ରାଶିଫଳ(ରବିବାର ,୦୩ ଅକ୍ଟୋବର ,୨୦୨୧)

ମେଷ - ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ, କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆର୍ଥିକ ପରିସ୍ଥିତି ଭଲ ରହିବ, ଶିକ୍ଷାର୍ଥି ନୂତନ ଜ୍ଞାନକୌଶଳ…

ବିଏସଏଫ ଯବାନଙ୍କ ଆତ୍ମହତ୍ୟା

ଉମରକୋଟ: ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ବିଏସଏଫ ଯବାନଙ୍କ ଆତ୍ମହତ୍ୟା । ରାଇଘର ଥାନା ଅନ୍ତର୍ଗତ ବିଏସଏଫ କ୍ୟାମ୍ପର ଯବାନ ଡି. ଗୋବର୍ଦ୍ଧନଙ୍କ ଆତ୍ମହତ୍ୟା । ମୃତ ଯବାନଙ୍କ ଘର ତେଲେଙ୍ଗାନାରେ ସୂଚନା ।…

ବିଧବାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ!

ସୁନ୍ଦରଗଡ଼ ତଳସରାରେ ବିଧବା ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ଦୁର୍ବୁତ୍ତ ହତ୍ୟା କରି ଡମକୁଡା ନଦୀରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ତେବେ ଘଟଣାରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି…

ମୁସଲିମ ମହିଳା ଆଙ୍କିଲେ ଶ୍ରୀକୃଷ୍ଣଙ୍କ ୫୦୦ରୁ ଅଧିକ ଚିତ୍ର, କହିଲେ କେବେବି ଯାଇ ନଥିଲେ ମନ୍ଦିର

କେରଳର ଜଣେ ମୁସଲମାନ ମହିଳା ଆଙ୍କିଛନ୍ତି ଭଗବାନ କୃଷ୍ଣଙ୍କ ୫୦୦ ରୁ ଅଧିକ ଚିତ୍ର । କେବଳ ସେତିକି ନୁହେଁ ସେ କେବେ ମନ୍ଦିର ଯାଇନଥିବା ବୋଲି ମଧ୍ୟ କହିଛନ୍ତି । କୋଜିକୋଡେ ଜିଲ୍ଲାର କୋୟାଲାଣ୍ଡି ସହରରେ ରହୁଥିବା ଜସାନା…

ଉତ୍ତରାଖଣ୍ଡ ହିମସ୍ଖଳନ; ନୌସେନାର ୪ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର, ୨ଜଣ ଏବେବି ନିଖୋଜ

ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ତ୍ରିଶୂଲ ପର୍ବତରେ ହୋଇଥିବା ହିମସ୍ଖଳନରେ ନୌସେନାର ଚାରିଜଣ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେବି ୨ଜଣଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।…

ଲୋକପ୍ରିୟ ଟିଭି ସିରିଏଲ କଳାକାରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଲୋକପ୍ରିୟ ଟିଭି ସୋ ‘ଯୋଦ୍ଧା ଆକବର'ର ଅଭିନେତ୍ରୀ ମନୀଷା ଯାଦବଙ୍କ ଶୁକ୍ରବାର ଦେହାନ୍ତ ହୋଇଛି । ସେ ଏହି ଶୋ’ରେ ସେ ସଲିମା ବେଗମ୍ ଭୂମିକାରେ ଅଭିନୟ କରିଥିଲେ। ମନୀଷା ଯାଦବ ମୃତ୍ୟୁ କିପରି ହୋଇଛି ଏହାର କାରଣ…

ଗାନ୍ଧୀ ମୂର୍ତ୍ତି ଧରି କାନ୍ଦିଲେ ନେତା, ଲୋକେ କହିଲେ ଓସ୍କାରକୁ ପଠାଯାଉ ଭିଡିଓ

ନୂଆଦିଲ୍ଲୀ: ସାରା ଦେଶରେ ଆଜି ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତାମାନେ ମଧ୍ୟ ଅନେକ ସ୍ଥାନରେ ଗାନ୍ଧୀ ମୂର୍ତ୍ତିକୁ ଶ୍ରଦ୍ଧାଞ୍ଜଳି ଦେବାର ଦେଖାଯାଇଛି । ଏହାରି…

୪ ୱିକେଟରେ ଜିତିଲା ଦିଲ୍ଲୀ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିୟମିର ଲିଗ୍ ୨୦୨୧ର ୪୬ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ପାଞ୍ଚଥର ଆଇପିଏଲ ଜିତି ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଚାରି ୱିକେଟରେ ପରାସ୍ତ କରିଛି । ଏହି ଲୋ ସ୍କୋରିଙ୍ଗ…

ଅଲଗା ହେଲେ ଲୋକପ୍ରିୟ ଯୋଡ଼ି ସମାନ୍ଥା-ନାଗା ଚୈତନ୍ୟା, ୨୦୧୭ରେ କରିଥିଲେ ବିବାହ

ନୂଆଦିଲ୍ଲୀ: ରିଲ୍ ଲାଇଫ ରିୟଲ ଲାଇଫ କପଲ ହୋଇଥିବା ତେଲୁଗୁ ସିନେମାର ଲୋକପ୍ରିୟ ଯୋଡ଼ି ସମାନ୍ଥା- ନାଗା ଚୈତନ୍ୟା ନେବାକୁ ଯାଉଛନ୍ତି ଛାଡ଼ପତ୍ର । ତେଲୁଗୁ ଅଭିନେତ୍ରୀ ସମାନ୍ଥା ପ୍ରଭୁ ଏବଂ ଅଭିନେତା ନାଗା ଚୈତନ୍ୟା…

ସୀମାରେ ଚୀନ ସେନାକୁ ଅଟକାଇବ କେ-୯ ବଜ୍ର; ୫୦ କିମି ଦୂରରୁ କରିପାରିବ ଟାର୍ଗେଟ

ନୂଆଦିଲ୍ଲୀ: ଏଲଏସିରେ ଚୀନ ସହ ଲାଗିରହିଥିବା ବିବାଦ ମଧ୍ୟରେ ଭାରତୀୟ ସେନା ପୂର୍ବ ଲଦାଖରେ ନିଜର କେ-୯ ବଜ୍ର ତୋପକୁ ନିୟୋଜିତ କରିଛି । ଏହି କେ-୯ ବଜ୍ର ଲଦାଖର ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ୧୨୦୦୦ ରୁ ୧୬୦୦୦ ଫୁଟ ଉଚ୍ଚରେ…