CHARIDHAM

SBI Credit Cardରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ Cashback, ଜାଣନ୍ତୁ କେତେଦିନ ପାଇଁ

ନୂଆଦିଲ୍ଲୀ: ଯଦି ଆପଣ ଏସବିଆଇ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏସବିଆଇ କ୍ରେଡିଟ କାର୍ଡରେ ଗ୍ରାହକଙ୍କୁ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ମିଳୁଛି…

ତୈଳଦର ପୁଣି ହେଲା ଆକାଶଛୁଆଁ, ମୁମ୍ବାଇରେ ପେଟ୍ରୋଲ ଦର ସର୍ବାଧିକ; ଜାଣନ୍ତୁ କେଉଁଠି କେତେ

ନୂଆଦିଲ୍ଲୀ: ଦେଶରେ ଲଗାତର ଭାବରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି । ଦେଶର ଅନେକ ପ୍ରମୁଖ ସହରରେ ତୈଳ ଦର ଆକାଶଛୁଆଁ ରହିଛି । ତୈଳ କଅମ୍ପାନୀ ଲଗାତର…

କର୍ଣ୍ଣାଟକରେ ଭୁକମ୍ପର ଝଟକା, ରିକ୍ଟର ସ୍କେଲରେ ୩.୪ ତୀବ୍ରତା

ଗୁଲବର୍ଗ: କର୍ଣ୍ଣାଟକରେ ଭୁକମ୍ପର ଝଟକା ଦେଖିବାକୁ ମିଳିଛି । ଗୁଲବର୍ଗରେ ରବିବାର ଦିନ ସକାଳ ଭୁକମ୍ପର ଝଟକା ଅନୁଭବ କରାଯାଇଛି । ନ୍ୟାସନାଲ୍ ସେଣ୍ଟର ଫର୍ ସେସିମୋଲୋଜୀ ପକ୍ଷରୁ ଏନେଇ ମିଳିଛି ସୂଚନା । ଗୁଲବର୍ଗରେ…

ଆଜି ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା, ପ୍ରାରମ୍ଭିକ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ୧୦ ଲକ୍ଷ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକ ସେବା ଆୟୋଗ ବା ୟୁପିଏସସି ଦ୍ୱାର।। ୨୦୨୧ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରାରମ୍ଭିକ ବା ପ୍ରିଲିମିନାରୀ ପରୀକ୍ଷା ଆଜି ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ବର୍ଷ ପ୍ରାରମ୍ଭିକ ପରୀକ୍ଷା ପାଇଁ…

ଦଶହରା ପରେ ମାଡି ଆସିବ ବାତ୍ୟା! ସମୁଦ୍ରରେ ଅଧିକରୁ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବ

ଭୁବନେଶ୍ୱର(ଓଡିଶା ଭାସ୍କର): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୪୮ଘଣ୍ଟା ଭିତରେ ଲଘୁଚାପରେ ପରିଣତ ହେବ । ସମୁଦ୍ର ଭିତରେ ଏହା ୪ରୁ ୫ଦିନ ପର୍ଯ୍ୟନ୍ତ ରହି ବଳ ଗୋଟାଇବା ପରେ ସ୍ଥଳଭାଗ…

ଭାରତ-ଚୀନ ମଧ୍ୟରେ ଆଜ ପୁଣିହେବ କମାଣ୍ଡର ସ୍ତରୀୟ ବୈଠକ, ଏହି ପ୍ରସଙ୍ଗ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲଏସିରେ ଶାନ୍ତି ରକ୍ଷା କରିବା ନିମେନ୍ତ ଭାରତ ଓ ଚୀନ ମଧ୍ୟରେ ୧୩ ରାଉଣ୍ଡର କମାଣ୍ଡର ସ୍ତରୀୟ ବୈଠକ ହେବାକୁ ଯାଉଛି । ରବିବାର ଦିନ ଅର୍ଥାତ୍ ଆଜି ୧୦ଟା ୩୦ ମିନିଟ୍ ରେ ଏହି ବୈଠକ ଅନୁଷ୍ଠିତ…

ରାଶିଫଳ(ରବିବାର,୧୦ ଅକ୍ଟୋବର,୨୦୨୧)

ମେଷ :- ଆପଣଙ୍କର ବୋଧହୁଏ କୌଣସି ଉଚ୍ଚ ଅଧିକାରୀଙ୍କ ସହିତ ପଡ଼ିନପାରେ କିନ୍ତୁ ଆପଣଙ୍କ ପାଇଁ ଠିକ୍ ରହିବ ଯେ ଆପଣ ବୁଦ୍ଧି ଏବଂ କୂଟନୀତି ସାହାଯ୍ୟରେ ନିଜର କାମ ବାହାର କରିନେବେ । ଆପଣ ତାଙ୍କୁ ନିଜର କଥା ଭଲ ଭାବରେ…

ଲଖୀମପୁର ହିଂସାକାଣ୍ଡ; ଗିରଫ ହେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: ଲଖୀମପୁର ଖେରୀ ହିଂସା କାଣ୍ଡ ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଛି । ଦୀର୍ଘ ୧୨ ଘଣ୍ଟାର ପଚରାଉଚୁରା କରିବା ପରେ ପୋଲିସ ଆଶିଷ ମିଶ୍ରଙ୍କୁ ଗିରଫ…

ଦିଲ୍ଲୀ ବିଜୁଳି ସଙ୍କଟ; ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ବିଜୁଳି ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଥର୍ମାଲ ପ୍ଲାଣ୍ଟରେ କୋଇଲାର ଅଭାବ ଏବଂ କୋଇଲା ଉପସ୍ଥିତ ଷ୍ଟକ ବିଷୟରେ ସୂଚନା ଦେଇଛନ୍ତି । ଏହା…

ସ୍ୱଚ୍ଛ ସୁକିନ୍ଦା, ସୁସ୍ଥ ସୁକିନ୍ଦା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ସ୍ୱଚ୍ଛ ଭାରତ ଅଭିଯାନ କ୍ଷ ବିଜୁ ଯୁବ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ…