସମସ୍ତେ କହିଲେ ବାଃ…

ଓଡ଼ିଶା ଭାସ୍କର ବ୍ୟୁରୋ: ପରୋପକାର ଆଉ ସମାଜସେବା ପାଇଁ ଅନେକ ଲୋକ ଚର୍ଚ୍ଚାରେ ରହିଆସିଛନ୍ତି । କିନ୍ତୁ ଦୁନିଆରେ ଏଭଳି ବିରଳ ବ୍ୟକ୍ତି ବିଶେଷ ରହିଛନ୍ତି ଯିଏ କି ନିଜର ସବୁଠୁ ବଡ଼ ଶତ୍ରୁଙ୍କ ସନ୍ତାନକୁ କିଡନୀ ଦାନ…

ଟୋକିଓରେ ବିଫଳ ଭାରତୀୟ ଶୁଟର: ଭାଇରାଲ ହେଉଛି କୋଚଙ୍କ ଟି-ସାର୍ଟ ମେସେଜ

ନୂଆଦିଲ୍ଲୀ: ଟୋକିଓ ୨୦୨୦ରେ ଭାରତୀୟ ଶୁଟିଂ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । କେବଳ ଗୋଟିଏ ଇଭେଣ୍ଟକୁ ବାଦ ଦେଲେ ଅନ୍ୟ କୌଣସି ଇଭେଣ୍ଟରେ ଭାରତୀୟ ଖେଳାଳି ଫାଇନାଲ ଯୋଗ୍ୟତା ମଧ୍ୟ ଅର୍ଜନ କରିପାରି ନଥିଲେ ।…

୫ଜି ମାମଲା: ହାଇକୋର୍ଟରେ କରିଥିବା ଯାଚିକାକୁ ଫେରାଇନେଲେ ଜୁହୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜୁହୀ ଚାୱଲା ବିଗତ କିଛି ସମୟ ଧରି ଦେଶରେ ୫ଜି ନେଟୱର୍କ ଲାଗୁ କରିବାକୁ ବିରୋଧ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଅଭିନେତ୍ରୀ ମେ ମାସରେ ଏହା ସହ ଜଡ଼ିତ ଆଦେଶରେ ସଂଶୋଧନ ପାଇଁ…

ଜନ୍ମଦିନରେ ଦୁଷ୍କର୍ମର ଶିକାର ହେଲେ ମହିଳା, ଡେଟିଂ ଆପ୍ ଜରିଆରେ ପରିଚିତ ହୋଇଥିଲେ ଅଭିଯୁକ୍ତ ବୟଫ୍ରେଣ୍ଡ

ମୁମ୍ବାଇ: ଜଣେ ମହିଳାଙ୍କୁ ତାଙ୍କ ଜନ୍ମଦିନରେ ଫାଇଭ୍ ଷ୍ଟାର୍ ହୋଟେଲରେ ମଦ ପିଆଇ ଦୁଷ୍କର୍ମ କରାଯାଇଛି । ଏନେଇ ମହିଳା ଜଣକ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି । ଏହିଭଳି ଏକ ଖବର ଆସିଛି ମାୟା ନଗରୀ ମୁମ୍ବାଇରୁ । ତେବେ…